ଭୁବନେଶ୍ୱର, ୧୬/୧୨/୨୪ – ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ କମ୍ପାନୀ ବେଦାନ୍ତ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ଗୋଷ୍ଠିର ୧୫୦୦ରୁ ଅଧିକ ସଦସ୍ୟଙ୍କୁ ନେଇ ଜଳ ସଂରକ୍ଷଣକୁ ଯୋଗାଉଛି ପ୍ରୋତ୍ସାହନ। ଏହି କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ବ୍ଲକର ୫ରୁ ଅଧିକ ଗ୍ରାମରେ ପୋଖରୀ ସଫେଇ କରାଯାଇଥିବାବେଳେ କଳାହାଣ୍ଡି ଗ୍ରାମର ପାନଭାଟା, ନକରୁଣ୍ଡି, ସିଙ୍ଗିନୀଭଳି ୧୦ରୁ ଅଧିକ ସ୍ଥାନରେ ନଳକୂପ ଜଳ ବିଶୋଧନ କରାଯାଇଥିଲା । ଜଳ ସଂରକ୍ଷଣକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ବେଦାନ୍ତ ଆଲୁମିନିୟମ ୩ଟି ଗ୍ରାମରେ ପ୍ରତିଯୋଗିତାମାନ ଆୟୋଜନ କରିବାବେଳେ ଏଥିରେ ଅଂଶଗ୍ରହଣ କରିଥିବା ପ୍ରାୟ ୩୦୦ ପ୍ରତିଯୋଗୀ ଉପକୃତ ହୋଇଥିଲେ । ଜଳ ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହି ଅଞ୍ଚଳରେ ଜଳ ଉପଲବ୍ଧତା ଏବଂ ଗୁଣବତ୍ତାରେ ଉନ୍ନତି ଆଣିବାରେ ଗୋଷ୍ଠିଗୁଡିକୁ ସକ୍ରିୟ ଭାବରେ ସାମିଲ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା। ଓଡ଼ିଶାର ଗ୍ରାମାଞ୍ଚଳରେ ଲୋକେ ବିଶୁଦ୍ଧ ଜଳର ସୀମିତ ଉପଲବ୍ଧତା ଏବଂ…
Author: editor industry odisha
New Delhi, December 16, 2024: Vedanta Aluminium, the largest aluminium producer in India and a leader in sustainability has reinforced its environmental leadership by collaborating with PwC India to launch significant biodiversity and carbon reduction initiatives in Odisha. This partnership continues the company’s legacy of promoting sustainable development through groundbreaking ecological and community-centered approaches. Vedanta, through a newly signed MoU with PwC India, is launching transformative initiatives to restore ecosystems, build climate resilience, and uplift communities. The collaboration focuses on biodiversity conservation and carbon reduction using innovative tools and global practices. Key projects include carbon sequestration to generate credits, GIS…
Bhubaneswar: December 16, 2024: The Sijimali Bauxite Block, situated across Kalahandi and Rayagada districts, is owned by Vedanta Aluminium and holds the potential to significantly uplift the socio-economic status of the local tribal populations. This will be achieved by accelerating the developmental process in these two Odisha districts. Vedanta has committed to investing Rs 1,200 crores over the next 25 years through the Lanjigarh Periphery Area Development Fund (LPDAF) and the proposed Sijimali Periphery Area Development Fund (SPDAF). Local public representatives will be included in the Special Purpose Vehicles (SPVs), ensuring the region’s transformation into a thriving area. Generating Rs 2,200…
