• Latest
  • All
  • News
  • Business
  • Politics
  • Science
  • World
  • Lifestyle
  • Tech
ବିଶ୍ବ ବାଣିଜ୍ୟରେ ଟ୍ରମ୍ପ ନୀତି ଓ ଏଆଇର ପ୍ରଭାବ

ବିଶ୍ବ ବାଣିଜ୍ୟରେ ଟ୍ରମ୍ପ ନୀତି ଓ ଏଆଇର ପ୍ରଭାବ

January 13, 2025
वेदांता एल्युमीनियम: भारत में सतत परिवर्तन की दिशा में अग्रणी

Vedanta Aluminium Pioneers Technological Innovation in Green Industry

June 5, 2025
वेदांता एल्युमीनियम: भारत में सतत परिवर्तन की दिशा में अग्रणी

Vedanta’s Green Energy Efforts Helping Villages and Farmers

VEDANTA ALUMINIUM: LEADING A SUSTAINABLE TRANSFORMATION

June 5, 2025
वेदांता एल्युमीनियम: भारत में सतत परिवर्तन की दिशा में अग्रणी

ବେଦାନ୍ତ ଆଲୁମିନିୟମ୍ ଏକ ସ୍ଥାୟୀ ପରିବର୍ତନର ନେତୃତ୍ୱ ନେଇଛି

June 5, 2025
NTPC to invest Rs 2 Lakh Crore in Green Energy Projects in Madhya Pradesh

NTPC Invites Bids to Build 250 MW Solar Plant in Rajasthan

June 4, 2025
Coal India Uses First Made-in-India Electric Shovel

Coal India Uses First Made-in-India Electric Shovel

June 4, 2025
Most Coal Power Plants don’t need Sulphur- Cleaning Equipment, says Expert Panel

Most Coal Power Plants don’t need Sulphur- Cleaning Equipment, says Expert Panel

June 4, 2025
ଗ୍ରାଫାଇଟ ପୁନରୁଦ୍ଧାର ପାଇଁ ସଫଳ ପ୍ରକ୍ରିୟାର ଘୋଷଣା କରିଛି ବେଦାନ୍ତ ଆଲୁମିନିୟମ

Vedanta Sets New Standards with 4-Star Jamkhani Coal Mine

June 3, 2025
ଗ୍ରାଫାଇଟ ପୁନରୁଦ୍ଧାର ପାଇଁ ସଫଳ ପ୍ରକ୍ରିୟାର ଘୋଷଣା କରିଛି ବେଦାନ୍ତ ଆଲୁମିନିୟମ

ଇସ୍ପାତ, ଆଲୁମିନିୟମ ଉପରେ ୫୦% ଶୁଳ୍କ

June 3, 2025
ଗ୍ରାଫାଇଟ ପୁନରୁଦ୍ଧାର ପାଇଁ ସଫଳ ପ୍ରକ୍ରିୟାର ଘୋଷଣା କରିଛି ବେଦାନ୍ତ ଆଲୁମିନିୟମ

ବେଦାନ୍ତ ପକ୍ଷରୁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ

June 3, 2025
Vedanta Aluminium Champions Grassroots Cricket through Kashipur Premier League 2025 in Rayagada, Odisha

ଓଡ଼ିଶାର ଗ୍ରାମୀଣ କ୍ରିକେଟକୁ ବେଦାନ୍ତର ପ୍ରୋତ୍ସାହନ

May 29, 2025
  • About
  • Advertise
  • Privacy & Policy
  • Contact
Friday, June 6, 2025
No Result
View All Result
industryodisha.com
  • Home
  • Industry News
  • State News
  • India News
  • World News
  • Sports News
  • Industry Photo
  • Industry Video
industryodisha.com
No Result
View All Result
Home News Business

ବିଶ୍ବ ବାଣିଜ୍ୟରେ ଟ୍ରମ୍ପ ନୀତି ଓ ଏଆଇର ପ୍ରଭାବ

by editor industry odisha
January 13, 2025
in Business, India News, Industry News, World

