Close Menu
Industry Odisha
    Facebook X (Twitter) Instagram
    Trending
    • Vedanta Aluminium Empowers Differently-Abled Persons in Odisha with Mobility and Hearing Aids
    • वेदांता एल्युमिनियम ने दिव्यांगों की मदद के लिए हाथ बढ़ाया: व्हीलचेयर और श्रवण – संबंधी उपकरण दिए
    • ଦିବ୍ୟାଙ୍ଗମାନଙ୍କୁ ସହଯୋଗର ହାତ ବଢାଇଲା ବେଦାନ୍ତ ଆଲୁମିନିୟମ
    • वेदांता लांजीगढ़ ने छात्रवृत्ति के तहत डीएवी वेदांता इंटरनेशनल स्कूल की सफलता को मान्यता दी
    • ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଛାତ୍ରବୃତ୍ତି ପୁରସ୍କାର ଅଧୀନରେ ଡିଏଭି ବେଦାନ୍ତ ଇଣ୍ଟରନ୍ୟାସନାଲ ସ୍କୁଲର ସଫଳତାକୁ ସ୍ୱୀକୃତି
    • Vedanta Lanjigarh Recognizes Academic Achievers of DAV Vedanta International School Under its Flagship Merit Scholarship Award
    • ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅଙ୍ଗନବାଡି କେନ୍ଦ୍ରରେ ‘ଶିଶୁ ସଞ୍ଜୀବନୀ ’ ର ଶୁଭାରମ୍ଭ
    • वेदांता एल्युमिनियम ने आंगनवाड़ी केंद्रों पर ‘शिशु संजीवनी’ शुरू किया
    • About
    • Privacy Policy
    • Contact
    Subscribe
    Industry OdishaIndustry Odisha
    Facebook X (Twitter) LinkedIn
    Sunday, December 14th, 2025
    • Home
    • India
    • State
    • World
    • Industry
    • Business
    • Politics
    • Environment
    • Special
    • Language
      • English News
      • Hindi News
      • Odia News
    Industry Odisha
    Home » ଓଡ଼ିଶା ସରକାରଙ୍କ ସହ ବେଦାନ୍ତର ୧ ଲକ୍ଷ କୋଟି ଟଙ୍କା ଏମ୍‌ଓୟୁ

    ଓଡ଼ିଶା ସରକାରଙ୍କ ସହ ବେଦାନ୍ତର ୧ ଲକ୍ଷ କୋଟି ଟଙ୍କା ଏମ୍‌ଓୟୁ

    editorBy editorJanuary 29, 2025Updated:August 13, 2025 Business No Comments2 Mins Read
    Share
    Facebook Twitter LinkedIn Pinterest Email

    ଭୁବନେଶ୍ଵର : ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାର ପ୍ରଗତିରେ ଅଂଶୀଦାର ଥିବା ବେଦାନ୍ତ ଲିମିଟେଡ୍ ଭୁବନେଶ୍ଵରରେ ଆୟୋଜିତ ରାଜ୍ୟ ବିଶ୍ଵସ୍ତରୀୟ ନିବେଶ ଜନନ୍ସେଇ ଉତ୍କର୍ଷ ଓଡ଼ିଶାର ପ୍ରଥମ ଦିନରେ ଓଡିଶା ସରକାରଙ୍କ ସହ ୧ ଲକ୍ଷ କୋଟି ଟଙ୍କାର ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଉତ୍କର୍ଷ ଓଡ଼ିଶାର ଉଦ୍‌ଘାଟନୀ ଦିନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବେଦାନ୍ତ ଲିମିଟେଡର ଅଧକ୍ଷ ଅନିଲ ଅଗ୍ରୱାଲଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ସମଗ୍ର ରାଜ୍ୟରେ ବିଶ୍ଵସ୍ତରୀୟ ଆଲୁମିନିୟମ ଉତ୍ପାଦନ କାରଖାନା ପ୍ରତିଷ୍ଠା ଓ ନିରନ୍ତର ବିକାଶକୁ ପ୍ରୋତ୍ସାହନ ଦେଇ ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ଵିତ କରିବା ଏହି ପରିବର୍ତନକାରୀ ପ୍ରତିବଦ୍ଧତାର ଲକ୍ଷ୍ୟ। ଏହି ସହଭାଗିତା ମଧ୍ୟରେ ବାର୍ଷିକ ୩ ନିୟୁତ ଟନ୍ ଆଲୁମିନିୟମ ପ୍ଲାଣ୍ଟ ଏବଂ ଆଲୁମିନିୟମ ପାର୍କର ବିକାଶ ଅନ୍ତର୍ଭୁକ୍ତ ରହିଛି ଯାହା ଆଲୁମିନିୟମ୍ ଉତ୍ପାଦର ଡାଉନଷ୍ଟ୍ରିମ୍ ଉତ୍ପାଦନକାରୀଙ୍କ ପାଇଁ ଏକ ପ୍ରମୁଖ କେନ୍ଦ୍ର ଭାବେ ଭଲା ହେବାକୁ ଯାଉଛି। ଏହି ପଦକ୍ଷେପ କେବଳ ବିଶ୍ୱ ଆଲୁମିନିୟମ ମୂଲ୍ୟ ଶୃଙ୍ଖଳାରେ ଓଡ଼ିଶାର ଗୁରୁତ୍ୱପୂର୍ଣ ଭୂମିକାକୁ ସୁଦୃଢ଼ କରିବ ନାହିଁ, ବରଂ ୨ ଲକ୍ଷ ନିଯୁକ୍ତି ସୁ ଯୋଗ ସୃଷ୍ଟି କରିବ ଏବଂ ଅଟୋମୋବାଇଲ, ଶକ୍ତି, ନିର୍ମାଣ ଏବଂ ଇନିଷ୍ଟିଜ୍ମ ଭଳି କ୍ଷେତ୍ରରେ ଏମଏସଏମଇ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ।