ସିଜିମାଲି, ୧୬/୧୨/୨୪: ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଜ୍ଞା ପରାୟଣ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଂଚଳ ରାୟଗଡ଼ା, କଳାହାଣ୍ଡି ଓ ଝାରସୁଗୁଡ଼ା ଜିଲ୍ଲାର କୁରାଲୋଇ ଓ ସିଜିମାଲି ଖଣି ଆଖପାଖ ଅଞ୍ଚଳରେ ୫୦ରୁ ଅଧିକ ବିଦ୍ୟାଳୟରେ ୪୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସ୍କୁଲ କିଟ୍ ବଣ୍ଟନ କରିଛି।ପ୍ରତ୍ୟେକ ଅଧ୍ୟୟନ କିଟରେ ଗୋଟିଏ ସ୍କୁଲ ବ୍ୟାଗ୍, ଗୋଟିଏ ପାଣି ବୋତଲ, ଏକ ନୋଟ୍ ବୁକ୍, ଏକ ଜ୍ୟୋମେଟ୍ରି ବକ୍ସ ଏବଂ ଅନ୍ୟାନ୍ୟ ଉପକରଣ ସାମଗ୍ରୀ ରହିଛି, ଯାହା ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଆବଶ୍ୟକତା ପୂରଣ କରିପାରିବ । ସ୍କୁଲ କିଟ୍ ବଣ୍ଟନ କରାଯାଇଥିବା ଅଂଚଳଗୁଡିକ ମଧ୍ୟରେ ରହିଛି କୁଡାଲୋଇ ପଞ୍ଚାୟତର କୁଡାଲୋଇ, ପିପିଲିମାଲ ପଞ୍ଚାୟତରେ ପିପିଲିମାଲ, ଲିଆଖାଇ, ଉଜ୍ଜଲପୁର ଓ ଉଲାପ, ବଞ୍ଜରୀ ପଞ୍ଚାୟତରେ ବଞ୍ଜରୀ, ଗ୍ରିଣ୍ଡୋଲା, ଚଉରୀମହୁଲ ଓ ବାରତାପ ଏବଂ ବେଲପାହାଡ଼ ପୌରାଞ୍ଚଳର ୧୭ ନମ୍ବର ୱାର୍ଡ।…
ସିଜିମାଲି, ଓଡ଼ିଶା, ୧୬ ଡିସେମ୍ବର ୨୦୨୪: ବେଦାନ୍ତ ଆଲୁମିନିୟମ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ। ଓଡ଼ିଶାର ରାୟଗଡ଼ା ଜିଲ୍ଲାର ସିଜିମାଳି ଖଣି ଚାରିପାଖରେ ଥିବା ଦୂରବର୍ତି ଗ୍ରାମରେ ମୋବାଇଲ ସ୍ୱାସ୍ଥ୍ୟସେବା ୟୁନିଟ ଶୁଭାରମ୍ଭ ପରଠାରୁ ୧୮ଟି ଗ୍ରାମରେ ୩୩୦୦ରୁ ଅଧିକ ଗୋଷ୍ଠୀ ସଦସ୍ୟଙ୍କ ନିକଟରେ ପହଁଚିଛି। କମ୍ପାନିର ଏକ ସଂପୂର୍ଣ୍ଣ ସଜ୍ଜିତ ମୋବାଇଲ ହେଲଥ ୟୁନିଟ ପ୍ରସ୍ତୁତ ହୋଇ ରହିଛି ଓ ଏହା ସଂପୃକ୍ତ ଅଂଚଳରେ ୧୨୦ରୁ ଅଧିକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିସାରିଛି। ଏହି ପଦକ୍ଷେପ ବାସିନ୍ଦାଙ୍କୁ ସେମାନଙ୍କ ଦ୍ୱାରଦେଶରେ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହି ପଦକ୍ଷେପକୁ ଶ୍ରୀମତି ବାସନ୍ତି ବାଘ ପ୍ରଶଂସା କରି କହିଛନ୍ତି ଯେ, ବେଦାନ୍ତର ମୋବାଇଲ ହେଲଥ ୟୁନିଟ ଏହି ଅଂଚଳରେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଦିଗରେ ଏକ ବଡ଼ ପଦକ୍ଷେପ ନେଇଛି ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଉଛି। ଏତଦବ୍ୟତୀତ ଅମ୍ବାପଦର ଗାଁର ବାସିନ୍ଦା ସାକର ମାଜୀ ମଧ୍ୟ…
Bhubaneswar, December 14, 2024: Vedanta Aluminium, the leading aluminium producer in India, has scaled up its ‘Swarna Prashan’ drive, now benefiting over 6,400 students across 15 government schools in Odisha’s Rayagada and Kalahandi districts. Mr. Sunil Gupta, COO of Vedanta Aluminium, said, “Our collaboration with the Government of Odisha and the Ministry of AYUSH focuses on leveraging traditional practices to improve children’s health in underprivileged regions. Supporting children’s growth is crucial for creating thriving communities, and we are pleased with the positive impact the program is having in Kalahandi and Rayagada.” “The Swarna Prashan program has been enthusiastically adopted by…
