Close Menu
Industry Odisha
    Facebook X (Twitter) Instagram
    Trending
    • ଝାରସୁଗୁଡା ପ୍ଲାଣ୍ଟରେ ବାର୍ଷିକ ୧୨୦ କିଲୋ ଟନ୍‌ ଫାଉଣ୍ଡ୍ରି ଆଲୟ ଉତ୍ପାଦନ କରିବ ବେଦାନ୍ତ ଆଲୁମିନିୟମ
    • सामुदायिक स्वास्थ्य को नया संबल: सुंदरगढ़ में वेदांता एल्युमिनियम की पहल से टीबी रोगियों को मिली पोषण सहायता
    • Vedanta Supports TB Patients in Sundargarh with Nutrition Kits
    • Vedanta Aluminium Helps TB Patients in Sundargarh
    • प्रधानमंत्री के निक्षय मित्र कार्यक्रम के तहत सुंदरगढ़ में टीबी रोगियों को पोषण सहायता प्रदान की है वेदांत एल्युमिनियम ने
    • ପ୍ରଧାନମନ୍ତ୍ରୀଙ୍କ ‘ନିକ୍ଷୟ ମିତ୍ର’ କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ରେ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ସହାୟତା ପ୍ରଦାନ କରିଛି ବେଦାନ୍ତ ଆଲୁମିନିୟମ
    • Vedanta Aluminium Extends Nutritional Support to TB Patients in Sundargarh under PM’s Nikshay Mitra Program
    • Vedanta’s Archery Program Propels Kalahandi Youth to National Spotlight
    • About
    • Privacy Policy
    • Contact
    Subscribe
    Industry OdishaIndustry Odisha
    Facebook X (Twitter) LinkedIn
    Monday, July 28th, 2025
    • Home
    • India
    • State
    • World
    • Industry
    • Business
    • Politics
    • Environment
    • Special
    • Language
      • English News
      • Hindi News
      • Odia News
    Industry Odisha
    Home » ଏମଜିଏମ୍ ଟି୨୦ ଚାମ୍ପିଅନସିପ୍ ୨୦୨୫ ଫେବୃଆରୀ ୮-୧୧

    ଏମଜିଏମ୍ ଟି୨୦ ଚାମ୍ପିଅନସିପ୍ ୨୦୨୫ ଫେବୃଆରୀ ୮-୧୧

    editor industry odishaBy editor industry odishaFebruary 8, 2025Updated:July 25, 2025 Odia News No Comments3 Mins Read
    Share
    Facebook Twitter LinkedIn Pinterest Email

    କଟକ: ପ୍ରଥମ ତଥା ବହୁ ପ୍ରତୀକ୍ଷିତ ଏମଜିଏମ୍ ଟି୨୦ ଚାମ୍ପିଅନସିପ୍ ୨୦୨୫ ଫେବୃଆରୀ ୮ରୁ ଓଡ଼ିଶାର କଟକ ଅନ୍ତର୍ଗତ କପୁରସିଂଠାରେ ଅବସ୍ଥିତ ହାଇ ପରଫରମାନ୍ସ କ୍ରିକେଟ ଏକାଡେମୀ ‘ଏମଜିଏମ୍ ସ୍କୁଲ ଅଫ ସ୍ପୋର୍ଟସ୍‌’ରେ ଶ୍ରୀ ରବି ଶାସ୍ତ୍ରୀ ଏବଂ ତାଙ୍କର ପୂର୍ବତନ ଟିମ୍ ଇଣ୍ଡିଆ କୋଚ୍ ସଦସ୍ୟଗଣ ଶ୍ରୀ ଭରତ ଅରୁଣ ଓ ଶ୍ରୀ ଆର ଶ୍ରୀଧରଙ୍କ ଦ୍ୱାରା ସ୍ଥାପିତ କ୍ରିକେଟରେ ଉତ୍କର୍ଷ ଆଣିବାରେ ଏକ ପ୍ରିମିୟର ପ୍ରତିଷ୍ଠାନ ‘କୋଚିଂ ବିୟଣ୍ଡ’ ସହଯୋଗୀତାରେ ଆରମ୍ଭ ହେବାକୁ ଯାଉଛି । ଏହି ପ୍ରିମିୟର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏବଂ କ୍ରିକେଟ ଭଳି ଏକ ଉଲ୍ଲେଖନୀୟ କ୍ରୀଡାରେ ପ୍ରତିଭା ଅନୁସନ୍ଧାନ ତଥା ଏହି ଅଞ୍ଚଳରେ ଏକ ମଜଭୁତ କ୍ରୀଡା ସମୁଦାୟକୁ ପୃଷ୍ଠପୋଷକତା କରିବା ଲକ୍ଷ୍ୟ ରଖିଛି ।

