Close Menu
Industry Odisha
    Facebook X (Twitter) Instagram
    Trending
    • Vedanta Aluminium Empowers Differently-Abled Persons in Odisha with Mobility and Hearing Aids
    • वेदांता एल्युमिनियम ने दिव्यांगों की मदद के लिए हाथ बढ़ाया: व्हीलचेयर और श्रवण – संबंधी उपकरण दिए
    • ଦିବ୍ୟାଙ୍ଗମାନଙ୍କୁ ସହଯୋଗର ହାତ ବଢାଇଲା ବେଦାନ୍ତ ଆଲୁମିନିୟମ
    • वेदांता लांजीगढ़ ने छात्रवृत्ति के तहत डीएवी वेदांता इंटरनेशनल स्कूल की सफलता को मान्यता दी
    • ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଛାତ୍ରବୃତ୍ତି ପୁରସ୍କାର ଅଧୀନରେ ଡିଏଭି ବେଦାନ୍ତ ଇଣ୍ଟରନ୍ୟାସନାଲ ସ୍କୁଲର ସଫଳତାକୁ ସ୍ୱୀକୃତି
    • Vedanta Lanjigarh Recognizes Academic Achievers of DAV Vedanta International School Under its Flagship Merit Scholarship Award
    • ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅଙ୍ଗନବାଡି କେନ୍ଦ୍ରରେ ‘ଶିଶୁ ସଞ୍ଜୀବନୀ ’ ର ଶୁଭାରମ୍ଭ
    • वेदांता एल्युमिनियम ने आंगनवाड़ी केंद्रों पर ‘शिशु संजीवनी’ शुरू किया
    • About
    • Privacy Policy
    • Contact
    Subscribe
    Industry OdishaIndustry Odisha
    Facebook X (Twitter) LinkedIn
    Sunday, December 14th, 2025
    • Home
    • India
    • State
    • World
    • Industry
    • Business
    • Politics
    • Environment
    • Special
    • Language
      • English News
      • Hindi News
      • Odia News
    Industry Odisha
    Home » ଓଡ଼ିଶା ଅର୍ଥନୈତିକ ସର୍ଭେ ୨୦୨୪-୨୫: ୭.୨% ହାରରେ ବଢ଼ିଛି ଅର୍ଥନୀତି

    ଓଡ଼ିଶା ଅର୍ଥନୈତିକ ସର୍ଭେ ୨୦୨୪-୨୫: ୭.୨% ହାରରେ ବଢ଼ିଛି ଅର୍ଥନୀତି

    S.SBy S.SFebruary 18, 2025Updated:October 17, 2025 India No Comments2 Mins Read
    Share
    Facebook Twitter LinkedIn Pinterest Email

    ଭୁବନେଶ୍ଵର: ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶା ଅର୍ଥନୀତିର ଆକାର ୯.୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ଯାହାକି ୧୧୩ ବିଲିୟନ ଆମେରିକୀୟ ଡଲାର ସହ ସମାନ ଅଟେ। ୨୦୨୪-୨୫ରେ ରାଜ୍ୟର ବାସ୍ତବ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବା ନେଇ ଆକଳନ କରାଯାଉଛି। ଭାରତର ୬.୪ ପ୍ରତିଶତ ଅଭିବୃଦ୍ଧି ତୁଳନାରେ ଏହା ଅଧିକ ଏହି ବର୍ଷରେ ଓଡ଼ିଶା ଅର୍ଥନୀତିର ସମସ୍ତ କ୍ଷେତ୍ରରେ ସୁଦୃଢ଼ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି ରାଜ୍ୟ ଅର୍ଥନୀତିରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଯୋଗଦାନ ପ୍ରାୟ ୧୯ ପ୍ରତିଶତ ଓ ଏହାର ଅଭିବୃଦ୍ଧି ହାର ୩.୩ ପ୍ରତିଶତ ଅଟେ | ଯାହା ସର୍ବଭାରତୀୟ ସ୍ତରର ଅଭିବୃଦ୍ଧି ସହ ପ୍ରାୟତଃ ସମାନ ଅପରପକ୍ଷରେ ରାଜ୍ୟ ଅର୍ଥନୀତିରେ ଶିଳ୍ପ କ୍ଷେତ୍ରର ଯୋଗଦାନ ୪୪ ପ୍ରତିଶତ ଥିବାବେଳେ ଏହାର ଅଭିବୃଦ୍ଧି ହାର ୬.୧ ପ୍ରତିଶତ। ଉଦାହରଣ ସ୍ବରୂପ ୨୦୨୧ରେ ଆମେରିକାର ମୋଟ ସଂଯୋଜିତ ମୂଲ୍ୟରେ ସେବା କ୍ଷେତ୍ରର ଅଂଶ ୭୭.୬ ପ୍ରତିଶତ ଥିଲା। ସେବା କ୍ଷେତ୍ରରେ ଅଧିକ ଅଭିବୃଦ୍ଧି ଭବିଷ୍ୟତର ଅର୍ଥନୀତି ପାଇଁ ଏକ ଶୁଭ ସଂକେତ ଅଟେ।

