• Latest
  • All
  • News
  • Business
  • Politics
  • Science
  • World
  • Lifestyle
  • Tech
Vedanta Aluminium Champions Grassroots Cricket through Kashipur Premier League 2025 in Rayagada, Odisha

ଓଡ଼ିଶାର ଗ୍ରାମୀଣ କ୍ରିକେଟକୁ ବେଦାନ୍ତର ପ୍ରୋତ୍ସାହନ

May 29, 2025
Most Coal Power Plants don’t need Sulphur- Cleaning Equipment, says Expert Panel

Most Coal Power Plants don’t need Sulphur- Cleaning Equipment, says Expert Panel

June 4, 2025
ଗ୍ରାଫାଇଟ ପୁନରୁଦ୍ଧାର ପାଇଁ ସଫଳ ପ୍ରକ୍ରିୟାର ଘୋଷଣା କରିଛି ବେଦାନ୍ତ ଆଲୁମିନିୟମ

Vedanta Sets New Standards with 4-Star Jamkhani Coal Mine

June 3, 2025
ଗ୍ରାଫାଇଟ ପୁନରୁଦ୍ଧାର ପାଇଁ ସଫଳ ପ୍ରକ୍ରିୟାର ଘୋଷଣା କରିଛି ବେଦାନ୍ତ ଆଲୁମିନିୟମ

ଇସ୍ପାତ, ଆଲୁମିନିୟମ ଉପରେ ୫୦% ଶୁଳ୍କ

June 3, 2025
ଗ୍ରାଫାଇଟ ପୁନରୁଦ୍ଧାର ପାଇଁ ସଫଳ ପ୍ରକ୍ରିୟାର ଘୋଷଣା କରିଛି ବେଦାନ୍ତ ଆଲୁମିନିୟମ

ବେଦାନ୍ତ ପକ୍ଷରୁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ

June 3, 2025
Vedanta Aluminium Champions Grassroots Cricket through Kashipur Premier League 2025 in Rayagada, Odisha

କାଶୀପୁର ପ୍ରିମିୟର ଲିଗ୍ ୨୦୨୫ : ଓଡ଼ିଶାର ଗ୍ରାମୀଣ କ୍ରିକେଟକୁ ବେଦାନ୍ତର ପ୍ରୋତ୍ସାହନ

May 29, 2025
Vedanta Aluminium Champions Grassroots Cricket through Kashipur Premier League 2025 in Rayagada, Odisha

Kashipur Premier League 2025 Unites Villages Through Sport and Youth Leadership

May 28, 2025
ଝାରସୁଗୁଡ଼ା ଲଇକେରାରେ ମହୁଚାଷକୁ ବେଦାନ୍ତର ପ୍ରୋତ୍ସାହନ

ଝାରସୁଗୁଡ଼ା ଲଇକେରାରେ ମହୁଚାଷକୁ ବେଦାନ୍ତର ପ୍ରୋତ୍ସାହନ

May 28, 2025
Vedanta Aluminium Champions Grassroots Cricket through Kashipur Premier League 2025 in Rayagada, Odisha

Vedanta Aluminium Champions Grassroots Cricket through Kashipur Premier League 2025 in Rayagada, Odisha

May 28, 2025
ଝାରସୁଗୁଡ଼ା ଲଇକେରାରେ ମହୁଚାଷକୁ ବେଦାନ୍ତର ପ୍ରୋତ୍ସାହନ

ଝାରସୁଗୁଡ଼ାରେ ମହୁଚାଷକୁ ବେଦାନ୍ତର ପ୍ରୋତ୍ସାହନ

May 28, 2025
Vedanta Aluminium Organises Mega Health Camp for Rural Communities in Sundargarh

ବେଦାନ୍ତ ଆଲୁମିନିୟମର ମେଗା ସ୍ୱାସ୍ଥ୍ୟ ଶିବିର: ୨୦୦ରୁ ଅଧିକ ଗ୍ରାମବାସୀ ଉପକୃତ

May 26, 2025
Vedanta Aluminium Organises Mega Health Camp for Rural Communities in Sundargarh

