Close Menu
Industry Odisha
    Facebook X (Twitter) Instagram
    Trending
    • ବେଦାନ୍ତ ଲାଞ୍ଜିଗଡ଼ର ପ୍ରକଳ୍ପ ସଙ୍ଗମ ମାଛ ଚାଷ ଚାଷୀଙ୍କ ପାଇଁ ନୂତନ ଆୟ ସ୍ରୋତ ସୃଷ୍ଟି କରିଛି
    • वेदांता लांजीगढ़ ने ‘प्रोजेक्ट संगम’ के अंतर्गत मत्स्य पालन पहल से किसानों के लिए नई आमदनी का स्रोत
    • Vedanta Lanjigarh Creates New Income Stream for Farmers with Pisciculture Initiative under Project Sangam
    • ବେଦାନ୍ତ ଲାଞ୍ଜିଗଡ଼ କଳାହାଣ୍ଡି ଏବଂ ରାୟଗଡ଼ାର ୯୨ଟି ଗାଁରେ ବାର୍ଷିକ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଅଭିଯାନ ଆରମ୍ଭ କରିଛି
    • वेदाांता लांजीगढ़ ने कालाहांडी और रायगढ़ा के 92 गांवों में वार्षिक मोतियाबिंद सर्जरी अभियान शुरू किया
    • Vedanta Lanjigarh Launches Annual Cataract Surgery Drive across 92 Villages in Kalahandi and Rayagada
    • ବେଦାନ୍ତ ଲାଞ୍ଜିଗଡ଼ର ତୀରନ୍ଦାଜ ପ୍ରୟାସ: ଓଡ଼ିଶା ସ୍କୁଲ ତୀରନ୍ଦାଜ ଚାମ୍ପିଅନସିପରେ ୧୨ଟି ପଦକ ଜିତି ଚାମ୍ପିଅନ
    • वेदांता लांजीगढ़ तीरंदाजी पहल ने ओडिशा स्कूल तीरंदाजी चैम्पियनशिप में 12 पदक जीतकर ‘ओवरऑल चैम्पियन’ का खिताब हासिल किया
    • About
    • Privacy Policy
    • Contact
    Subscribe
    Industry OdishaIndustry Odisha
    Facebook X (Twitter) LinkedIn
    Sunday, October 19th, 2025
    • Home
    • India
    • State
    • World
    • Industry
    • Business
    • Politics
    • Environment
    • Special
    • Language
      • English News
      • Hindi News
      • Odia News
    Industry Odisha
    Home » କୁଆଡ଼େ ଗଲା ୧୯,୨୦୦ ଟନ୍‌ କୋଇଲା ?

    କୁଆଡ଼େ ଗଲା ୧୯,୨୦୦ ଟନ୍‌ କୋଇଲା ?

    editorBy editorFebruary 1, 2025Updated:August 13, 2025 Industry No Comments2 Mins Read
    Share
    Facebook Twitter LinkedIn Pinterest Email

    ରାଉରକେଲା: ୨୦୨୨ ମସିହାରେ କୋଇଲା ପାଇଁ ବରାଦ ଦିଆଯାଇଥିଲା। ନିର୍ଦ୍ଧାରିତ ସମୟରେ କିଛି କୋଇଲା ଆସିଥିଲା ସତ, କିନ୍ତୁ ୧୯,୨୦୦ ଟନ୍ କୋଇଲା ଅନଲୋଡ୍ କରିନଥିଲା ଠିକା ସଂସ୍ଥା ବିଡ଼ମ୍ବନା ଏହା ଯେ, କୋଇଲା ପରିବହନକାରୀ ଠିକା ସଂସ୍ଥାକୁ କେବଳ ନୋଟିସ୍ ଦେଇ ଛାଡ଼ିଦେଲେ। କଳା ତାଲିକାଭୁକ୍ତ ବି କରାଗଲାନି କିମ୍ବା ଅବଶିଷ୍ଟ କୋଇଲା ଯୋଗାଇବାକୁ ବାଧ୍ୟ କରାଗଲାନି। ସମ୍ଭବତଃ ଏହି ବଡ଼ଧରଣର ହେରଫେର୍‌କୁ ଚାପିବାକୁ ପ୍ରୟାସ ଚାଲୁଥିଲା | ତେବେ ଏହି ଘଟଣା ପ୍ରଚାରିତ ହେବା ପରେ ଥାନାରେ ଏତଲା ଦିଆଯାଇଛି। କୋଟିଏ ଟଙ୍କାର କୋଇଲା ହେରଫେର୍ ହେବାର ଦୁଇବର୍ଷ ପରେ ଏତଲା ଦିଆଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ଏଭଳି ଏକ ଅନିୟମିତତା ସାମନାକୁ ଆସିଛି ଏନ୍ଏସ୍‌ପିସିଏଲ୍‌ରେ ।

