• Latest
  • All
  • News
  • Business
  • Politics
  • Science
  • World
  • Lifestyle
  • Tech
ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଏହା ହିଁ ପ୍ରକୃଷ୍ଟ ସମୟ : ପ୍ରଭାତୀ ପରିଡ଼ା

ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଏହା ହିଁ ପ୍ରକୃଷ୍ଟ ସମୟ : ପ୍ରଭାତୀ ପରିଡ଼ା

January 30, 2025
वेदांता एल्युमीनियम: भारत में सतत परिवर्तन की दिशा में अग्रणी

Vedanta Aluminium Pioneers Technological Innovation in Green Industry

June 5, 2025
वेदांता एल्युमीनियम: भारत में सतत परिवर्तन की दिशा में अग्रणी

Vedanta’s Green Energy Efforts Helping Villages and Farmers

VEDANTA ALUMINIUM: LEADING A SUSTAINABLE TRANSFORMATION

June 5, 2025
वेदांता एल्युमीनियम: भारत में सतत परिवर्तन की दिशा में अग्रणी

ବେଦାନ୍ତ ଆଲୁମିନିୟମ୍ ଏକ ସ୍ଥାୟୀ ପରିବର୍ତନର ନେତୃତ୍ୱ ନେଇଛି

June 5, 2025
NTPC to invest Rs 2 Lakh Crore in Green Energy Projects in Madhya Pradesh

NTPC Invites Bids to Build 250 MW Solar Plant in Rajasthan

June 4, 2025
Coal India Uses First Made-in-India Electric Shovel

Coal India Uses First Made-in-India Electric Shovel

June 4, 2025
Most Coal Power Plants don’t need Sulphur- Cleaning Equipment, says Expert Panel

Most Coal Power Plants don’t need Sulphur- Cleaning Equipment, says Expert Panel

June 4, 2025
ଗ୍ରାଫାଇଟ ପୁନରୁଦ୍ଧାର ପାଇଁ ସଫଳ ପ୍ରକ୍ରିୟାର ଘୋଷଣା କରିଛି ବେଦାନ୍ତ ଆଲୁମିନିୟମ

Vedanta Sets New Standards with 4-Star Jamkhani Coal Mine

June 3, 2025
ଗ୍ରାଫାଇଟ ପୁନରୁଦ୍ଧାର ପାଇଁ ସଫଳ ପ୍ରକ୍ରିୟାର ଘୋଷଣା କରିଛି ବେଦାନ୍ତ ଆଲୁମିନିୟମ

ଇସ୍ପାତ, ଆଲୁମିନିୟମ ଉପରେ ୫୦% ଶୁଳ୍କ

June 3, 2025
ଗ୍ରାଫାଇଟ ପୁନରୁଦ୍ଧାର ପାଇଁ ସଫଳ ପ୍ରକ୍ରିୟାର ଘୋଷଣା କରିଛି ବେଦାନ୍ତ ଆଲୁମିନିୟମ

ବେଦାନ୍ତ ପକ୍ଷରୁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ

June 3, 2025
Vedanta Aluminium Champions Grassroots Cricket through Kashipur Premier League 2025 in Rayagada, Odisha

ଓଡ଼ିଶାର ଗ୍ରାମୀଣ କ୍ରିକେଟକୁ ବେଦାନ୍ତର ପ୍ରୋତ୍ସାହନ

May 29, 2025
  • About
  • Advertise
  • Privacy & Policy
  • Contact
Thursday, June 5, 2025
No Result
View All Result
industryodisha.com
  • Home
  • Industry News
  • State News
  • India News
  • World News
  • Sports News
  • Industry Photo
  • Industry Video
industryodisha.com
No Result
View All Result
Home News Business

ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଏହା ହିଁ ପ୍ରକୃଷ୍ଟ ସମୟ : ପ୍ରଭାତୀ ପରିଡ଼ା

by editor industry odisha
January 30, 2025
in Business, State News

ଭୁବନେଶ୍ୱର: ଓଡ଼ିଶାକୁ ଏକ ସମୃଦ୍ଧ ଓ ଶିଳ୍ପୋନ୍ନତ ରାଜ୍ୟଭାବେ ଗଢ଼ି ତୋଳିବା ପାଇଁ ଆରମ୍ଭ ହୋଇଯାଇଛି ଉତ୍କର୍ଷ ଓଡ଼ିଶା-ମେକଇନ୍‌ ଓଡ଼ିଶା କନକ୍ଲେଭ। ଭୁବନେଶ୍ୱର ଜନତା ମଇଦାନଠାରେ ଆୟୋଜିତ ହେଉଥିବା ଏହି କନକ୍ଲେଭରେ ଦେଶ ବିଦେଶରୁ ଅନେକ ଶିଳ୍ପପତି ଓ ପୁଞ୍ଜିନିବେଶକମାନେ ଯୋଗ ଦେଇଛନ୍ତି।

