• Latest
  • All
  • News
  • Business
  • Politics
  • Science
  • World
  • Lifestyle
  • Tech
ବେଦାନ୍ତର “ବାର୍ଷିକ ଖଣି ସୁରକ୍ଷା ପକ୍ଷ” ନିରାପଦ ଖଣି ଖନନକୁ ପ୍ରୋତ୍ସାହିତ କରୁଛି

ବେଦାନ୍ତର “ବାର୍ଷିକ ଖଣି ସୁରକ୍ଷା ପକ୍ଷ” ନିରାପଦ ଖଣି ଖନନକୁ ପ୍ରୋତ୍ସାହିତ କରୁଛି

February 11, 2025
वेदांता एल्युमीनियम: भारत में सतत परिवर्तन की दिशा में अग्रणी

Vedanta Aluminium Pioneers Technological Innovation in Green Industry

June 5, 2025
वेदांता एल्युमीनियम: भारत में सतत परिवर्तन की दिशा में अग्रणी

Vedanta’s Green Energy Efforts Helping Villages and Farmers

VEDANTA ALUMINIUM: LEADING A SUSTAINABLE TRANSFORMATION

June 5, 2025
वेदांता एल्युमीनियम: भारत में सतत परिवर्तन की दिशा में अग्रणी

ବେଦାନ୍ତ ଆଲୁମିନିୟମ୍ ଏକ ସ୍ଥାୟୀ ପରିବର୍ତନର ନେତୃତ୍ୱ ନେଇଛି

June 5, 2025
NTPC to invest Rs 2 Lakh Crore in Green Energy Projects in Madhya Pradesh

NTPC Invites Bids to Build 250 MW Solar Plant in Rajasthan

June 4, 2025
Coal India Uses First Made-in-India Electric Shovel

Coal India Uses First Made-in-India Electric Shovel

June 4, 2025
Most Coal Power Plants don’t need Sulphur- Cleaning Equipment, says Expert Panel

Most Coal Power Plants don’t need Sulphur- Cleaning Equipment, says Expert Panel

June 4, 2025
ଗ୍ରାଫାଇଟ ପୁନରୁଦ୍ଧାର ପାଇଁ ସଫଳ ପ୍ରକ୍ରିୟାର ଘୋଷଣା କରିଛି ବେଦାନ୍ତ ଆଲୁମିନିୟମ

Vedanta Sets New Standards with 4-Star Jamkhani Coal Mine

June 3, 2025
ଗ୍ରାଫାଇଟ ପୁନରୁଦ୍ଧାର ପାଇଁ ସଫଳ ପ୍ରକ୍ରିୟାର ଘୋଷଣା କରିଛି ବେଦାନ୍ତ ଆଲୁମିନିୟମ

ଇସ୍ପାତ, ଆଲୁମିନିୟମ ଉପରେ ୫୦% ଶୁଳ୍କ

June 3, 2025
ଗ୍ରାଫାଇଟ ପୁନରୁଦ୍ଧାର ପାଇଁ ସଫଳ ପ୍ରକ୍ରିୟାର ଘୋଷଣା କରିଛି ବେଦାନ୍ତ ଆଲୁମିନିୟମ

ବେଦାନ୍ତ ପକ୍ଷରୁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ

June 3, 2025
Vedanta Aluminium Champions Grassroots Cricket through Kashipur Premier League 2025 in Rayagada, Odisha

ଓଡ଼ିଶାର ଗ୍ରାମୀଣ କ୍ରିକେଟକୁ ବେଦାନ୍ତର ପ୍ରୋତ୍ସାହନ

May 29, 2025
  • About
  • Advertise
  • Privacy & Policy
  • Contact
Thursday, June 5, 2025
No Result
View All Result
industryodisha.com
  • Home
  • Industry News
  • State News
  • India News
  • World News
  • Sports News
  • Industry Photo
  • Industry Video
industryodisha.com
No Result
View All Result
Home News Business

ବେଦାନ୍ତର “ବାର୍ଷିକ ଖଣି ସୁରକ୍ଷା ପକ୍ଷ” ନିରାପଦ ଖଣି ଖନନକୁ ପ୍ରୋତ୍ସାହିତ କରୁଛି

by editor industry odisha
February 11, 2025
in Business, Industry News, State News