    ବେଦାନ୍ତ ଲିମିଟେଲ୍‌ର ଅଧକ୍ଷ ଅନୀଲ ଅଗ୍ରୱାଲ କହିଛନ୍ତି ଯେ, “ବେଦାନ୍ତର ଅଭିବୃଦ୍ଧି କାହାଣୀରେ ଓଡ଼ିଶା ସର୍ବଦା ଅବିଚ୍ଛେଦ୍ୟ ଅଙ୍ଗ ରହି ଆସିଛି ଏବଂ ଏହାର ସମ୍ବଜ ଭାରତର ଉନ୍ନତିରେ ଏକ ଅବିସ୍ମରଣୀୟ ଭୂମିକା ଗ୍ରହଣ କରିଛି। ଏହି ବୁଝାମଣାପତ୍ର ରାଜ୍ୟରେ ବ୍ୟାପକ ଶିଳ୍ପାୟନ ଏବଂ ସାମାଜିକ ଅର୍ଥନୈତିକ ବିକାଶ ଦିଗରେ ଏକ ଗୁରୁତ୍ବପୂର୍ଣ ପଦକ୍ଷେପ ଏବଂ ଏହାର ପ୍ରଗତି ପ୍ରତି ଆମର ପ୍ରତିବଦ୍ଧତାକୁ ଦୋହରାଇଛି।”

    ଓଡ଼ିଶା ସରକାରଙ୍କ ସହ ଆମର ଦଶନ୍ଧି ଧରି ସହଯୋଗକୁ ସୁଦୃଢ଼ କରିବା, ରାଜ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ସ୍ଥାୟୀ ଅଭିବୃଦ୍ଧି, ଦକ୍ଷତା ବିକାଶ ଏବଂ ଉନ୍ନତ ମାନର ଜୀବନ ଧାରଣକୁ ସୁନିଶ୍ଚିତ କରିବା ପାଇଁ ଆମେ ଗର୍ବିତ। ବେଦାନ୍ତର ବର୍ତମାନର ପ୍ଲିନିବେଶ ଯୋଗୁଁ ଲାଞ୍ଜିଗଡ଼ରେ ଏକ ବିଶ୍ଵସ୍ତରୀୟ ଆଲୁମିନା ବିଶୋଧନାଗାର ସହିତ ଝାରସୁଗୁଡ଼ାରେ ବିଶ୍ଵର ସର୍ବବୃହତ ଆଲୁମିନିୟମ ସ୍ମେଲଟର ସୃଷ୍ଟି ହୋଇଛି ଯାହା ଓଡ଼ିଶାକୁ ଭାରତର ଆଲୁମିନିୟମ ହବ୍‌ରେ ପରିଣତ କରିବାରେ ସହାୟକ ହୋଇଛି। ସାରା ରାଜ୍ୟରେ ବଢ଼ୁଥିବା ଖଣି ପୋର୍ଟପୋଲିଓ ବ୍ୟତୀତ ଭଦ୍ରକରେ ଫେରୋକ୍ରୋମ୍ ଉତ୍ପାଦନ କରୁଥିବା ଦେଶର ଅଗ୍ରଣୀ ଉତ୍ପାଦନକାରୀଙ୍କ ମଧ୍ୟରେ କମ୍ପାନି ଫେକୋର ମଧ୍ୟ ରହିଛି। ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ସୁବିଧା, ଦକ୍ଷତା ବିକାଶ କେନ୍ଦ୍ର ଏବଂ ନନ୍ଦଘର ସୃଷ୍ଟି ଉପରେ କଂପାନି ଗୁରୁତ୍ୱ ଦେବା ସହିତ ଓଡ଼ିଶାର ସାମଗ୍ରିକ ଗୋଷ୍ଠୀ ବିକାଶ ସୁନିଶ୍ଚିତ କରିବା ସହିତ ଏହାର ଆଖପାଖ ଅଂଚଳର ସାମାଜିକ-ଅର୍ଥନୈତିକ ପ୍ରଗତିକୁ ହରାନ୍ବିତ କରିଛି। ୨୦୩୦ ସୁଦ୍ଧା ଆଲୁମିନିୟମର ବିଶ୍ୱ ଚାହିଦା ଦ୍ବିଗୁଣିତ ହେବ ବୋଲି ଆଶା କରାଯାଉଥିବା ବେଳେ ଏହି ବୁଝାମଣାପତ୍ର ଏକ ଶିଳ୍ପ ଓ ଅର୍ଥନୈତିକ ମହାଶକ୍ତି ଭାବରେ ଓଡ଼ିଶାର ସ୍ଥିତିକୁ ସୁଦୃଢ଼ କରିବ ଏବଂ ଓଡ଼ିଶାର ରୂପାନ୍ତର ଏବଂ ଭାରତର ଶିଳ୍ପ ବିକାଶରେ ଏକ ମେରୁଦଣ୍ଡଭାବେ ବେଦାନ୍ତର ଭୂମିକାକୁ ଦୋହରାଉଛି ।

