ଭୁବନେଶ୍ୱର: ନାଲ୍କୋ ପକ୍ଷରୁ ଭୁବନେଶ୍ଵରସ୍ଥିତ ନାଲକୋ ରିସର୍ଚ ଆଣ୍ଡ ଟେକ୍ନୋଲୋଜି ସେଣ୍ଟରଠାରେ ‘ଏକତାରେ ପ୍ରଗତି’ ଥିମ ଉପରେ ଆଧାରିତ ସର୍ବଭାରତୀୟ ଭେଣ୍ଡର ମିଟ- ୨୦୨୫ ଆଯୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ନାଲକୋକୁ ବିଭିନ୍ନ ଆନୁଷଙ୍ଗିକ ଏବଂ ଉପଯୋଗୀ ଅଂଶ, କନ୍ଧମାଳ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଉଥିବା ବିକ୍ରେତା ଏବଂ ପ୍ରୋକ୍ୟାରମେଣ୍ଟ ପଲିସି ଡିଭିଜନ, ଏମଏସଏମଇ, ଜେମ ତଥା ନାଳକୋର ଅକାରୀମାନେ କମ୍ପାନୀର କ୍ରୟ ସମ୍ବମୀୟ ନୀତି ନିୟମ, ଜେମ କ୍ରୟ ପ୍ରକ୍ରିୟା, ଏମଏସଏମର ସମ୍ବନ୍ଧୀୟ ସୂଚନା ଏବଂ ଟିଆରଇଜିଏସ ଭଳି ଗୁରୁବପୂର୍ଣ ବିଷୟଗୁଡ଼ିକ ଉପରେ ଉପସ୍ଥାପନା ଏବଂ ବିସ୍ତ୍ରୁତ ଆଲୋଚନା କରାଯାଇଥିଳା। ନାଲ୍କୋ ସିଏମତି ବ୍ରିଜେନ୍ଦ୍ର ପ୍ରତାପ ସିଂଡ ମୂଖ୍ୟ ଅଡିଜ୍ ଭାବରେ ଯୋଗ ଦେଇଥିଲେ।
ଏଥିସହ ନାଲକୋର ନିର୍ଦ୍ଦେଶକ ସଦାଶିବ ସାମନ୍ତରାୟ ଏବଂ ନିର୍ଦ୍ଦେଶକ ପଙ୍କଜ କୁମାର ଶର୍ମାଙ୍କ ସମେତ ସାର୍ବଜନୀନ କ୍ରୟ ବିଭାଗ, ଅର୍ଥ ମନ୍ତ୍ରଣାଳୟ ର ନିର୍ଦ୍ଦେଶକ ମନୀଷ ନୀଷା ଭାଟିଆ ଟିଆ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସାର୍ବଜନୀନ କ୍ରୟ ବିଭାଗ, ଏମଏସଏମଲ ଆଉଏକଆଇଏଲ, ଜେମ ଏବଂ ନାଳକୋର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।