ଚଳିତବର୍ଷ ଟ୍ରମ୍ପ୍ ୨.୦ ଏବଂ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୋଗୁ ୨୦୨୫ରେ ବିଶ୍ବ ବାଣିଜ୍ୟ ପ୍ରଭାବିତ ହେବ | ଭୂ-ରାଜନୈତିକ ଚାପ, ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ବରେ ଆମେରିକାଦ୍ବାରା ଏକ ନୂତନ ବାଣିଜ୍ୟ ଯୁଦ୍ଧର ସମ୍ଭାବନା, ସ୍ଥିରତା ଆଧାରିତ ପ୍ରତିବନ୍ଧକରେ ବୃଦ୍ଧି, ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଚୀନର ଅତ୍ୟଧିକ ଦବ୍‌ଦବା ଏବଂ ଏଆଇର ଅଭିବୃଦ୍ଧି ଆସିବାକୁ ଥିବା ଏହି ଆର୍ଥିକ ସଙ୍କଟର ମୁଖ୍ୟ କାରଣ ସାଜିବା ବିଶେଷଜ୍ଞମାନେ ଏହା କହିଛନ୍ତି ଯେ ଭାରତୀୟ ରପ୍ତାନିକାରୀ ଏବଂ ଆମଦାନୀକାରୀମାନେ ଏହି ଆହ୍ବାନଗୁଡ଼ିକୁ ଦୂର କରିବା ପାଇଁ ସରକାରଙ୍କ ସହିତ ମିଶି କାମ କରିବା ଉଚିତ।

ବିଶେଷଜ୍ଞମାନେ କହିଛନ୍ତି ଯେ, ଭାରତ ଏହାର ଏଆଇ ରଣନୀତିକୁ ପ୍ରାଥମିକତା ଦେବା ଆବଶ୍ୟକ କାରଣ ଏଥିରେ ବ୍ୟବସାୟ ଲଜିଷ୍ଟିକ ଏବଂ ଯୋଗାଣ ଶୃଙ୍ଖଳା ପରିଚାଳନାକୁ ପରିବର୍ତ୍ତନ କରିବାର ଏବଂ ବ୍ୟବସାୟ କରିବାର ପାରମ୍ପରିକ ଉପାସକୁ ପୁନଃଆକୃତି ଦେବାର ସମ୍ଭାବନା ରହିଛି। ବ୍ୟବସାୟ ବିଶେଷଜ୍ଞ ଏବଂ ହାଇ-ଟେକ ଗିପର୍ସର ଅଧ୍ୟକ୍ଷ ଦୀପ୍ କାପୁରିଆ କହିଛନ୍ତି, ଏଆଇ ଦ୍ରୁତ ଗତିରେ ଏକ ଭବିଷ୍ୟତର ବ୍ୟବସାୟିପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ। ଏଆଇ-ଆଧାରିତ ଡିଜିଟାଲ୍ ପରିବର୍ତ୍ତନ କେବଳ ସେବା ବାଣିଜ୍ୟକୁ ବୃଦ୍ଧି କରିବ ନାହିଁ, ଏହା ଯାନବାହାନରୁ ରୋବୋଟିକ ଏବଂ ତାଠାରୁ ଅଧିକ ବାଣିଜ୍ୟଯୋଗ୍ୟ ଏଆଇ-ଆଧାରିତ ସାମଗ୍ରୀର ସମ୍ପୂର୍ଣ୍ଣ ନୂତନ ବର୍ଗ ସୃଷ୍ଟି କରିପାରିବ।

ଏ ସମ୍ପର୍କରେ ଟେକ୍ନୋକ୍ରାଫ୍ଟ ଇଣ୍ଡଷ୍ଟ୍ରିକର ପ୍ରତିଷ୍ଠାତା ଅଧ୍ଯକ୍ଷ ଏସ କେ ସରାଫ କହିଛନ୍ତି ଯେ, ଘରୋଇ ଶିଳ୍ପକୁ ପ୍ରତିଯୋଗିତାମୂଳକ ହେବା ଏବଂ ସୁଯୋଗର ଫଇବା ହାସଲ କରିବା ପାଇଁ ନୂତନ ପ୍ରଯୁକ୍ତିବିଦ୍ୟାରେ ଯୁଗର ବହୁଳ ପରିମାଣରେ ନିବେଶ କରିବାକୁ ପଢିବ ରପ୍ତାନିକାରୀମାନଙ୍କୁ ଆମେରିକାକୁ ରପ୍ତାନି ବୃଦ୍ଧି କରିବାର ଉପାୟ ଖୋଜିବାକୁ ପଢିବ I କାରଣ ଚୀନ୍ ସାମଗ୍ରୀ ଉପରେ ଆମେରିକାଦ୍ବାରା ଲାଗୁ କରାଯାଇଥିବା ଭଜ ଶୁକ୍ଳ ସେମାନଙ୍କ ପାଇଁ ବଡ଼ ସୁଯୋଗ ଖୋଲିବ। ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଟ୍ରମ୍ପ ଚୀନ୍ ଭଳି ଦେଶ ଉପରେ ଉଚ୍ଚ ଶୁଳ୍କ ଲଗାଇବା ବିଷୟରେ ଚେତାବନୀ ଦେଇଛନ୍ତି।

