Close Menu
Industry Odisha
    Facebook X (Twitter) Instagram
    Trending
    • Vedanta Aluminium Champions Women’s Empowerment at Vikas Mela 2025 in Kalahandi through Project Sakhi
    • US Tariff on Copper Won’t Hurt India, Say Experts
    • ବେଦାନ୍ତ ଆଲୁମିନିୟମ ରଥଯାତ୍ରାରେ ୫ ଲକ୍ଷ ଭକ୍ତଙ୍କ ନିକଟରେ ପହଂଚିଛି
    • Vedanta Aluminium Brings Communities Together Through Rath Yatra Celebrations in Odisha
    • Odisha Government Ensures Smooth Movement of Fuel and Essentials Amid Driver Strike
    • Odisha honoured with the Best State Award for Agriculture at the 16th Agriculture Leadership Conclave
    • ଓଡିଶା ରାଜ୍ୟ ଲ’ କମିଶନଙ୍କ ପ୍ରଥମ ବୈଠକ ଅନୁଷ୍ଠିତ: ଲୋଗୋ ଓ ଇ-ମେଲ ଆଇଡି ଉନ୍ମୋଚିତ
    • Odisha Government Introduces Amendment to Ensure Academic Accountability in Schools
    • About
    • Advertise
    • Privacy & Policy
    • Contact
    Facebook X (Twitter) Instagram
    Industry OdishaIndustry Odisha
    Subscribe
    Wednesday, July 23rd, 2025
    • Home
    • India
    • State
    • World
    • Industry
    • Business
    • Politics
    • Environment
    • Special
    Industry Odisha
    Home » ସ୍କିଲ୍ ଇଣ୍ଡିଆକୁ ଅଧିକ ୮୮୦୦ କୋଟି

    ସ୍କିଲ୍ ଇଣ୍ଡିଆକୁ ଅଧିକ ୮୮୦୦ କୋଟି

    editor industry odishaBy editor industry odishaFebruary 8, 2025 India No Comments1 Min Read
    Share
    Facebook Twitter LinkedIn Pinterest Email

    ନୂଆଦିଲ୍ଲୀ: କେନ୍ଦ୍ରୀୟ ଯୋଜନା ‘ସ୍କିଲ୍ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ୨୦୨୬ ପର୍ଯ୍ୟନ୍ତ ଜାରି ରଖିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି। ଏଥିପାଇଁ ଅତିରିକ୍ତ ୮୮୦୦ କୋଟି ଟଙ୍କା ଦିଆଯାଇଛି ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

    ସ୍କିଲ୍ ଇଣ୍ଡିଆ କାର୍ଯ୍ୟକ୍ରମର ୩ଟି ପ୍ରମୁଖ ଉପାଦାନ ହେଉଛି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ୪.୦, ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଣ୍ଟିସିପ୍ ପ୍ରସାର ଯୋଜନା ଓ ଜନ ଶିକ୍ଷଣ ସଂସ୍ଥାନ ଯୋଜନା। ଏହି ତିନି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୨.୨୭ କୋଟିରୁ ଅଧିକ ହିତାଧିକାରୀ ଉପକୃତ ହୋଇଛନ୍ତି। ଏଥିସହିତ ଆଜିର କ୍ୟାବିନେଟ୍ ବୈଠକରେ ସଫାଇ କର୍ମଚାରୀଙ୍କ ଜାତୀୟ ଆୟୋଗଙ୍କ କାର୍ଯ୍ୟକାଳକୁ ତିନି ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି। ସେଥିପାଇଁ ୫୦.୯୧ କୋଟି ଟଙ୍କା ପ୍ରଦାନ କରାଯାଇଛି।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପ୍ରସ୍ତାବିତ ଦକ୍ଷିଣ ତଟ ରେଳ ଜୋନ୍ ଅଧିନରେ ୱାଲଟିୟର ଡିଭିଜନର ସୀମା ସଂଶୋଧନକୁ ମଞ୍ଜୁରି ଦିଆଯାଇଛି। ପ୍ରକଳ୍ପ ପୂର୍ବରୁ କାର୍ଯ୍ୟକାରୀ ହୋଇଥିବାବେଳେ ଏହାକୁ ଆଜି କ୍ୟାବିନେଟ୍ ପକ୍ଷରୁ ମଞ୍ଜୁରି ମିଳିଛି। ପ୍ରସ୍ତାବ ଅନୁଯାୟୀ ୱାଲଟିୟର ଡିଭିଜନର ପ୍ରାୟ ୪୧୦ କିମି ଅଞ୍ଚଳକୁ ଏହି ଡିଭିଜନରେ ରଖାଯିବା କିନ୍ତୁ ଏହି ଡିଭିଜନର ନାମ ୱାଲଟିୟର ପରିବର୍ତ୍ତେ ବିଶାଖାପାଟନମ୍ କରାଯିବା ପଲାସା-ବିଶାଖାପାଟନମ-ଦୁଭାଡ଼ା, କୁନେରୁ-ବିଜୟନଗରମ, ନୂଆପଡ଼ା ଜଙ୍କସନ- ପାରଳାଖେମୁଣ୍ଡି, ବଦ୍ଧିଲି ଜଙ୍କସନ-ସାଲୁର, ସିମାଞ୍ଚଳମ ନର୍ଥ-ଦୁଭାଡ଼ା ବାଇପାସ୍, ବଦଲାପୁଡ଼ି- ଦୁଭାଡ଼ା ଏବଂ ବିଶାଖାପାଟନମ ଷ୍ଟିଲ୍‌ ପ୍ଲାଣ୍ଟ୍‌-ଜଗୟାପାଲେମ୍‌କୁ ଏହି ଡିଭିଜନ ଅଧିନରେ ରଖାଯିବା ୱାଲଟିୟର ଡିଭିଜନର ଅନ୍ୟ ଅଞ୍ଚଳ ଯଥା କୋଟାଭାଲସା- ବଚେଲି, କୁନେରୁ-ଥେରୁବାଲି ଜଙ୍କସନ, ସିଙ୍ଗାପୁର ରୋଡ୍- କୋରାପୁଟ ଜଙ୍କସନ ଏବଂ ପାରଳାଖେମୁଣ୍ଡି- ଗୁଣୁପୁର ଅଞ୍ଚଳ (ମୋଟ ପ୍ରାୟ ୬୧୦ କିମି) କୁ ନେଇ ଏକ ନୂଆ ଡିଭିଜନରେ ପରିଣତ କରାଯିବା ଏହି ନୂଆ ଡିଭିଜନଟି ପୂର୍ବତଟ ରେଳବାଇ ଅଧୀନରେ ରାୟଗଡ଼ାଠାରେ ହେବ।

