• Latest
  • All
  • News
  • Business
  • Politics
  • Science
  • World
  • Lifestyle
  • Tech
Vedanta Aluminium Organises Mega Health Camp for Rural Communities in Sundargarh

ସୁନ୍ଦରଗଡ଼ରେ ଗ୍ରାମୀଣ ସମ୍ପ୍ରଦାୟ ପାଇଁ ବେଦାନ୍ତ ଆଲୁମିନିୟମର ମେଗା ସ୍ୱାସ୍ଥ୍ୟ ଶିବିର

May 27, 2025
Most Coal Power Plants don’t need Sulphur- Cleaning Equipment, says Expert Panel

Most Coal Power Plants don’t need Sulphur- Cleaning Equipment, says Expert Panel

June 4, 2025
ଗ୍ରାଫାଇଟ ପୁନରୁଦ୍ଧାର ପାଇଁ ସଫଳ ପ୍ରକ୍ରିୟାର ଘୋଷଣା କରିଛି ବେଦାନ୍ତ ଆଲୁମିନିୟମ

Vedanta Sets New Standards with 4-Star Jamkhani Coal Mine

June 3, 2025
ଗ୍ରାଫାଇଟ ପୁନରୁଦ୍ଧାର ପାଇଁ ସଫଳ ପ୍ରକ୍ରିୟାର ଘୋଷଣା କରିଛି ବେଦାନ୍ତ ଆଲୁମିନିୟମ

ଇସ୍ପାତ, ଆଲୁମିନିୟମ ଉପରେ ୫୦% ଶୁଳ୍କ

June 3, 2025
ଗ୍ରାଫାଇଟ ପୁନରୁଦ୍ଧାର ପାଇଁ ସଫଳ ପ୍ରକ୍ରିୟାର ଘୋଷଣା କରିଛି ବେଦାନ୍ତ ଆଲୁମିନିୟମ

ବେଦାନ୍ତ ପକ୍ଷରୁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ

June 3, 2025
Vedanta Aluminium Champions Grassroots Cricket through Kashipur Premier League 2025 in Rayagada, Odisha

ଓଡ଼ିଶାର ଗ୍ରାମୀଣ କ୍ରିକେଟକୁ ବେଦାନ୍ତର ପ୍ରୋତ୍ସାହନ

May 29, 2025
Vedanta Aluminium Champions Grassroots Cricket through Kashipur Premier League 2025 in Rayagada, Odisha

କାଶୀପୁର ପ୍ରିମିୟର ଲିଗ୍ ୨୦୨୫ : ଓଡ଼ିଶାର ଗ୍ରାମୀଣ କ୍ରିକେଟକୁ ବେଦାନ୍ତର ପ୍ରୋତ୍ସାହନ

May 29, 2025
Vedanta Aluminium Champions Grassroots Cricket through Kashipur Premier League 2025 in Rayagada, Odisha

Kashipur Premier League 2025 Unites Villages Through Sport and Youth Leadership

May 28, 2025
ଝାରସୁଗୁଡ଼ା ଲଇକେରାରେ ମହୁଚାଷକୁ ବେଦାନ୍ତର ପ୍ରୋତ୍ସାହନ

ଝାରସୁଗୁଡ଼ା ଲଇକେରାରେ ମହୁଚାଷକୁ ବେଦାନ୍ତର ପ୍ରୋତ୍ସାହନ

May 28, 2025
Vedanta Aluminium Champions Grassroots Cricket through Kashipur Premier League 2025 in Rayagada, Odisha

Vedanta Aluminium Champions Grassroots Cricket through Kashipur Premier League 2025 in Rayagada, Odisha

May 28, 2025
ଝାରସୁଗୁଡ଼ା ଲଇକେରାରେ ମହୁଚାଷକୁ ବେଦାନ୍ତର ପ୍ରୋତ୍ସାହନ

ଝାରସୁଗୁଡ଼ାରେ ମହୁଚାଷକୁ ବେଦାନ୍ତର ପ୍ରୋତ୍ସାହନ

May 28, 2025
Vedanta Aluminium Organises Mega Health Camp for Rural Communities in Sundargarh

ବେଦାନ୍ତ ଆଲୁମିନିୟମର ମେଗା ସ୍ୱାସ୍ଥ୍ୟ ଶିବିର: ୨୦୦ରୁ ଅଧିକ ଗ୍ରାମବାସୀ ଉପକୃତ

May 26, 2025
Vedanta Aluminium Organises Mega Health Camp for Rural Communities in Sundargarh

ସୁନ୍ଦରଗଡ଼ରେ ବେଦାନ୍ତ ଆଲୁମିନିୟମର ମେଗା ସ୍ୱାସ୍ଥ୍ୟ ଶିବିର

May 26, 2025
  • About
  • Advertise
  • Privacy & Policy
  • Contact
Wednesday, June 4, 2025
No Result
View All Result
industryodisha.com
  • Home
  • Industry News
  • State News
  • India News
  • World News
  • Sports News
  • Industry Photo
  • Industry Video
industryodisha.com
No Result
View All Result
Home State News