ଝାରସୁଗୁଡା, ୧୪/୨୪ /୨୦୨୪: ଚଳିତ ବର୍ଷ ଶିଶୁ ଦିବସରେ ଅନିଲ ଅଗ୍ରୱାଲ ଫାଉଣ୍ଡେସନ ଏବଂ ଜିଲ୍ଲା ସାମାଜିକ କଲ୍ୟାଣ କାର୍ଯ୍ୟାଳୟର ମିଳିତ ଉଦ୍ୟମରେ ୫୦୦ ଅଙ୍ଗନୱାଡି କେନ୍ଦ୍ରକୁ ଅତ୍ୟାଧୁନିକ ନନ୍ଦଘରରେ ପରିଣତ କରିବାକୁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଥିଲା। ଯାହାକି ଅତ୍ୟାଧୁନିକ ଅଙ୍ଗନୱାଡିଭାବେ ମହିଳା ଏବଂ ଶିଶୁ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିଥାଏ। ଏହି କାର୍ଯ୍ୟକ୍ରମରେ ଝାରସୁଗୁଡା ଜିଲ୍ଲାପାଳ ଶ୍ରୀମତି ଅବୋଲି ନରଭାନେଙ୍କ ସମେତ ରାଜସ୍ୱ ମନ୍ତ୍ରୀ, ଶ୍ରୀ ସୁରେଶ ପୂଜାରୀ, ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ, ଡିଏସଡବ୍ଲୁଓ ପୁଣ୍ୟବତୀ ହେଲେନ ଜେସ୍, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଗାର୍ଟିଆ ଓ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ସୁନୀଲ ଗୁପ୍ତା କହିଥିଲେ, “ଆମେ ସେବା କରୁଥିବା ସମ୍ପ୍ରଦାୟ, ବେଦାନ୍ତରେ ସ୍ଥାୟୀ ବିକାଶ ଏବଂ ଅନ୍ତର୍ଭୂକ୍ତ ଅଭିବୃଦ୍ଧି ପାଇଁ ଗଭୀର ଭାବେ ପ୍ରତିବଦ୍ଧ। ନନ୍ଦଘର ପଦକ୍ଷେପ ମାଧ୍ୟମରେ, ଆମେ…
Union Coal and Mines Minister G Kishan Reddy emphasized India’s continued focus on coal-based power during an event on Thursday. Speaking at the launch of the 11th round of commercial coal mine auctions, Reddy highlighted the critical role of coal in the country’s energy landscape. He stated, “Power is not possible without coal, and life is not possible without power,” underscoring the indispensable nature of coal in meeting India’s energy needs. Reddy pointed out that while some countries are grappling with power shortages that hinder their growth, India has managed to avoid such a crisis. This resilience is largely attributed…
On Thursday, the Indian government awarded Letters of Award (LoAs) to four entities for availing fiscal incentives totaling ₹4,150 crore. This substantial financial support aims to set up coal gasification projects, marking a significant move towards enhancing the country’s energy infrastructure. Among the recipients of these awards is BCGCL, a joint venture between Coal India Ltd (CIL) and Bharat Heavy Electricals Ltd (BHEL). The government has distributed the Letters of Award to several key players in the coal and energy sector. These include a consortium of CIL-GAIL, Coal India Ltd., and New Era Cleantech Solution Pvt Ltd. These entities are…
Sterlite Power Transmission Ltd.’s unit has successfully secured ₹725 crore in funding, backed by GEF Capital Partners and Enam Holding. This significant investment is set to bolster the company’s manufacturing capabilities, particularly in power conductors, Optical Ground Wire (OPGW), and power cables. A notable part of this expansion includes the establishment of a new plant in Baroda, which will further enhance Sterlite Power’s production capacity. Investment Details and Stakeholders The funding round was led by GEF Capital Partners and Enam Holding, who are collectively investing ₹725 crore into Sterlite Power Transmission Ltd. (SPTL). According to Pratik Agarwal, Managing Director of…