    Post Views: 99
    Anil Agarwal CM Mohan Charan Majhi Investment In Odisha MOU Vedanta Vedanta Aluminium
    editor
    • Website

    Keep Reading

    Vedanta Aluminium Empowers Differently-Abled Persons in Odisha with Mobility and Hearing Aids

    वेदांता एल्युमिनियम ने दिव्यांगों की मदद के लिए हाथ बढ़ाया: व्हीलचेयर और श्रवण – संबंधी उपकरण दिए

    ଦିବ୍ୟାଙ୍ଗମାନଙ୍କୁ ସହଯୋଗର ହାତ ବଢାଇଲା ବେଦାନ୍ତ ଆଲୁମିନିୟମ

    वेदांता लांजीगढ़ ने छात्रवृत्ति के तहत डीएवी वेदांता इंटरनेशनल स्कूल की सफलता को मान्यता दी

    ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଛାତ୍ରବୃତ୍ତି ପୁରସ୍କାର ଅଧୀନରେ ଡିଏଭି ବେଦାନ୍ତ ଇଣ୍ଟରନ୍ୟାସନାଲ ସ୍କୁଲର ସଫଳତାକୁ ସ୍ୱୀକୃତି

    Vedanta Lanjigarh Recognizes Academic Achievers of DAV Vedanta International School Under its Flagship Merit Scholarship Award

    Editor Picks

    Vedanta Aluminium Empowers Differently-Abled Persons in Odisha with Mobility and Hearing Aids

    December 12, 2025

    वेदांता एल्युमिनियम ने दिव्यांगों की मदद के लिए हाथ बढ़ाया: व्हीलचेयर और श्रवण – संबंधी उपकरण दिए

    December 12, 2025

    ଦିବ୍ୟାଙ୍ଗମାନଙ୍କୁ ସହଯୋଗର ହାତ ବଢାଇଲା ବେଦାନ୍ତ ଆଲୁମିନିୟମ

    December 12, 2025

    वेदांता लांजीगढ़ ने छात्रवृत्ति के तहत डीएवी वेदांता इंटरनेशनल स्कूल की सफलता को मान्यता दी

    December 9, 2025
    Latest Posts

    Vedanta Aluminium Empowers Differently-Abled Persons in Odisha with Mobility and Hearing Aids

    December 12, 2025

    Bhubaneswar, 12th December 2025: Vedanta Aluminium, India’s largest producer of aluminium, reaffirmed its commitment to inclusive…

    वेदांता एल्युमिनियम ने दिव्यांगों की मदद के लिए हाथ बढ़ाया: व्हीलचेयर और श्रवण – संबंधी उपकरण दिए

    December 12, 2025

    भुवनेश्वर, 12/12/2025: वेदांता एल्युमिनियम, भारत का सबसे बड़ा एल्युमिनियम उत्पादक, ने ओडिशा के सुंदरगढ़ और…

    ଦିବ୍ୟାଙ୍ଗମାନଙ୍କୁ ସହଯୋଗର ହାତ ବଢାଇଲା ବେଦାନ୍ତ ଆଲୁମିନିୟମ

    December 12, 2025

    ହୁଇଲଚେୟାର ଏବଂ ଶ୍ରବଣ ଯନ୍ତ୍ର ପ୍ରଦାନ ଭୁବନେଶ୍ୱର,୧୨/୧୨/୨୦୨୫ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ସୁନ୍ଦରଗଡ…

    Subscribe to Updates

    Get the latest creative news from FooBar about art, design and business.

    Advertisement
    Demo
    industry odisha news portal latest odisha business updates odisha economy and industry bhubaneswar industrial development odisha investment opportunities real-time business news odisha msme and startup odisha
    Facebook X (Twitter) LinkedIn
    • About
    • Privacy Policy
    • Contact
    © 2025 IndustryOdisha.com | All Rights Reserved.

    Type above and press Enter to search. Press Esc to cancel.