ନନ୍ଦପୁର : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଲଡ଼ା ବକ୍ସାଇଟ ପାହାଡ଼ରୁ ଖଣି ଖନନ ପାଇଁ ଗତ ଦିନରେ ଆୟୋଜିତ ପରିବେଶ ମଞ୍ଜୁରୀ ଜନଶୁଣାଣିକୁ ଗ୍ରାମବାସୀ ବିରୋଧ କରିଛନ୍ତି । ଏନେଇ ମଙ୍ଗଳବାର ଆୟୋଜିତ ବିରାଟ ଗଣସମାବେଶରେ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାୟ, ପଟାଙ୍ଗି ବିଧାସନ ତଥା କଂଗ୍ରେସ ବିଧାୟକ ବଳ ନେତା ରାମଚନ୍ଦ୍ର ନାଡ଼ାମ ଆଇନଜୀବୀ ଗୁପ୍ତେଶ୍ବର ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ନାର୍କୁଲ ପ୍ରମୁଖଙ୍କ ସମେତ ଶତାଧିକ ଗ୍ରାମବାସୀ ସାମିଲ ହୋଇଥିଲେ ।
ରାଷ୍ଟ୍ରପତି, ରାଜ୍ୟପାଳ ଓ ଭାରତ ସରକାରଙ୍କ ଆଦିବାସୀ ଉନ୍ନୟନ ମନ୍ତ୍ରାଳୟ ଉଦ୍ଦେଶ୍ୟରେ ତହଶିଲଦାର ପ୍ରଜାତୀ ଖୋଡ଼ିଆଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ବାଲଡ଼ା ବକ୍ସାଇଟ ପାହାଡ଼ ନିଲାମ ଓ ପରିବେଶ ମଞ୍ଜୁରୀ ପାଇଁ ଜନଶୁଣାଣି ବେଳେ ଜଙ୍ଗଲ ଅଧାନାର ଆଇନ ୨୦୦୬ ପେସା ୧୯ ୧୯୯୬, ଭାରତୀୟ ସମ୍ବିଧାନ ସମ୍ବିଧାନର ଧାରା ୫ କୁ ଉଲଂଘନ କରାଯାଇଛି। ଲୋକଙ୍କ ଅଧୁକାର ଓ ବାବିକୁ କ୍ଷୁର୍ଖ କରାଯାଇଛି। ଜଙ୍ଗଲ ପାହାଡ଼ ଓ ପର୍ଯ୍ୟଟନ ସ୍ଥଳୀକୁ ଖଣି ଖାଦାନର ମାନ୍ୟତା ଦେଇ ଆଦିବାସୀଙ୍କ ଜଙ୍ଗଲ, ଜୀବନଜୀବିକାକୁ ପ୍ରଭାବିତ କରାଯାଉଛି । ଏଭଳି ନିଷ୍ପଗିନ୍ଧ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ବାବିପତ୍ରରେ ଉଲ୍ଲେଖା ରହିଛି।
ସମାବେଶରେ ବାଲଡ଼ା ପାହାଡ ପାରିପାର୍ଶ୍ଵକ ୫ ସୁରକ୍ଷା ସମିତିର କର୍ମକର୍ତ୍ତା ପଞ୍ଚାୟତବାସୀଙ୍କ ସମେତ ନାଗେଶ୍ବରୀ ସୁତ ମାଳି ପର୍ବତ ସୁରକ୍ଷା ସମିତି ମଙ୍ଗୁଟୁ ଜାନି ପ୍ରମୁଖ ସାମିଲ ଥିଲେ | ଜନସମାବେଶ ନିମନ୍ତେ ଜିଲା ବ୍ୟବହାର ଅନୁମତି ନ ଦେବା ସଭାପତି ବିଜୟ, ବାସୀ ନନ୍ଦିବାଲି ପ୍ରଶାସନ ତରଫରୁ ଡାକବାଜି ଯନ୍ତ୍ରର ସାମିଲ ଲୋକେ ପ୍ରବଳ ହେଉଥିବା ବେଳେ ପାନୀୟ ? ପାନୀୟ ଜଳର ବ୍ୟବସ୍ଥା I କରାନଯିବା ଘଟଣାକୁ ଦେଖ୍ ଶ୍ରୀ ସାମନ୍ତରା ସାମନ୍ତରାୟ ଓ ବିଧାୟନ ଶ୍ରୀ ନାତାମ ନାମ ଅସନ୍ତୋଷ ପ୍ରକାଶ କରିଥିଲେ। ସୁରକ୍ଷା ରକ୍ଷା ଦୃଷ୍ଟିକୋଣରୁ ଏସ୍ଡିପିଓ ଦେବେନ୍ଦ୍ର ମଳିକ ନନ୍ଦପୁର ଥାନା ଅଧିକାରୀ ମମତା ପଣ୍ଡା, ଏସଆଇ ବାପ୍ତିମୟୀ ମରୀ ଧାତୁଆ ପ୍ରମୁଖଙ୍କ ସହ 2 ୨ ପ୍ଲାଟୁନ ପୁଲିସ ମୁତୟନ ହୋଇଥିଲେ।