ସୁନ୍ଦରଗଡ଼ରେ ବେଦାନ୍ତ ଆଲୁମିନିୟମର ମେଗା ସ୍ୱାସ୍ଥ୍ୟ ଶିବିର

May 26, 2025
Vedanta Aluminium Organises Mega Health Camp for Rural Communities in Sundargarh

Vedanta Aluminium Brings Vital Healthcare to Rural Sundargarh

May 26, 2025
  • About
  • Advertise
  • Privacy & Policy
  • Contact
Wednesday, June 4, 2025
No Result
View All Result
industryodisha.com
  • Home
  • Industry News
  • State News
  • India News
  • World News
  • Sports News
  • Industry Photo
  • Industry Video
industryodisha.com
No Result
View All Result
Home State News

ଓଡ଼ିଶାର ଗ୍ରାମୀଣ କ୍ରିକେଟକୁ ବେଦାନ୍ତର ପ୍ରୋତ୍ସାହନ

by editor industry odisha
May 29, 2025
in State News

ଭୁବନେଶ୍ୱର, ୨୯/୦୫/୨୫: ଭାରତର ଅଗ୍ରଣୀ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍, ରାୟଗଡ଼ା ଜିଲ୍ଲାର କାଶୀପୁର ଗ୍ରାମର ସ୍ଥାନୀୟ ସମ୍ପ୍ରଦାୟଦ୍ୱାରା ଆୟୋଜିତ ଏକ ପ୍ରମୁଖ ବାର୍ଷିକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କାଶୀପୁର ପ୍ରିମିୟର ଲିଗ୍ (କେପିଏଲ)ର ୨୦୨୫ ସଂସ୍କରଣକୁ ସମର୍ଥନ ପ୍ରଦାନ କରିଛି। ଏହି ପଦକ୍ଷେପ ତୃଣମୂଳସ୍ତରୀୟ କ୍ରୀଡା ପ୍ରତିଭାକୁ ପ୍ରୋତ୍ସାହନ ଦେବା ସହିତ କମ୍ପାନୀର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି।

ଏହି ଟୁର୍ଣ୍ଣାମେଣ୍ଟରେ କାଶୀପୁର ବ୍ଲକର ବିଭିନ୍ନ ଦଳକୁ ପ୍ରତିନିଧିତ୍ୱ କରୁଥିବା ୧୨୮ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ଏହି ସମାବେଶରେ ଖାଣ୍ଟି କାଶିପୁରିଆ ଏବଂ ସ୍ମାର୍ଟ ୧୧ ମଧ୍ୟରେ ଏକ ଆକର୍ଷଣୀୟ ମୁକାବିଲା ହୋଇଥିଲା, ଯାହା ନିକଟବର୍ତ୍ତୀ ଗ୍ରାମରୁ ୨,୦୦୦ରୁ ଅଧିକ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଖାଣ୍ଟି କାଶିପୁରିଆ ଏକ ରୋମାଞ୍ଚକର ସମାପ୍ତିରେ ଚାମ୍ପିଅନ ହୋଇଥିଲା।

ଏହି ଅବସରରେ ଖେଳାଳିମାନଙ୍କୁ ପ୍ରଶଂସା କରି, ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ ସୁନୀଲ ଗୁପ୍ତା କହିଥିଲେ, “ଯୁବପିଢ଼ିଙ୍କୁ ପ୍ରତିପୋଷଣ କରିବା ପାଇଁ କ୍ରୀଡା ଏକ ଶକ୍ତିଶାଳୀ ମାଧ୍ୟମ। ଓଡ଼ିଶାର ଏକ ସମୃଦ୍ଧ କ୍ରୀଡା ଐତିହ୍ୟ ରହିଛି ତେଣୁ କାଶୀପୁର ପ୍ରିମିୟର ଲିଗ୍ ଭଳି କମ୍ୟୁନିଟି ସ୍ତରୀୟ ଟୁର୍ନାମେଣ୍ଟକୁ ସମର୍ଥନ କରି, ରାୟଗଡ଼ାରେ ଆମର ଦଳ ଯୁବ ପ୍ରତିଭାକୁ ସଶକ୍ତ କରିବା ଏବଂ ରାଜ୍ୟର କ୍ରୀଡା ଉତ୍କର୍ଷତାର ଐତିହ୍ୟରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେବାର ଲକ୍ଷ୍ୟ ରଖିଛି।”