    ଶ୍ରୀ ରବି ଶାସ୍ତ୍ରୀ ଏବଂ ଶ୍ରୀ ଭରତ ଅରୁଣ ଏହି ୪-ଦିନିଆ ଟି୨୦ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବେ, ଯେଉଁଥିରେ ଏମଜିଏମ୍ ସ୍କୁଲ ଅଫ ସ୍ପୋର୍ଟସ୍‌ର ବଛା ବଛା ଖେଳାଳିଙ୍କ ବ୍ୟତୀତ ଚେନ୍ନାଇ, ହାଇଦରାବାଦ ଏବଂ ଭଦୋଦରାସ୍ଥିତ କୋଚିଂ ବିୟଣ୍ଡ କ୍ରିକେଟ ଏକ୍ସଲେନ୍ସ ସେଣ୍ଟରର କ୍ରିକେଟ ଟିମ୍‌ଗୁଡିକ ଅଂଶଗ୍ରହଣ କରିବେ ଏବଂ ଏହି ଚାରି-ଦିନିଆ ଟୁର୍ଣ୍ଣାମେଣ୍ଟରେ ସେମାନଙ୍କ ନିଜସ୍ୱ କ୍ରିକେଟ ପରାକାଷ୍ଠା ପ୍ରଦର୍ଶନ କରିବେ । ଟିମ୍ ଇଣ୍ଡିଆର ବିଶିଷ୍ଟ କ୍ରିକେଟର ଏବଂ ପ୍ରାକ୍ତନ ଆନ୍ତର୍ଜାତିକ ବୋଲର ଶ୍ରୀ ଭେଙ୍କଟପତି ରାଜୁ ଏବଂ ଓଡ଼ିଶାର ସୁପରିଚିତ ଆନ୍ତର୍ଜାତିକ କ୍ରିକେଟର ଶ୍ରୀ ଦେବାଶିଷ ମହାନ୍ତି ମଧ୍ୟ ଏହି ଉତ୍ସବରେ ଯୋଗଦେବେ ।

    ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ନିଜର ପ୍ରଶଂସା ବ୍ୟକ୍ତ କରି ଶ୍ରୀ ରବି ଶାସ୍ତ୍ରୀ କହିଛନ୍ତି, “ଏମଜିଏମ୍ ସ୍କୁଲ ଅଫ ସ୍ପୋର୍ଟସ୍‌ରେ ଯୁବ କ୍ରିକେଟରଙ୍କ ଅଭିବୃଦ୍ଧି ଏବଂ ସେମାନଙ୍କ ଉନ୍ନତି ନିମନ୍ତେ ବିଶ୍ୱ ମାନର ଭିତ୍ତିଭୂମି ଓ ଆବାସିକ ସୁବିଧା ରହିଛି । ଏମଜିଏମ୍ ଟି୨୦ ଚାମ୍ପିଅନସିପ୍ ୨୦୨୫ ଖେଳାଳିମାନଙ୍କ ପାଇଁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ତଥା ସେମାନଙ୍କ ସ୍ୱପ୍ନ ସାକାର ନିମନ୍ତେ ପ୍ରୟାସ କରିବାକୁ ଏକ ମହାନ ସୁଯୋଗ ଆଣିଛି । ”ଏହି ଟୁର୍ଣ୍ଣାମେଣ୍ଟ ସମ୍ପର୍କରେ ବିସ୍ତୃତ ଭାବରେ ପ୍ରକାଶ କରି ଶ୍ରୀ ପଙ୍କଜ ଲୋଚନ ମହାନ୍ତି, ସିଏମ୍‌ଡି, ଏମଜିଏମ୍ ଗ୍ରୁପ୍ କହିଛନ୍ତି, “ଆମେ ଏମଜିଏମ୍ ଟି୨୦ ଚାମ୍ପିଅନସିପ୍ ୨୦୨୫ ଆୟୋଜନ କରିବା ଏବଂ ଉଦୀୟମାନ କ୍ରିିକେଟରଙ୍କ ପାଇଁ ଏକ ପ୍ରତିବଦ୍ଧ ପ୍ଲାଟଫର୍ମ ଯୋଗାଇଦେବା ନେଇ ଉଲ୍ଲସିତ ଅଛୁ । ଏହି ଟୁର୍ଣ୍ଣାମେଣ୍ଟ କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ତାହାସହିତ ଓଡ଼ିଶାରେ କ୍ରିକେଟର ସୁଯୋଗ ସୃଷ୍ଟି କରୁଛି ଏବଂ ଏହାକୁ ମଜଭୁତ କରୁଛି ।”

