Close Menu
Industry Odisha
    Facebook X (Twitter) Instagram
    Trending
    • Vedanta Aluminium Champions Women’s Empowerment at Vikas Mela 2025 in Kalahandi through Project Sakhi
    • US Tariff on Copper Won’t Hurt India, Say Experts
    • ବେଦାନ୍ତ ଆଲୁମିନିୟମ ରଥଯାତ୍ରାରେ ୫ ଲକ୍ଷ ଭକ୍ତଙ୍କ ନିକଟରେ ପହଂଚିଛି
    • Vedanta Aluminium Brings Communities Together Through Rath Yatra Celebrations in Odisha
    • Odisha Government Ensures Smooth Movement of Fuel and Essentials Amid Driver Strike
    • Odisha honoured with the Best State Award for Agriculture at the 16th Agriculture Leadership Conclave
    • ଓଡିଶା ରାଜ୍ୟ ଲ’ କମିଶନଙ୍କ ପ୍ରଥମ ବୈଠକ ଅନୁଷ୍ଠିତ: ଲୋଗୋ ଓ ଇ-ମେଲ ଆଇଡି ଉନ୍ମୋଚିତ
    • Odisha Government Introduces Amendment to Ensure Academic Accountability in Schools
    • About
    • Advertise
    • Privacy & Policy
    • Contact
    Facebook X (Twitter) Instagram
    Industry OdishaIndustry Odisha
    Subscribe
    Wednesday, July 23rd, 2025
    • Home
    • India
    • State
    • World
    • Industry
    • Business
    • Politics
    • Environment
    • Special
    Industry Odisha
    Home » ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା

    ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା

    editor industry odishaBy editor industry odishaJanuary 1, 2025 Business No Comments1 Min Read
    Share
    Facebook Twitter LinkedIn Pinterest Email

    ନୂଆଦିଲ୍ଲୀ: ଲଗାତାର ସପ୍ତମ ବର୍ଷରେ ଦୁର୍ବଳ ହୋଇଛି ଟଙ୍କା। ଆମେରିକୀୟ ଡଲାର ତୁଳନା‌ରେ ଭାରତୀୟ ଟଙ୍କା ଲାଗାତାର ଭାବେ ଦୁର୍ବଳ ହେବାରେ ଲାଗିଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ୨୦୨୪ ମସିହାରେ ମଧ୍ୟ ଏହି ଧାରା କ୍ରମାଗତ ରହିଥିଲା। ଏକ ଡଲାରର ମୂଲ୍ୟ ୮୫ ଟଙ୍କା ୬୧ ପଇସା ହୋଇଥିବାବେଳେ ସପ୍ତମ ବର୍ଷ ଲାଗି ଟଙ୍କାର ଦୁର୍ବଳ ସ୍ଥିତି ଜାରି ରହିଛି।

    ଆମେରିକାର ରାଷ୍ଟ୍ରପତିଭାବେ ଡୋନାଲ୍ଡ ଟ୍ରମ୍ପ୍ ନିର୍ବାଚିତ ହେବା, ଡଲାରର ପ୍ରାଧାନ୍ୟ ବଢ଼ାଇବା ଉପରେ ତାଙ୍କ ଗୁରୁତ୍ବ ଓ ଭାରତରେ ଆମଦାନି ତୁଳନାରେ ରପ୍ତାନି ହ୍ରାସ ଲାଗି ୨୦୨୫ରେ ଟଙ୍କା ଆହୁରି ଦୁର୍ବଳ ହେବାକୁ ଯାଉଛି। ୨୦୨୪ରେ ଭାରତୀୟ ଟଙ୍କା ଆମେରିକୀୟ ଡଲାର ତୁଳନାରେ ୨.୮ ପ୍ରତିଶତ ଦୁର୍ବଳ ହୋଇଛି। କିନ୍ତୁ ଅନ୍ୟ ଏସୀୟ ମୁଦ୍ରାଗୁଡ଼ିକ ତୁଳନାରେ ଟଙ୍କାର ପ୍ରଦର୍ଶନ ଉନ୍ନତ ରହିଛି। ଏସିଆର ବିଭିନ୍ନ ଦେଶର ମୁଦ୍ରା ଡଲାର ତୁଳନାରେ ୩-୧୨ ପ୍ରତିଶତ ପର୍ଯ୍ୟନ୍ତ ଦୁର୍ବଳ ହୋଇଛି।