ସୁନ୍ଦରଗଡ଼ରେ ଗ୍ରାମୀଣ ସମ୍ପ୍ରଦାୟ ପାଇଁ ବେଦାନ୍ତ ଆଲୁମିନିୟମର ମେଗା ସ୍ୱାସ୍ଥ୍ୟ ଶିବିର

by editor industry odisha
May 27, 2025
in State News

ଭୁବନେଶ୍ୱର: ୨୬/୦୫/୨୫ – ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍, ସୁନ୍ଦରଗଡ଼ ଜିଲ୍ଲାର ହେମଗିର ବ୍ଲକର ମୁଣ୍ଡେରଖେତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିଲା, ଯେଉଁଥିରେ ୨୦୦ରୁ ଅଧିକ ହିତାଧିକାରୀ ଉପକୃତ ହୋଇଥିଲେ। ବେଦାନ୍ତ ଦ୍ୱାରା ମୁଣ୍ଡେରଖେତ, ଝାରପାଲମ, ଗର୍ଜନଜୋର ଏବଂ ନିକଟସ୍ଥ ଗ୍ରାମ ପଞ୍ଚାୟତକୁ ସାମିଲ କରି ଗ୍ରାମୀଣ ସମ୍ପ୍ରଦାୟ ପାଇଁ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲାଗି ନିରନ୍ତର ପ୍ରୟାସର ଏକ ଅଂଶ ଭାବରେ ଏହି ପଦକ୍ଷେପ ନିଆଯାଇଥିଲା। ହେମଗିରର ମୁଣ୍ଡେରଖେତ ପଞ୍ଚାୟତ ସରପଞ୍ଚ ଶ୍ରୀ ସନ୍ୟାସୀ ବାଗଙ୍କ ଉପସ୍ଥିତିରେ ହେମଗିର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ଚିନ୍ମୟ କୁମାର ମିଶ୍ର ଏହି ଶିବିରକୁ ଉଦଘାଟନ କରିଥିଲେ।

ଏହି ପଦକ୍ଷେପ ଦୁର୍ଗମ ଅଞ୍ଚଳଗୁଡ଼ିକୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ସହିତ ମାଗଣା ସେବାର ଏକ ପରିସର ପ୍ରଦାନ କରିଥିଲା। ଯେଉଁଥିରେ ଅସ୍ଥିଶଲ୍ୟ, ପ୍ରସୂତି ଏବଂ ସ୍ତ୍ରୀ ରୋଗ, ଶିଶୁ ରୋଗ, ଚର୍ମରୋଗ, ଇଏନଟି, ଛାତି ଏବଂ ଯକ୍ଷ୍ମା ଚିକିତ୍ସା ସହିତ ମାଗଣା ଔଷଧ ବଣ୍ଟନ, ସ୍ୱତନ୍ତ୍ର ପରାମର୍ଶ ଏବଂ ଯାଞ୍ଚ ଅନ୍ତର୍ଭୁକ୍ତ ଥିଲା। ଏହାସହିତ, ପ୍ରତିରୋଧକ ସ୍ୱାସ୍ଥ୍ୟସେବାକୁ ପ୍ରୋତ୍ସାହିତ କରିବା ଏବଂ ଦୀର୍ଘକାଳୀନ କଲ୍ୟାଣରେ ଉନ୍ନତି ଆଣିବା ପାଇଁ ପରିଷ୍କାର ପରିଚ୍ଛନ୍ନତା, ପୁଷ୍ଟିସାର ଏବଂ ରୋଗ ନିବାରଣ ଉପରେ ସଚେତନତା ଅଧିବେଶନ କରାଯାଇଥିଲା।

