Close Menu
Industry Odisha
    Facebook X (Twitter) Instagram
    Trending
    • Union Budget 2026: Five key takeaways for Odisha
    • Money Matters: Budget Jargons that we should know
    • Odisha’s move into a new league in Business: Enterprise Odisha 2026 gives us a sneak peek
    • Union Budget and its role in shaping Indian economy since Independence
    • Why has Odisha Outpaced West Bengal in Growth and Income
    • Odisha’s New Tourism Policy: A Move to Explore the Unexplored
    • ବେଦାନ୍ତ ଆଲୁମିନିୟମର ପରିବର୍ତ୍ତନଶୀଳ ସାମୁଦାୟିକ ପ୍ରଦର୍ଶନୀ କଳାହାଣ୍ଡି ଉତ୍ସବ 2026 ରେ ଦର୍ଶକଙ୍କୁ ଆକର୍ଷିତ କରିଛି
    • वेदांत एल्युमीनियम के परिबर्तनकारी सामुदायिक प्रदर्सन ने कालाहांडी उत्सव २०२६ में दर्शकों को आकर्षित किया
    • About
    • Privacy Policy
    • Contact
    Subscribe
    Industry OdishaIndustry Odisha
    Facebook X (Twitter) LinkedIn
    Wednesday, February 4th, 2026
    • Home
    • India
    • State
    • World
    • Industry
    • Business
    • Politics
    • Environment
    • Special
    • Language
      • English News
      • Hindi News
      • Odia News
    Industry Odisha
    Home » ବେଦାନ୍ତ ଆଲୁମିନିୟମ ଓଡ଼ିଶାରେ ସପ୍ତାହବ୍ୟାପୀ ଏଚଆଇଭି-ଏଡ୍‌ସ ସଚେତନତା ଅଭିଯାନର ଶୁଭାରମ୍ଭ କରିଛି

    ବେଦାନ୍ତ ଆଲୁମିନିୟମ ଓଡ଼ିଶାରେ ସପ୍ତାହବ୍ୟାପୀ ଏଚଆଇଭି-ଏଡ୍‌ସ ସଚେତନତା ଅଭିଯାନର ଶୁଭାରମ୍ଭ କରିଛି

    S.SBy S.SDecember 13, 2024Updated:October 16, 2025 Odia News No Comments3 Mins Read
    Image Source; Vedanta Group
    Share
    Facebook Twitter LinkedIn Pinterest Email

    ଭୁବନେଶ୍ୱର, ଓଡ଼ିଶା, ଡିସେମ୍ବର 13/24 : ଭାରତର ବୃହତ ଆଲୁମିନିୟମ ଉତ୍ପାଦକ, ବେଦାନ୍ତ ଆଲୁମିନିୟମ, ବିଶ୍ୱ ଏଡ୍ସ ଦିବସରେ ଏକ ସପ୍ତାହବ୍ୟାପୀ ସଚେତନତା ଅଭିଯାନ ଆରମ୍ଭ କରିଥିଲା। ଏହି ପଦକ୍ଷେପରେ ବେଦାନ୍ତ ସ୍ଥାନୀୟ ଗୋଷ୍ଠୀଭ୍‌କୁ ଏଚଆଇଭି ଉପରେ ସଚେତନ ପାଇଁ ଉପଯୁକ୍ତ ମାର୍ଗ ଅନୁସରଣ କର: ମୋର ସ୍ୱାସ୍ଥ୍ୟ ମୋର ଅଧିକାର ବିଷୟ ଉପରେ ବାର୍ତା ଦେଇଥିଲା।

    ଉକ୍ତ ଅଭିଯାନରେ ବେଦାନ୍ତ ଝାରସୁଗୁଡ଼ା, ଲାଞିଗଡ଼ ଓ ଏହାର ଖଣି ଥିବା ସ୍ଥାନରେ ୧୧,୪୦୦ରୁ ଅଧିକ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସଚେତନତା ଅଧିବେଶନ,ରାଲି, ନୁକଡ ନାଟକ ଓ ସ୍ୱାସ୍ଥ୍ୟ ଶିକ୍ଷା କାର୍ଯ୍ୟକ୍ରମ ଜରୀଆରେ ଏହି ଅଭିଯାନରେ ଛାତ୍ରଛାତ୍ରୀ, ଟ୍ରକ ଡ୍ରାଇଭର, ପୋଲିସ କର୍ମଚାରୀ ଓ ସ୍ଥାନୀୟ ଲୋକମାନଙ୍କ ନିକଟରେ ପହଂଚିଥିଲା।