    ଉଲ୍ଲେଖଯୋଗ୍ୟ, ୨୦୦୧ ମସିହାରେ ଏନ୍‌ଟିପିସି ଓ ‘ସେଲ୍’ର ମିଳିତ ସ‌ହବନ୍ଧନରେ ଗଠିତ ହୋଇଥିଲା ଏନ୍‌ଟିପିସି-ସେଲ୍ ପାୱାର୍ କମ୍ପାନି ଲିମିଟେଡ୍ ଉଦ୍ଦେଶ୍ୟ ଥିଲା ଏନ୍‌ଏସ୍‌ପିସିଏଲ୍ ରାଉରକେଲା ଇସ୍ପାତ କାରଖାନାରେ ଥିବା ୧୨୦ ମେଗାୱାଟ୍ ବିଶିଷ୍ଟ କ୍ୟାପ୍‌ଟିଭ୍ ପାଓ୍ବାର ପ୍ଲାଣ୍ଟ୍‌ ପରିଚାଳନା କରିବା ଏଥିପାଇଁ ପର୍ଯ୍ୟାପ୍ତ ପରିମାଣର କୋଇଲା ଆବଶ୍ୟକ ହୋଇଥାଏ | ଏହି କ୍ରମରେ ୨୦୨୨ ନଭେମ୍ବର ୮ ତାରିଖରେ ମିରଟ୍‌ର ଠିକାସଂସ୍ଥା ଆକାର ଇଞ୍ଜିନିୟର୍ସ ଓ କଣ୍ଟ୍ରାକ୍ଟର୍ସକୁ ୭୦ ହଜାର ଟନ୍ କୋଇଲା ପରିବହନ ପାଇଁ ଏନ୍ଏସ୍‌ପିସିଏଲ୍ ଠିକା ଦେଇଥିଲା। ସର୍ଭ ଥିଲା, ଏହି କୋଇଲା ମହାନଦୀ କୋଲ୍ଡ ଫିଲ୍‌ଲ୍ଡ ଲିମିଟେଡ୍ ୨ ଅଧୀନସ୍ଥ କୁଲ୍‌ଡା/ଗର୍ଜନବାହାଲ ଖଣିରୁ ଆସିବା ଏହା ସଡ଼କ ପଥ ଓ ରେଳପଥରେ ପରିବହନ ହୋଇ କୁଆରମୁଣ୍ଡା ଓ ଲଇକେରା ରେଲୱେ ସାଇଡିଂରେ ଅନ୍‌ଲୋଡ୍ ହେବା ପରେ ସଡ଼କପଥରେ ଏନ୍‌ଏସ୍‌ପିସିଏଲ ଭିତରକୁ ଅଣାଯିବା ପରିବହନ ବାବଦକୁ ଠିକାସଂସ୍ଥାକୁ ୩.୮୨ କୋଟି ଟଙ୍କା ପ୍ରଦାନ କରାଯିବା ସହ ଦୁଇ ମାସ ମଧ୍ୟରେ ପ୍ରକ୍ରିୟା ସଂପନ୍ନ ପାଇଁ ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଥିଲା। ଏହାପରେ ଏନ୍ଏସ୍‌ପିସିଏଲ୍ ପକ୍ଷରୁ ୭୦ ହଜାର ଟନ୍ କୋଇଲା କିଣିବାକୁ ଏମ୍‌ସିଏଲ୍‌କୁ ଅର୍ଡର ଦିଆଯାଇଥିଲା।