    Post Views: 66
    Aswini Baisnab Learn-Perform-Earn PM Initiative PM Narendra Modi Skill India
    editor industry odisha
    • Website

    Keep Reading

    India Charts Bold Path for Copper Future with New Vision Document

    Indo-US Trade Deal: Opportunities for India and Odisha in a Shifting Global Order

    India Breaks into Top 100 of Global SDG Index for the First Time

    India Shifts to Better-Quality Coal, Reducing Dependence on Indonesia

    Vedanta plans to sell shares in Hindustan Zinc Ltd

    Vedanta Metal Bazaar Helps MSMEs and Aluminium Trade Grow

    Add A Comment
    Leave A Reply Cancel Reply

    Editor Picks

    Vedanta Aluminium Champions Women’s Empowerment at Vikas Mela 2025 in Kalahandi through Project Sakhi

    July 10, 2025

    US Tariff on Copper Won’t Hurt India, Say Experts

    July 10, 2025

    ବେଦାନ୍ତ ଆଲୁମିନିୟମ ରଥଯାତ୍ରାରେ ୫ ଲକ୍ଷ ଭକ୍ତଙ୍କ ନିକଟରେ ପହଂଚିଛି

    July 10, 2025

    Vedanta Aluminium Brings Communities Together Through Rath Yatra Celebrations in Odisha

    July 10, 2025
    Latest Posts

    Vedanta Aluminium Champions Women’s Empowerment at Vikas Mela 2025 in Kalahandi through Project Sakhi

    July 10, 2025

    Lanjigarh, Kalahandi,10thJuly 2025: Vedanta Aluminium, India’s largest aluminium producer, showcased the role of women-led enterprises…

    US Tariff on Copper Won’t Hurt India, Say Experts

    July 10, 2025

    Mumbai, 10/07/2025: The United States recently announced a 50% import tax on copper. While this…

    ବେଦାନ୍ତ ଆଲୁମିନିୟମ ରଥଯାତ୍ରାରେ ୫ ଲକ୍ଷ ଭକ୍ତଙ୍କ ନିକଟରେ ପହଂଚିଛି

    July 10, 2025

    ଭୁବନେଶ୍ଵର: ରଥଯାତ୍ରା ଅବସରରେ ବେଦାନ୍ତ ଆଲୁମିନିୟମ, ସମଗ୍ର ଓଡ଼ିଶାରେ ୫ ଲକ୍ଷରୁ ଅଧିକ ଭକ୍ତଙ୍କ ନିକଟରେ ପହଁଞ୍ଚୁଛି । ପୁରୀ…

    Subscribe to Updates

    Get the latest creative news from FooBar about art, design and business.

    Advertisement
    Demo
    Facebook X (Twitter) Instagram Pinterest
    • About
    • Advertise
    • Privacy & Policy
    • Contact
    © 2025 IndustryOdisha.com Designed by ThemeSphere.

    Type above and press Enter to search. Press Esc to cancel.