କମ୍ପାନୀର ଗୋଷ୍ଠି-କୈନ୍ଦ୍ରିକ ସ୍ୱାସ୍ଥ୍ୟସେବା ପଦକ୍ଷେପ ବିଷୟରେ ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି, “ବେଦାନ୍ତରେ, ଆମେ ସମସ୍ତଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବାର ମୌଳିକ ଗୁରୁତ୍ୱକୁ ସ୍ୱୀକାର କରୁ। ଏପରି ମେଗା ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ, ଆମେ ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଏବଂ ଆମ ଗୋଷ୍ଠି କଲ୍ୟାଣ ଉପରେ ଏକ ସ୍ଥାୟୀ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବାକୁ ଚେଷ୍ଟା କରୁ। ଜିଲ୍ଲା ପ୍ରଶାସନ ସହିତ ସହଭାଗୀ ହୋଇ, ଆମେ ଯେଉଁ ଅଞ୍ଚଳରେ କାର୍ଯ୍ୟ କରୁଛୁ ସେହି ଅଞ୍ଚଳର ଲୋକଙ୍କ ଜୀବନକୁ ଯଥେଷ୍ଟ ଉନ୍ନତ କରିବା ପାଇଁ ଆମେ ଏପରି ଅଧିକରୁ ଅଧିକ ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ ଜାରି ରଖିବୁ। ସୁନ୍ଦରଗଡ଼ର ହେମଗିର ବ୍ଲକ, ମୁଣ୍ଡେରଖେତ ପଞ୍ଚାୟତର ସରପଞ୍ଚ ସନ୍ୟାସୀ ବାଗ୍ ପ୍ରକାଶ କରିଛନ୍ତି, “ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଆମ ଅଞ୍ଚଳ ପାଇଁ ଏକ ଚ୍ୟାଲେଞ୍ଜ, ବିଶେଷକରି ବୟସ୍କ ଏବଂ ମହିଳାମାନଙ୍କ ପାଇଁ। ଏହି ମେଗା ସ୍ବାସ୍ଥ୍ୟ ଶିବିରକୁ ଆମ ଅଞ୍ଚଳେର ଆୟୋଜନ କରିଥିବାରୁ ମୁଁ ବେଦାନ୍ତ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଉଛି।

ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଭିତ୍ତିଭୂମି ଏବଂ ତୃଣମୂଳ ସ୍ତରୀୟ କ୍ରୀଡା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରି ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ସମର୍ପିତ ରହିଛି। ଏହି ପ୍ରୟାସଗୁଡ଼ିକ ବେଦାନ୍ତ ଆଲୁମିନିୟମର କାର୍ଯ୍ୟକ୍ଷେତ୍ର ମଧ୍ୟରେ ଏବଂ ବାହାରେ ପରିବର୍ତ୍ତନ ଆଣିବାର ପ୍ରତିବଦ୍ଧତାକୁ ରେଖାଙ୍କିତ କରେ, ଓଡ଼ିଶାର ସାମଗ୍ରିକ ଅଭିବୃଦ୍ଧି ଏବଂ ଉନ୍ନତି ପ୍ରତି ଗୋଷ୍ଠି ଅବଦାନର ଭାବନାକୁ ପ୍ରୋତ୍ସାହିତ କରେ। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଗୋଷ୍ଠି ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ଭାବରେ ସହଯୋଗ କରି, କମ୍ପାନୀ ନିଶ୍ଚିତ କରେ ଯେ ଏହାର ହସ୍ତକ୍ଷେପଗୁଡ଼ିକ ସାମାଜିକ-ଆର୍ଥିକ ପ୍ରଗତିରେ ବିଶେଷ ସହାୟକ ହେବ ।

Post Views: 21
Share360Tweet225Send
editor industry odisha

editor industry odisha

  • Trending
  • Comments
  • Latest
Vedanta has collaborated with GAIL Gas Limited for sustainable Gas production

Vedanta has collaborated with GAIL Gas Limited for sustainable Gas production

December 17, 2024
Coal India Ltd’s CSR Efforts Transform Communities with Over ₹5,570 Crore Investment in a Decade

Coal India Ltd’s CSR Efforts Transform Communities with Over ₹5,570 Crore Investment in a Decade

December 17, 2024
ଗ୍ରାଫାଇଟ ପୁନରୁଦ୍ଧାର ପାଇଁ ସଫଳ ପ୍ରକ୍ରିୟାର ଘୋଷଣା କରିଛି ବେଦାନ୍ତ ଆଲୁମିନିୟମ

ବେଦାନ୍ତ ପକ୍ଷରୁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ

June 3, 2025
Most Coal Power Plants don’t need Sulphur- Cleaning Equipment, says Expert Panel

Most Coal Power Plants don’t need Sulphur- Cleaning Equipment, says Expert Panel

June 4, 2025
ଗ୍ରାଫାଇଟ ପୁନରୁଦ୍ଧାର ପାଇଁ ସଫଳ ପ୍ରକ୍ରିୟାର ଘୋଷଣା କରିଛି ବେଦାନ୍ତ ଆଲୁମିନିୟମ

Vedanta Sets New Standards with 4-Star Jamkhani Coal Mine

June 3, 2025
ଗ୍ରାଫାଇଟ ପୁନରୁଦ୍ଧାର ପାଇଁ ସଫଳ ପ୍ରକ୍ରିୟାର ଘୋଷଣା କରିଛି ବେଦାନ୍ତ ଆଲୁମିନିୟମ

ଇସ୍ପାତ, ଆଲୁମିନିୟମ ଉପରେ ୫୦% ଶୁଳ୍କ

June 3, 2025
Facebook Twitter Telegram Youtube

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • October 2024
  • September 2024

Address

Unit-IV

Bhubaneswar

Odisha

Copyright © 2024 Industry Odisha.

No Result
View All Result
  • Home 1
  • Industry News
  • State News
  • India News
  • World News
  • Sports News
  • Industry Photo
  • Industry Video

Copyright © 2024 Industry Odisha.