ଉତ୍କର୍ଷ ଓଡ଼ିଶା-ମେକଇନ୍‌ ଓଡ଼ିଶା କନକ୍ଲେଭର ଆଜି ଦ୍ଵିତୀୟ ଦିନରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ନିବେଶର ବିଭିନ୍ନ ଦିଗ ଏବଂ ସୁଯୋଗକୁ ନେଇ ଏକ ଅଧିବେଶନର ଆୟୋଜନ କରାଯାଇଥିଲା। ଉକ୍ତ ଅଧିବେଶନରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ପ୍ରଭାତୀ ପରିଡ଼ା କହିଥିଲେ ଯେ, କଳା, ଭାସ୍କର୍ଯ୍ୟ, ସ୍ଥାପତ୍ୟ,ଐତିହ୍ୟ ଏବଂ ସଂସ୍କୃତି ସମୃଦ୍ଧ ରାଜ୍ୟ ହେଉଛି ଆମ ଓଡ଼ିଶା। ମନ୍ଦିରମାଳିନୀ ରାଜ୍ୟ ଓଡ଼ିଶାରେ ବିଶ୍ୱ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର, କୋଣାର୍କ ସୂର୍ଯ୍ୟମନ୍ଦିର, ଲିଙ୍ଗରାଜ ମନ୍ଦିର ଆଦି ଅନେକ ପ୍ରସିଦ୍ଧ ମନ୍ଦିର ରହିଛି। ଏଥିସହ ପ୍ରାକୃତିକ ଶୋଭାରେ ବିମଣ୍ଡିତ ଆମ ରାଜ୍ୟ ଓଡ଼ିଶା ବନରାଜି, ଅଭୟାରଣ୍ୟ, ନଦୀ, ହ୍ରଦ, ସମୁଦ୍ର ଏବଂ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପରିପୂର୍ଣ୍ଣ। ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ହେବାଦ୍ୱାରା ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଏଥିସହିତ ଆମ ବିକାଶର ଯାତ୍ରା ଆହୁରି ମଧ୍ୟ ଅଗ୍ରସର ହୋଇପାରିବ। ତେଣୁ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ବର୍ତ୍ତମାନର ସମୟ ହିଁ ପ୍ରକୃଷ୍ଟ ସମୟ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ମତପ୍ରକାଶ କରିଥିଲେ।

ଆଜିର ଅଧିବେଶନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ କ୍ଷେତ୍ରକୁ ନେଇ ରହିଥିବା ବିଭିନ୍ନ ଲକ୍ଷ୍ୟ ସମ୍ବନ୍ଧରେ ଆଲୋଚନା କରିଥିବାବେଳେ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଲୱନ୍ତ ସିଂ ବିଭାଗର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ, କାର୍ଯ୍ୟକ୍ରମ, ଯୋଜନା ଓ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ସମ୍ବନ୍ଧରେ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ବିଭିନ୍ନ କମ୍ପାନୀ ଯଥା ଆଟମୋସ୍ପିୟର ହସପିଟାଲିଟି ପ୍ରା. ଲିମିଟେଡ଼, ଉତ୍କଳ ବିଲଡ଼ରସ୍ ଲିମିଟେଡ଼, ଏସ. ଏନ. ଏମ ହୋଟେଲ ଆଣ୍ଡ ରିସର୍ଟ୍ସ ଲିମିଟେଡ଼, ପ୍ରଭୁକୃପା ଇଷ୍ଟେଟ ଆଣ୍ଡ ପ୍ରୋପରଟିସ, କାମନାଥ ହୋଟେଲସ୍‌ ଇଣ୍ଡିଆ ଲିମିଟେଡ଼, ଆଶୀର୍ବାଦ ଇଞ୍ଜିନିଅରିଙ୍ଗ ଆଣ୍ଡ କନଷ୍ଟ୍ରକସନ୍‌ ଲିମିଟେଡ଼, ଏ. କେ ଦାସ ଆସୋସିଏଟ, କାଶଭି ହଲିଡ଼େ, ଆଇଟିସି ଲିମିଟେଡ଼ ଆଦି ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଥିଲେ।

Post Views: 50
Tags: ‘Utkarsh Conclave 2025’Deputy CMInvestment In OdishaMOUPravati Parida
Share361Tweet226Send
editor industry odisha

editor industry odisha

  • Trending
  • Comments
  • Latest
वेदांता एल्युमीनियम: भारत में सतत परिवर्तन की दिशा में अग्रणी

ବେଦାନ୍ତ ଆଲୁମିନିୟମ୍ ଏକ ସ୍ଥାୟୀ ପରିବର୍ତନର ନେତୃତ୍ୱ ନେଇଛି

June 5, 2025
वेदांता एल्युमीनियम: भारत में सतत परिवर्तन की दिशा में अग्रणी

वेदांता एल्युमीनियम: भारत में सतत परिवर्तन की दिशा में अग्रणी

June 5, 2025
वेदांता एल्युमीनियम: भारत में सतत परिवर्तन की दिशा में अग्रणी

VEDANTA ALUMINIUM: LEADING A SUSTAINABLE TRANSFORMATION

June 5, 2025
वेदांता एल्युमीनियम: भारत में सतत परिवर्तन की दिशा में अग्रणी

Vedanta Aluminium Pioneers Technological Innovation in Green Industry

June 5, 2025
वेदांता एल्युमीनियम: भारत में सतत परिवर्तन की दिशा में अग्रणी

Vedanta’s Green Energy Efforts Helping Villages and Farmers

June 5, 2025
वेदांता एल्युमीनियम: भारत में सतत परिवर्तन की दिशा में अग्रणी

वेदांता एल्युमीनियम: भारत में सतत परिवर्तन की दिशा में अग्रणी

June 5, 2025
Facebook Twitter Telegram Youtube

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • October 2024
  • September 2024

Address

Unit-IV

Bhubaneswar

Odisha

Copyright © 2024 Industry Odisha.

No Result
View All Result
  • Home 1
  • Industry News
  • State News
  • India News
  • World News
  • Sports News
  • Industry Photo
  • Industry Video

Copyright © 2024 Industry Odisha.