    ଲୋକମାନଙ୍କୁ ଏଚଆଇଭି-ଏଡସ ସଂପର୍କରେ ବୁଝାଇବା ସହିତ ପ୍ରତିକାରାତ୍ମକ ପଦକ୍ଷେପ ଗ୍ରହଣ ପାଇଁ ପରାମର୍ଶ ଦିଆଯାଇଥିଲା।

    • ଝାରସୁଗୁଡ଼ା ଜିଲ୍ଳାରେ ଏନସିସି ଓ ଏନଏସଏସ କ୍ୟାଡେଟ, ବେଦାନ୍ତର କର୍ମଚାରୀ ଓ ସ୍ଥାନୀୟ ଛାତ୍ରଙ୍କ ସହିତ ୩୫୦ରୁ ଅଧିକ ଅଂଶଗ୍ରହଣକାରୀଙ୍କ ସହିତ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ କିଶୋର କୁମାର ସ୍ୱାଇଁଙ୍କ ଦ୍ୱାରା ବିଶ୍ୱ ଏଡସ ଦିବସରେ ସଚେତନତା ରାଲି କରାଯାଇଥିଲା। ବିଦ୍ୟାଳୟ, କଲେଜ ଓ ପୋଲିସ ଷ୍ଟେସନକୁ ନେଇ ଏହି ସଚେତନତା ଏକ ସପ୍ତାହ ଯାଏ ଚାଲୁ ରହିବ। ଓଡ଼ିଶା ରାଜ୍ୟ ଏଡସ କଂଟ୍ରୋଲ ସୋସାଇଟି ଓ ଜିଲ୍ଳା ସ୍ୱାସ୍ଥ୍ୟ ପ୍ରଶାସନର ସହଭାଗିତାରେ ବେଦାନ୍ତର ଏହି ଉଦ୍ୟମରେ ପ୍ରାୟ ୫୦୦୦ ଲୋକଙ୍କୁ ନିରାକରଣ, ଉପଚାର ଓ ବିଲୋପ ବିଷୟରେ ସଚେତନ କରାଯିବା ଲକ୍ଷ୍ୟ ରହିଛି।
    • କଳାହାଣ୍ଡି ଜିଲ୍ଲାର ଲାଂଜିଗଡ଼ରେ ପ୍ରବାସୀ ଶ୍ରମିକ, ଟ୍ରକ ଡ୍ରାଇଭର ଓ ସ୍ଥାନୀୟ ଗୋଷ୍ଠୀଙ୍କ ଲାଗି ଅଧିବଶେନ ସହ ଏହି ଅଭିଯାନ ଆରମ୍ଭ ହୋଇଥିଲା। ନୁକଡ଼ ନାଟକ, ରାଲି ଓ ସଚେତନତା କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ।
    • କାର୍ଯ୍ୟକ୍ରମର ଅଂଶ ବିଶେଷରେ କୋଇଲା ଓ ବକ୍ସାଇଟ ଖଣି ପ୍ରକଳ୍ପ ଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ପାଇଁ ବିଭିନ୍ନ ପ୍ରଭାବଶାଳୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ସୁନ୍ଦରଗଡ଼ରେ ନୁକଡ଼ ନାଟକ ଓ ଶିକ୍ଷାଗତ ଅଧିବଶେନରେ ଛାତ୍ର, ଟ୍ରକ ଡ୍ରାଇଭରଙ୍କ ପାଇଁ ଆୟୋଜିତ ହୋଇଥିଲା ଓ ଏହା ୬୦୦ରୁ ଅଧିକ ଲୋକଙ୍କ ପାଖରେ ପହଁଚିଥିଲା। ସିଜିମାଳି ଅଂଚଳରେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନିହେନ୍ଦ୍ର ପଣ୍ଡାଙ୍କ ଦ୍ୱାରା ପତାକା ଦେଖାଇ ରାଲି ଉଦଘାଟିତ ହୋଇଥିଲା। ଓସାକ୍ସ ଓ ଜିଲ୍ଲା ମେଡିକାଲ କର୍ତୃପକ୍ଷଙ୍କ ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ୫୦୦୦ରୁ ଅଧିକ ଲୋକ ଯୋଗ ଦେଇଥିଲେ।