    ପରବର୍ତ୍ତୀ ସମୟରେ ଠିକାସଂସ୍ଥା ପାଖାପାଖି ୫୦, ୮୦୦ ଟନ୍‌ କୋଇଲା ଆଣି ରେଲୱେ ସାଇଡିଂରେ ଗଚ୍ଛିତ ରଖିଥିଲା ତେବେ ୨୦୨୩ ଫେବ୍ରୁଆରିରେ ପରିବହନ ଅବଧି ଶେଷ ହେବା ସତ୍ତ୍ବେ ଅବଶିଷ୍ଟ ୧୯,୨୦୦ ଟନ୍ କୋଇଲା ପହଞ୍ଚି ନଥିଲା। ପରେ ୨୦୨୩ ମସିହା ଜୁନ ୧୩ ତାରିଖରେ ଏନ୍ଏସ୍‌ପିସିଏଲ୍ ପକ୍ଷରୁ ଠିକାସଂସ୍ଥାକୁ ଅର୍ଡର ମୁତାବକ କୋଇଲା ପରିବହନ ହୋଇଥିବା କହିଥିଲା | ପରେ ଏନ୍ଏସ୍‌ପିସିଏଲ୍ ପକ୍ଷରୁ ବକେୟା ଟଙ୍କା ଦିଆଯାଉନଥିବାରୁ ପରିବହନରେ ସମସ୍ୟା ପରିମାଣର କୋଇଲା ସାଇଡିଂରେ ଅନଲୋଡ୍ କରିବାକୁ ରାଜି ହୋଇଥିଲା। ତେବେ ଠିକାସଂସ୍ଥା ପରବର୍ତ୍ତୀ ସମୟରେ ଆଉ କୋଇଲା ଅନଲୋଡ୍ କରିନଥିଲା। ଏହାଦ୍ଵାରା ଏନ୍ଏସ୍‌ପିସିଏଲ୍‌ର ପାଖାପାଖି ୪.୪୧ କୋଟି ଟଙ୍କା କ୍ଷତି ହୋଇଛି। ମୂଳ ଅର୍ଡର ଦିଆଯିବାର ପ୍ରାୟ ୨ ବର୍ଷପରେ, ଅର୍ଥାତ୍ ୨୦୨୪ ନଭେମ୍ବର ମାସରେ ଏନ୍‌ଏସ୍‌ପିସିଏଲ୍ ପକ୍ଷରୁ ଏ ନେଇ ଟାଙ୍ଗରପାଲି ଥାନାରେ ଏତଲା ଦିଆଯାଇଛି।

    Post Views: 121
    Coal Coal Mines Coal Mines In Odisha Coal Production NSPCL NTPC Power Plant
    editor
    • Website

    Keep Reading

    ବେଦାନ୍ତ ଲାଞ୍ଜିଗଡ଼ର ପ୍ରକଳ୍ପ ସଙ୍ଗମ ମାଛ ଚାଷ ଚାଷୀଙ୍କ ପାଇଁ ନୂତନ ଆୟ ସ୍ରୋତ ସୃଷ୍ଟି କରିଛି

    वेदांता लांजीगढ़ ने ‘प्रोजेक्ट संगम’ के अंतर्गत मत्स्य पालन पहल से किसानों के लिए नई आमदनी का स्रोत

    Vedanta Lanjigarh Creates New Income Stream for Farmers with Pisciculture Initiative under Project Sangam