କୋଭିଡ୍-୧୯ ମହାମାରୀ ଓ ଏହାପରେ ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ପଶ୍ଚିମ ଏସିଆର ସଙ୍କଟରେ ସୃଷ୍ଟ ଅନେକ ବର୍ଷର ସଂଘର୍ଷ ପରେ ଦେଶଗୁଡ଼ିକ ସେମାନଙ୍କର ଅନ୍ତର୍ଜାତୀୟ ବାଣିଜ୍ୟ ସମ୍ପର୍କର ପୁନଃମୂଲ୍ୟାୟନ କରୁଛନ୍ତି। ସେମାନେ ସେମାନଙ୍କର ଆର୍ଥିକ ଏବଂ ଜାତୀୟ ସୁରକ୍ଷା ଚିନ୍ତା ସହିତ ନୂତନ ସହଯୋଗୀମାନଙ୍କ ସହିତ ଜଳିତ ହେବାର ସମ୍ଭାବନା ଅନୁସନ୍ଧାନ କରୁଛନ୍ତି। ଭାରତୀୟ ରପ୍ତାନି ସଂଗଠନ ମହାଙ୍କର ସଭାପତି ଅଶ୍ୱିନୀ କୁମାର କହିଛନ୍ତି ଯେ ଏକ ପ୍ରମାଣିକ ସଂସ୍ଥାର ଆବଶ୍ୟକ‌ତା ରହିଛି ଯାହା ଘରୋଇ କ୍ଷେତ୍ରରେ ଅଙ୍ଗାରକ ନିର୍ଗମନ ଉପରେ ନଜର ଏବଂ ନିୟନ୍ତ୍ରଣ କରିପାରି ବୋଲି ସେ କହିଛନ୍ତି।

Post Views: 46
Tags: AICovid-19Donald TrumpRussia-Ukraine WarWorld Economy
Share361Tweet226Send
editor industry odisha

editor industry odisha

  • Trending
  • Comments
  • Latest
वेदांता एल्युमीनियम: भारत में सतत परिवर्तन की दिशा में अग्रणी

ବେଦାନ୍ତ ଆଲୁମିନିୟମ୍ ଏକ ସ୍ଥାୟୀ ପରିବର୍ତନର ନେତୃତ୍ୱ ନେଇଛି

June 5, 2025
वेदांता एल्युमीनियम: भारत में सतत परिवर्तन की दिशा में अग्रणी

वेदांता एल्युमीनियम: भारत में सतत परिवर्तन की दिशा में अग्रणी

June 5, 2025
वेदांता एल्युमीनियम: भारत में सतत परिवर्तन की दिशा में अग्रणी

VEDANTA ALUMINIUM: LEADING A SUSTAINABLE TRANSFORMATION

June 5, 2025
वेदांता एल्युमीनियम: भारत में सतत परिवर्तन की दिशा में अग्रणी

Vedanta Aluminium Pioneers Technological Innovation in Green Industry

June 5, 2025
वेदांता एल्युमीनियम: भारत में सतत परिवर्तन की दिशा में अग्रणी

Vedanta’s Green Energy Efforts Helping Villages and Farmers

June 5, 2025
वेदांता एल्युमीनियम: भारत में सतत परिवर्तन की दिशा में अग्रणी

वेदांता एल्युमीनियम: भारत में सतत परिवर्तन की दिशा में अग्रणी

June 5, 2025
Facebook Twitter Telegram Youtube

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • October 2024
  • September 2024

Address

Unit-IV

Bhubaneswar

Odisha

Copyright © 2024 Industry Odisha.

No Result
View All Result
  • Home 1
  • Industry News
  • State News
  • India News
  • World News
  • Sports News
  • Industry Photo
  • Industry Video

Copyright © 2024 Industry Odisha.