ଭୁବନେଶ୍ୱର, ୧୧/୦୨/୨୦୨୫: ନିରାପଦ ଖଣି ଖନନ କାର୍ଯ୍ୟ ପ୍ରତି ଏହାର ଅତୁଟ ପ୍ରତିବଦ୍ଧତାକୁ ସୁଦୃଢ଼ କରି ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଏହାର ବାର୍ଷିକ ଖଣି ସୁରକ୍ଷା ପକ୍ଷ (ଏଏମ୍ଏସ୍ଏଫ୍) ର ସଦ୍ୟତମ ସଂସ୍କରଣ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ଜାମକାନି କୋଇଲା ଖଣିରେ ଆୟୋଜନ କରିଛି।

ଖଣି ସୁରକ୍ଷା ମହାନିର୍ଦ୍ଦେଶାଳୟ (ଡିଜିଏମଏସ) ସହଯୋଗରେ ଆୟୋଜିତ ଏହି ଦୁଇ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ୫୦୦ ରୁ ଅଧିକ କର୍ମଚାରୀ ଏବଂ ବ୍ୟବସାୟିକ ଅଂଶୀଦାରଙ୍କ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।

ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ “ଆପକା ପରିବାର ଆପକୋ ଇନ୍ତେଜାର କର ରହା ହୈ” ଉପରେ କେନ୍ଦ୍ରିତ ଥିବାବେଳେ, ଏହା ଦୁର୍ଘଟଣାକୁ ରୋକିବା ଏବଂ କର୍ମଚାରୀଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ସୁରକ୍ଷା ପ୍ରୋଟୋକଲର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏହି ଅବସରରେ ଭୁବନେଶ୍ୱର ସ୍ଥିତ ଡିଜିଏମସ୍‍ର ଖଣି ସୁରକ୍ଷା ନିର୍ଦ୍ଦେଶକ ଶ୍ରୀ ପ୍ରଫୁଲ୍ଲ ରଞ୍ଜନ ଠାକୁର କହିଥିଲେ ଯେ “ବାର୍ଷିକ ଖଣି ସୁରକ୍ଷା ପକ୍ଷ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରିଥିବାରୁ ମୁଁ ବେଦାନ୍ତ ଆଲୁମିନିୟମର ଜାମକାନି କୋଇଲା ଖଣି ଦଳକୁ ଅଭିନନ୍ଦନ ଜଣାଉଛି। ନିୟମିତ ସୁରକ୍ଷା ଡ୍ରିଲ୍ ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜନ, ସୁରକ୍ଷା ପ୍ରୋଟୋକଲକୁ କଡାକଡି ପାଳନ ଏବଂ ଭାରୀ ଯାନ ଚଳାଇବା ଯନ୍ତ୍ରପାତି ପାଇଁ ଏକ ସୁରକ୍ଷିତ ଏକପାଖିଆ ପ୍ରବେଶ ରାସ୍ତା ପାଇଁ ଦଳର ପ୍ରତିବଦ୍ଧତା ଶିଳ୍ପ ପାଇଁ ଏକ ଉଚ୍ଚ ମାନଦଣ୍ଡ ସ୍ଥିର କରେ। ବେଦାନ୍ତ ଆଲୁମିନିୟମର ସୁରକ୍ଷା-ପ୍ରଥମ ସଂସ୍କୃତି ଉପରେ ଆଲୋକପାତ କରି, ସିଇଓ ଶ୍ରୀ ଡେଭିଡ ଷ୍ଟୋନ କହିଛନ୍ତି ଯେ “ଏକ ସଂସ୍ଥା ଭାବରେ, ସୁରକ୍ଷା ଆମର ମୂଳ ମୂଲ୍ୟବୋଧର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଛି, ଏବଂ କାର୍ଯ୍ୟକ୍ଷେତ୍ରରେ ଶୂନ୍ୟ-କ୍ଷତି ପରିବେଶ ସୁନିଶ୍ଚିତ କରିବା ଆମର ପ୍ରମୁଖ ଉଦ୍ଦେଶ୍ୟ ।”

ଆମେ ସମସ୍ତ ପରିଚାଳନା ସ୍ତରରେ ସର୍ବୋତ୍ତମ ଅଭ୍ୟାସର ନିରନ୍ତର କାର୍ଯ୍ୟକାରିତା ଏବଂ ଅନୁପାଳନ ପାଇଁ ଏକ ନିରବଚ୍ଛିନ୍ନ ଢାଞ୍ଚା ସୃଷ୍ଟି କରି ଏହି ଲକ୍ଷ୍ୟକୁ ତ୍ୱରାନ୍ୱିତ କରୁଛୁ। ବାର୍ଷିକ ଖଣି ସୁରକ୍ଷା ପକ୍ଷ ପଦକ୍ଷେପ ଏକ ‘ଯତ୍ନ ସଂସ୍କୃତି’ କୁ ପ୍ରୋତ୍ସାହିତ କରିବା ଏବଂ ସମସ୍ତ ଅଂଶୀଦାରଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ସିଇଓ କହିଛନ୍ତି।