କାଶୀପୁରର କମ୍ୟୁନିଟି ହେଲଥ ସେଣ୍ଟରର ମୁଖ୍ୟ, ଡକ୍ଟର ନେତାନନ୍ଦ ନାଏକ କହିଥିଲେ, “ଗ୍ରାମୀଣ ଯୁବକମାନଙ୍କୁ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବା, ଗଠନମୂଳକ ଏବଂ ପ୍ରତିଯୋଗିତାମୂଳକ କ୍ରୀଡାରେ ନିୟୋଜିତ କରିବା ପାଇଁ ଏହା ଏକ ପ୍ରଭାବଶାଳୀ ପଦକ୍ଷେପ। ଏଥିପାଇଁ ମୁଁ ବେଦାନ୍ତ ଆଲୁମିନିୟମର ମାଇନିଂ ଡିଭିଜନର ପ୍ରଶଂସା କରୁଛି। ସେମାନଙ୍କ ଅଂଶଗ୍ରହଣ କେବଳ ଅନ୍ୟମାନଙ୍କୁ ପ୍ରେରଣା ଦିଏ ନାହିଁ ବରଂ ଏକ ଶକ୍ତିଶାଳୀ, ସୁସ୍ଥ ସମ୍ପ୍ରଦାୟ ମନୋଭାବକୁ ମଧ୍ୟ ପ୍ରୋତ୍ସାହିତ କରେ।”

Post Views: 14
Share360Tweet225Send
editor industry odisha

editor industry odisha

  • Trending
  • Comments
  • Latest
Vedanta has collaborated with GAIL Gas Limited for sustainable Gas production

Vedanta has collaborated with GAIL Gas Limited for sustainable Gas production

December 17, 2024
Coal India Ltd’s CSR Efforts Transform Communities with Over ₹5,570 Crore Investment in a Decade

Coal India Ltd’s CSR Efforts Transform Communities with Over ₹5,570 Crore Investment in a Decade

December 17, 2024
ଗ୍ରାଫାଇଟ ପୁନରୁଦ୍ଧାର ପାଇଁ ସଫଳ ପ୍ରକ୍ରିୟାର ଘୋଷଣା କରିଛି ବେଦାନ୍ତ ଆଲୁମିନିୟମ

ବେଦାନ୍ତ ପକ୍ଷରୁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ

June 3, 2025
Most Coal Power Plants don’t need Sulphur- Cleaning Equipment, says Expert Panel

Most Coal Power Plants don’t need Sulphur- Cleaning Equipment, says Expert Panel

June 4, 2025
ଗ୍ରାଫାଇଟ ପୁନରୁଦ୍ଧାର ପାଇଁ ସଫଳ ପ୍ରକ୍ରିୟାର ଘୋଷଣା କରିଛି ବେଦାନ୍ତ ଆଲୁମିନିୟମ

Vedanta Sets New Standards with 4-Star Jamkhani Coal Mine

June 3, 2025
ଗ୍ରାଫାଇଟ ପୁନରୁଦ୍ଧାର ପାଇଁ ସଫଳ ପ୍ରକ୍ରିୟାର ଘୋଷଣା କରିଛି ବେଦାନ୍ତ ଆଲୁମିନିୟମ

ଇସ୍ପାତ, ଆଲୁମିନିୟମ ଉପରେ ୫୦% ଶୁଳ୍କ

June 3, 2025
Facebook Twitter Telegram Youtube

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • October 2024
  • September 2024

Address

Unit-IV

Bhubaneswar

Odisha

Copyright © 2024 Industry Odisha.

No Result
View All Result
  • Home 1
  • Industry News
  • State News
  • India News
  • World News
  • Sports News
  • Industry Photo
  • Industry Video

Copyright © 2024 Industry Odisha.