    ୨୦୨୪ର ଶେଷ ତିନି ମାସରେ ଟଙ୍କା ଦୁର୍ବଳ ହେବାରେ ଲାଗିଥିଲା। ଅନ୍ୟଥା ବର୍ଷତମାମ ତାହାର ମୂଲ୍ୟ ବେଶ୍ ସ୍ଥିର ଥିଲା। ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ବୈଦେଶିକ ପୋର୍ଟଫୋଲିଓ ନିବେଶକମାନେ ବିପୁଳ ନିବେଶ କରିବାରୁ ଦେଶର ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାର ୭୦୪.୮୯ ବିଲିଅନ୍ ଡଲାରକୁ ବୃଦ୍ଧି ପାଇଥିଲା। କିନ୍ତୁ ଅଧିକାଂଶ ଡଲାର ରିଜର୍ଭ ବ୍ୟାଙ୍କ ରଖିବାରୁ ଟଙ୍କାକୁ ତାହା ବେଶି ସବଳ କରିପାରିନଥିଲା। ତେବେ ଘୋର ଅସ୍ଥିରତା ସମୟରେ ରିଜର୍ଭ ବ୍ୟାଙ୍କ ନିଜ ଭଣ୍ଡାରରେ ଥିବା ଡଲାର ବାହାର କରି ତାହାକୁ ଅଳ୍ପ ଦାମ୍‌ରେ ବଜାରରେ ବିକ୍ରି କରୁଥିଲା। ସେଥିପାଇଁ ଟଙ୍କା ଆହୁରି ଦୁର୍ବଳ ହେବାରୁ ବର୍ତ୍ତି ଯାଇଛି।

    Post Views: 61
    Cash Foreign Currency Indian Rupee US Dollar
    editor industry odisha
    • Website

    Keep Reading

    India Charts Bold Path for Copper Future with New Vision Document

    ବନ ଓ ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ବିଭିନ୍ନ ପୁରସ୍କାର ଗୁଡିକର ପୁନର୍ବିନ୍ୟାସ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    Indo-US Trade Deal: Opportunities for India and Odisha in a Shifting Global Order

    ରଥଯାତ୍ରାରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    ରଥଯାତ୍ରାରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    Sunfeast Marie Light Supports Puri Rath Yatra with Innovative Surjya Bardaan Cap for Devotees

    Add A Comment
    Leave A Reply Cancel Reply

    Editor Picks

    Vedanta Aluminium Champions Women’s Empowerment at Vikas Mela 2025 in Kalahandi through Project Sakhi

    July 10, 2025

    US Tariff on Copper Won’t Hurt India, Say Experts

    July 10, 2025

    ବେଦାନ୍ତ ଆଲୁମିନିୟମ ରଥଯାତ୍ରାରେ ୫ ଲକ୍ଷ ଭକ୍ତଙ୍କ ନିକଟରେ ପହଂଚିଛି

    July 10, 2025

    Vedanta Aluminium Brings Communities Together Through Rath Yatra Celebrations in Odisha

    July 10, 2025
    Latest Posts

    Vedanta Aluminium Champions Women’s Empowerment at Vikas Mela 2025 in Kalahandi through Project Sakhi

    July 10, 2025

    Lanjigarh, Kalahandi,10thJuly 2025: Vedanta Aluminium, India’s largest aluminium producer, showcased the role of women-led enterprises…

    US Tariff on Copper Won’t Hurt India, Say Experts

    July 10, 2025

    Mumbai, 10/07/2025: The United States recently announced a 50% import tax on copper. While this…

    ବେଦାନ୍ତ ଆଲୁମିନିୟମ ରଥଯାତ୍ରାରେ ୫ ଲକ୍ଷ ଭକ୍ତଙ୍କ ନିକଟରେ ପହଂଚିଛି

    July 10, 2025

    ଭୁବନେଶ୍ଵର: ରଥଯାତ୍ରା ଅବସରରେ ବେଦାନ୍ତ ଆଲୁମିନିୟମ, ସମଗ୍ର ଓଡ଼ିଶାରେ ୫ ଲକ୍ଷରୁ ଅଧିକ ଭକ୍ତଙ୍କ ନିକଟରେ ପହଁଞ୍ଚୁଛି । ପୁରୀ…

    Subscribe to Updates

    Get the latest creative news from FooBar about art, design and business.

    Advertisement
    Demo
    Facebook X (Twitter) Instagram Pinterest
    • About
    • Advertise
    • Privacy & Policy
    • Contact
    © 2025 IndustryOdisha.com Designed by ThemeSphere.

    Type above and press Enter to search. Press Esc to cancel.