ଗୋଟିଏ ପକ୍ଷ ଧରି ବେଦାନ୍ତ ଆଲୁମିନିୟମର ଖଣି ଟିମ୍‍ ନିୟମିତ କର୍ମଶାଳା ମାଧ୍ୟମରେ ଏହାର କର୍ମଚାରୀ, ସେମାନଙ୍କ ପରିବାର ଏବଂ ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ ସୁରକ୍ଷା ବିଷୟରେ ସକ୍ରିୟ ଭାବରେ ସଚେତନତା ସୃଷ୍ଟି କରିଥିଲେ। ଏଥିରେ ପ୍ରତିରକ୍ଷା ମକ୍ ଡ୍ରିଲ୍, ଅଗ୍ନି ନିରାପତ୍ତା ଅଧିବେଶନ, ପ୍ରାଥମିକ ଚିକିତ୍ସା ତାଲିମ କାର୍ଯ୍ୟକ୍ରମ ଏବଂ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଅନ୍ତର୍ଭୁକ୍ତ।

ଏହି ପଦକ୍ଷେପର ଏକ ପ୍ରମୁଖ ଆକର୍ଷଣ ଥିଲା ୧୦ ଜଣ ବିଶେଷଜ୍ଞଙ୍କ ଏକ ବାହ୍ୟ ଏଏମ୍ଏସ୍ଏଫ୍. ଦଳ ଦ୍ୱାରା କରାଯାଇଥିବା ସୁରକ୍ଷା ଯାଞ୍ଚ, ଯେଉଁଥିରେ ଜଣେ ଆଭ୍ୟନ୍ତରୀଣ ସୁରକ୍ଷା ସଂଗଠନ (ଆଇଏସ୍ଓ) ପର୍ଯ୍ୟବେକ୍ଷକ ଏବଂ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ୍.) ର ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ। ସୁରକ୍ଷା ମୂଲ୍ୟାଙ୍କନ ବେଦାନ୍ତ ଆଲୁମିନିୟମର ଖଣି କାର୍ଯ୍ୟରେ ସର୍ବୋଚ୍ଚ ସୁରକ୍ଷା ମାନକ ବଜାୟ ରଖିବା ପାଇଁ ଦୃଢ ପ୍ରତିବଦ୍ଧତାକୁ ରେଖାଙ୍କିତ କରିଛି।

Post Views: 58
Tags: AMFSDGMSVedantaVedanta AluminiumVedanta Jamkani Coal Block
Share361Tweet226Send
editor industry odisha

editor industry odisha

  • Trending
  • Comments
  • Latest
वेदांता एल्युमीनियम: भारत में सतत परिवर्तन की दिशा में अग्रणी

ବେଦାନ୍ତ ଆଲୁମିନିୟମ୍ ଏକ ସ୍ଥାୟୀ ପରିବର୍ତନର ନେତୃତ୍ୱ ନେଇଛି

June 5, 2025
वेदांता एल्युमीनियम: भारत में सतत परिवर्तन की दिशा में अग्रणी

वेदांता एल्युमीनियम: भारत में सतत परिवर्तन की दिशा में अग्रणी

June 5, 2025
वेदांता एल्युमीनियम: भारत में सतत परिवर्तन की दिशा में अग्रणी

VEDANTA ALUMINIUM: LEADING A SUSTAINABLE TRANSFORMATION

June 5, 2025
वेदांता एल्युमीनियम: भारत में सतत परिवर्तन की दिशा में अग्रणी

Vedanta Aluminium Pioneers Technological Innovation in Green Industry

June 5, 2025
वेदांता एल्युमीनियम: भारत में सतत परिवर्तन की दिशा में अग्रणी

Vedanta’s Green Energy Efforts Helping Villages and Farmers

June 5, 2025
वेदांता एल्युमीनियम: भारत में सतत परिवर्तन की दिशा में अग्रणी

वेदांता एल्युमीनियम: भारत में सतत परिवर्तन की दिशा में अग्रणी

June 5, 2025
Facebook Twitter Telegram Youtube

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • October 2024
  • September 2024

Address

Unit-IV

Bhubaneswar

Odisha

Copyright © 2024 Industry Odisha.

No Result
View All Result
  • Home 1
  • Industry News
  • State News
  • India News
  • World News
  • Sports News
  • Industry Photo
  • Industry Video

Copyright © 2024 Industry Odisha.