    କମ୍ପାନିର ସ୍ୱାସ୍ଥ୍ୟ ପଦକ୍ଷେପ ସଂପର୍କରେ ମତ ଦେଇ ମୁଖ୍ୟ ପରିଚାଳନା ଅଧିକାରି ଶ୍ରୀ ସୁନୀଲ ଗୁପ୍ତା କହିଥିଲେ, ଯେ ବେଦାନ୍ତ ଆଲୁମିନିୟମରେ ଆମେ ଦୃଢ ଭାବରେ ବିଶ୍ୱାସ କରୁ ଯେ ଗୋଷ୍ଠୀର ସ୍ୱାସ୍ଥ୍ୟ ଓ କଲ୍ୟାଣ ନିରନ୍ତର ବିକାଶର ମୂଳଦୁଆ ଅଟେ। ଏହି ବିଶ୍ୱ ଏଡ୍ସ ଦିବସରେ ଆମର ଏହି ସଚେତନତା ଅଭିଯାନ ଜରୀଆରେ ସ୍ୱାସ୍ଥ୍ୟ ପାଇଁ ରହିଥିବା ଚ୍ୟାଲେଂଜ ଗୁଡ଼ିକୁ ସମାଧାନ କରିବାରେ ପ୍ରତିବଦ୍ଧ ଅଟୁ। ଲୋକଙ୍କ ମଧ୍ୟରେ ଏହି ରୋଗ ସଂପର୍କରେ ରହିଥିବା ଭୟ, ନିନ୍ଦା-କଳଙ୍କକୁ ଦୂର କରି ଏହାର ପ୍ରତିକାର ତଥା ସଚେତନତା ବିଷୟରେ ଉପଯୁକ୍ତ ଶିକ୍ଷା ପ୍ରଦାନ କରିବା ଆମର ଲକ୍ଷ୍ୟ ଅଟେ। ଆମେ ସାମୁହିକ କାର୍ଯ୍ୟକୁ ପ୍ରେରଣା ଦେବା ଓ ସୁସ୍ଥତାର ମାର୍ଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ।

    ବେଦାନ୍ତ ଆଲୁମିନିୟମ ସ୍ୱାସ୍ଥ୍ୟ ଓ ସଚେତନତା ପଦକ୍ଷେପ ଜରୀଆରେ ସମାଜରେ ପରିବର୍ତନ ଆଣିବା ପାଇଁ ଉତ୍ସର୍ଗିକୃତ। ବିଭିନ୍ନ ହୀତାଧିକାରୀଙ୍କୁ ନିୟୋଜିତ କରି ବିଶ୍ୱ ଏଡସ ଦିବସକୁ ପାଳନ କରିବା ଓ ସଚେତନ ବୃଦ୍ଧି କରିବା ପ୍ରୟାସ ଜାରୀ ରଖିଛି।

    ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା। ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର‌୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା। ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି।

    Post Views: 114
    CEO Sunil Gupta HIV-AIDS Industry Odisha Vedanta Aluminum
    S.S
    • Website

    Keep Reading

    Union Budget 2026: Five key takeaways for Odisha

    Money Matters: Budget Jargons that we should know

    Odisha’s move into a new league in Business: Enterprise Odisha 2026 gives us a sneak peek

    Union Budget and its role in shaping Indian economy since Independence

    Why has Odisha Outpaced West Bengal in Growth and Income

    Odisha’s New Tourism Policy: A Move to Explore the Unexplored

    Editor Picks

    Union Budget 2026: Five key takeaways for Odisha

    February 3, 2026

    Money Matters: Budget Jargons that we should know

    January 31, 2026

    Odisha’s move into a new league in Business: Enterprise Odisha 2026 gives us a sneak peek

    January 30, 2026

    Union Budget and its role in shaping Indian economy since Independence

    January 28, 2026
    Latest Posts

    Union Budget 2026: Five key takeaways for Odisha

    February 3, 2026

    The Union Budget 2026, which was presented by finance minister Nirmala Sitharaman on Sunday (a…

    Money Matters: Budget Jargons that we should know

    January 31, 2026

    Union Finance Minister Nirmala Sitharaman will present the Union Budget 2026 on February 1.  Ahead…

    Odisha’s move into a new league in Business: Enterprise Odisha 2026 gives us a sneak peek

    January 30, 2026

    Enterprise Odisha 2026 event began on 28th January in Rourkela, and it gave us a…

    Subscribe to Updates

    Get the latest creative news from FooBar about art, design and business.

    Advertisement
    Demo
    industry odisha news portal latest odisha business updates odisha economy and industry bhubaneswar industrial development odisha investment opportunities real-time business news odisha msme and startup odisha
    Facebook X (Twitter) LinkedIn
    • About
    • Privacy Policy
    • Contact
    © 2026 IndustryOdisha.com | All Rights Reserved.

    Type above and press Enter to search. Press Esc to cancel.