    “ଭାରତରେ କ୍ରିକେଟର ବର୍ଦ୍ଧିତ ଲୋକପ୍ରିୟତା ପରିପ୍ରେକ୍ଷୀରେ ଏମଜିଏମ୍ ଟି୨୦ ଚାମ୍ପିଅନସିପ୍ ୨୦୨୫ ଏକ ରୋମାଞ୍ଚକାରୀ ଇଭେଣ୍ଟ ହେବାକୁ ଯାଉଛି ଯାହା ପ୍ରତିଭା, ସେମାନଙ୍କର ଆଗ୍ରହ ଏବଂ କ୍ରୀଡାର ଉତ୍ସାହକୁ ପାଳନ କରିବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ଆକ୍ସନ ପରିପୂର୍ଣ୍ଣ ମ୍ୟାଚଗୁଡିକ ଦେଖିବା ଏବଂ ପରବର୍ତ୍ତୀ ପିଢିର କ୍ରିକେଟ ତାରକାମାନଙ୍କୁ ସମର୍ଥନ କରିବାକୁ କ୍ରିକେଟ ପ୍ରଶଂସକ ଏବଂ କ୍ରୀଡା ପ୍ରେମୀଙ୍କୁ ଆମନ୍ତ୍ରଣ କରୁଛୁ,” ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଏମଜିଏମ୍ ଟି୨୦ ଚାମ୍ପିଅନସିପ୍ ପ୍ରତିଭା ଚିହ୍ନଟ, ସ୍ଥାନୀୟ ଖେଳାଳିମାନଙ୍କୁ ଏକ ପ୍ରତିଯୋଗିତାମୂଳକ ପରିବେଶରେ ସେମାନଙ୍କ କୌଶଳ ପ୍ରଦର୍ଶନ କରିବାକୁ ଏକ ସୁଯୋଗ ଯୋଗାଇଦେବାର ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ ସେବା ଯୋଗାଉଛି ।
    ଖେଳାଳିମାନଙ୍କ ପ୍ରଦର୍ଶନ ଉପରେ ସ୍କାଉଟସ୍‌, କୋଚ ଏବଂ ସମ୍ଭାବନାପୂର୍ଣ୍ଣ ପ୍ରାୟୋଜକମାନେ ତୀକ୍ଷ୍‌ଣ ନଜର ରଖିଥିବାବେଳେ ଏହି ଟୁର୍ଣ୍ଣାମେଣ୍ଟ ଅନେକ ଆକାଙ୍‌କ୍ଷୀ କ୍ରିକେଟରଙ୍କ ପାଇଁ ବିଶ୍ୱସ୍ତରରେ ଚର୍ଚ୍ଚିତ ଏହି କ୍ରୀଡାରେ ଉପର ପାହାଚକୁ ଉଠିବା ନିମନ୍ତେ ପ୍ରଥମ ପାହାଚ ଭାବରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛି ।

    ବୃତ୍ତିଗତ ଦୃଷ୍ଟିରୁ ପରିଚାଳିତ ଏକ ଟୁର୍ଣ୍ଣାମେଣ୍ଟ ଆୟୋଜନ ଦ୍ୱାରା ଏମଜିଏମ୍ ସ୍କୁଲ ଅଫ ସ୍ପୋର୍ଟସ୍ ଯୁବ ଆଥଲେଟମାନଙ୍କର ପରିପୋଷଣ କରିବା ଏବଂ ଓଡ଼ିଶା ତଥା ଉଦୀୟମାନ କ୍ରିକେଟରଙ୍କ ମଧ୍ୟରେ କ୍ରିକେଟର ମୂଳଦୁଆକୁ ପୁନଃ ପ୍ରତିଷ୍ଠିତ କରାଇବା ଏବଂ ସେମାନଙ୍କୁ ଏହି ରାଜକୀୟ କ୍ରୀଡାକୁ କ୍ୟାରିୟର ଭାବରେ ଗ୍ରହଣ କରିବା ନିମନ୍ତେ ସମର୍ଥ କରାଇବାକୁ ପ୍ରତିବଦ୍ଧ ରହିଛି ।