    ବେଦାନ୍ତ ଲାଞ୍ଜିଗଡ଼ କଳାହାଣ୍ଡି ଏବଂ ରାୟଗଡ଼ାର ୯୨ଟି ଗାଁରେ ବାର୍ଷିକ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଅଭିଯାନ ଆରମ୍ଭ କରିଛି

    ବେଦାନ୍ତ ଲାଞ୍ଜିଗଡ଼ର ତୀରନ୍ଦାଜ ପ୍ରୟାସ: ଓଡ଼ିଶା ସ୍କୁଲ ତୀରନ୍ଦାଜ ଚାମ୍ପିଅନସିପରେ ୧୨ଟି ପଦକ ଜିତି ଚାମ୍ପିଅନ

    ବେଦାନ୍ତ ଆଲୁମିନିୟମର ପ୍ରୋଜେକ୍ଟ ସଖୀ ୪,୬୦୦ରୁ ଅଧିକ ମହିଳାଙ୍କ ଜୀବନକୁ ପରିବର୍ତ୍ତନ କରୁଛି

    Editor Picks

    ବେଦାନ୍ତ ଲାଞ୍ଜିଗଡ଼ର ପ୍ରକଳ୍ପ ସଙ୍ଗମ ମାଛ ଚାଷ ଚାଷୀଙ୍କ ପାଇଁ ନୂତନ ଆୟ ସ୍ରୋତ ସୃଷ୍ଟି କରିଛି

    October 17, 2025

    वेदांता लांजीगढ़ ने ‘प्रोजेक्ट संगम’ के अंतर्गत मत्स्य पालन पहल से किसानों के लिए नई आमदनी का स्रोत

    October 17, 2025

    Vedanta Lanjigarh Creates New Income Stream for Farmers with Pisciculture Initiative under Project Sangam

    October 17, 2025

    ବେଦାନ୍ତ ଲାଞ୍ଜିଗଡ଼ କଳାହାଣ୍ଡି ଏବଂ ରାୟଗଡ଼ାର ୯୨ଟି ଗାଁରେ ବାର୍ଷିକ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଅଭିଯାନ ଆରମ୍ଭ କରିଛି

    October 13, 2025
    Latest Posts

    ବେଦାନ୍ତ ଲାଞ୍ଜିଗଡ଼ର ପ୍ରକଳ୍ପ ସଙ୍ଗମ ମାଛ ଚାଷ ଚାଷୀଙ୍କ ପାଇଁ ନୂତନ ଆୟ ସ୍ରୋତ ସୃଷ୍ଟି କରିଛି

    October 17, 2025

    ଲାଞ୍ଜିଗଡ଼, ୧୭ ଅକ୍ଟୋବର ୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ସ୍ଥାୟୀ ଜୀବିକାକୁ ପ୍ରୋତ୍ସାହିତ କରିବା ଏବଂ…

    वेदांता लांजीगढ़ ने ‘प्रोजेक्ट संगम’ के अंतर्गत मत्स्य पालन पहल से किसानों के लिए नई आमदनी का स्रोत

    October 17, 2025

    भुवनेश्वर, 17 अक्टूबर 2025: भारत की सबसे बड़ी एल्युमिनियम उत्पादक कंपनी, वेदांता एल्युमिनियम ने सतत…

    Vedanta Lanjigarh Creates New Income Stream for Farmers with Pisciculture Initiative under Project Sangam

    October 17, 2025

    Lanjigarh, 17th October 2025: Vedanta Aluminium, India’s largest producer of aluminium, in a significant step…

    Subscribe to Updates

    Get the latest creative news from FooBar about art, design and business.

    Advertisement
    Demo
    industry odisha news portal latest odisha business updates odisha economy and industry bhubaneswar industrial development odisha investment opportunities real-time business news odisha msme and startup odisha
    Facebook X (Twitter) LinkedIn
    • About
    • Privacy Policy
    • Contact
    © 2025 IndustryOdisha.com | All Rights Reserved.

    Type above and press Enter to search. Press Esc to cancel.