    Post Views: 80
    editor industry odisha
    • Website

    Keep Reading

    ଝାରସୁଗୁଡା ପ୍ଲାଣ୍ଟରେ ବାର୍ଷିକ ୧୨୦ କିଲୋ ଟନ୍‌ ଫାଉଣ୍ଡ୍ରି ଆଲୟ ଉତ୍ପାଦନ କରିବ ବେଦାନ୍ତ ଆଲୁମିନିୟମ

    सामुदायिक स्वास्थ्य को नया संबल: सुंदरगढ़ में वेदांता एल्युमिनियम की पहल से टीबी रोगियों को मिली पोषण सहायता

    ପ୍ରଧାନମନ୍ତ୍ରୀଙ୍କ ‘ନିକ୍ଷୟ ମିତ୍ର’ କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ରେ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ସହାୟତା ପ୍ରଦାନ କରିଛି ବେଦାନ୍ତ ଆଲୁମିନିୟମ

    ବେଦାନ୍ତ ଆଲୁମିନିୟମର ତୀରନ୍ଦାଜ ତାଲିମ ପଦକ୍ଷେପ: କଳାହାଣ୍ଡି ପାଇଁ ଗୌରବ ଆଣିଲେ ଯୁବ ତୀରନ୍ଦାଜ

    Vedanta Aluminium Champions Women’s Empowerment at Vikas Mela 2025 in Kalahandi through Project Sakhi

    ବେଦାନ୍ତ ଆଲୁମିନିୟମ ରଥଯାତ୍ରାରେ ୫ ଲକ୍ଷ ଭକ୍ତଙ୍କ ନିକଟରେ ପହଂଚିଛି

    Add A Comment
    Leave A Reply Cancel Reply

    Editor Picks

    ଝାରସୁଗୁଡା ପ୍ଲାଣ୍ଟରେ ବାର୍ଷିକ ୧୨୦ କିଲୋ ଟନ୍‌ ଫାଉଣ୍ଡ୍ରି ଆଲୟ ଉତ୍ପାଦନ କରିବ ବେଦାନ୍ତ ଆଲୁମିନିୟମ

    July 28, 2025

    सामुदायिक स्वास्थ्य को नया संबल: सुंदरगढ़ में वेदांता एल्युमिनियम की पहल से टीबी रोगियों को मिली पोषण सहायता

    July 26, 2025

    Vedanta Supports TB Patients in Sundargarh with Nutrition Kits

    July 26, 2025

    Vedanta Aluminium Helps TB Patients in Sundargarh

    July 26, 2025
    Latest Posts

    ଝାରସୁଗୁଡା ପ୍ଲାଣ୍ଟରେ ବାର୍ଷିକ ୧୨୦ କିଲୋ ଟନ୍‌ ଫାଉଣ୍ଡ୍ରି ଆଲୟ ଉତ୍ପାଦନ କରିବ ବେଦାନ୍ତ ଆଲୁମିନିୟମ

    July 28, 2025

    ଭୁବନେଶ୍ବର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଝାରସୁଗୁଡାର ଏହାର ସ୍ବତନ୍ତ୍ର ଅର୍ଥନୈତିକ କ୍ଷେତ୍ର ୟୁନିଟରେ କ୍ଷମତା ବିସ୍ତାର…

    सामुदायिक स्वास्थ्य को नया संबल: सुंदरगढ़ में वेदांता एल्युमिनियम की पहल से टीबी रोगियों को मिली पोषण सहायता

    July 26, 2025

    सुंदरगढ़, 26/07/25: देश के दूरदराज़ क्षेत्रों में स्वास्थ्य सेवाओं को सशक्त बनाने की दिशा में…

    Vedanta Supports TB Patients in Sundargarh with Nutrition Kits

    July 26, 2025

    Sundargarh, 26.07.2025: Vedanta Aluminium has joined hands with the Prime Minister’s ‘Nikshay Mitra’ program to…

    Subscribe to Updates

    Get the latest creative news from FooBar about art, design and business.

    Advertisement
    Demo
    Facebook X (Twitter) LinkedIn
    • About
    • Privacy Policy
    • Contact
    © 2025 IndustryOdisha.com Designed by CS WEB SOLUTION

    Type above and press Enter to search. Press Esc to cancel.