    ୨୦୨୪-୨୫ ଆର୍ଥିକ ବର୍ଷରେ ମୁଣ୍ଡପିଛା ଆୟ ୧୦.୬ ପ୍ରତିଶତ ବୃଦ୍ଧି ପାଇ ୧.୮୩ ଲକ୍ଷ ଟଙ୍କା ପୁରରେ ପହଞ୍ଚିଛି ଏବଂ ସର୍ବଭାରତୀୟ ମୁତ‌ପିତ୍ତ ଆୟଠାରୁ ଏହାର ବ୍ୟବଧାନ ଏକ ଅଙ୍ଗକୁ ହ୍ରାସ ପାଇଛି। ଅନ୍ୟ ରାଜ୍ୟ ତୁଳନାରେ ମୁଣ୍ଡପିଛା ଆୟ ହିସାବରେ ଓଡ଼ିଶା ଏକାଦଶ ସ୍ଥାନରେ ରହିଛି। ୨୦୨୩-୨୪ ଅର୍ଥକ ବର୍ଷର ତଥ୍ୟ ଅନୁଯାୟୀ ଯଦି ଓଡ଼ିଶା ମୁଣ୍ଡପିଛା ଆୟବୃଦ୍ଧିକୁ ୧.୦ ପ୍ରତିଶତ ପଏଣ୍ଟରେ ତ୍ବରାନ୍ବିତ କରିବାରେ ସଫଳ ହୁଏ, ତେବେ ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟର ଓଡିଶା ଇକୋନୋମିକ୍ ସର୍ଭେ ମୁଣ୍ଡପିଛା ଆୟ ଜାତୀୟ ସ୍ତରର ମୁଣ୍ଡପିଛା ଆୟ ସହିତ ପ୍ରାୟ ସମକକ୍ଷ ହୋଇପାରିବ ଆଗାମୀ ଦିନରେ ରାଜ୍ୟ ଏକ ଦ୍ରୁତ ଅଭିବୃଦ୍ଧି ପାଇଁ ପ୍ରସ୍ତୁତ ଅଭିବୃଦ୍ଧିର ପ୍ରମୁଖ ସହାୟକ ଯଥା: ଜମି, ଶ୍ରମ ପୁଞ୍ଜି, ସମ୍ବଳ ଏବଂ ଗିରିଭୂମି ଅଟେ ୨୦୨୩ ମସିହାରେ ୧.୫ ଲକ୍ଷ ବର୍ଗ କିଲୋମିଟର ମୋଟ ଭୌଗୋଳିକ କ୍ଷେତ୍ରର ପ୍ରାୟ ୪.୩ ପ୍ରତିଶତ ନିର୍ମିତ କ୍ଷେତ୍ର ଥିଲା।

    ଏଥିସହିତ ଓଡ଼ିଶାରେ ବେକାରୀ ହାର ଜାତୀୟ ହାର ତୁଳନାରେ କମ୍ ରହିଛି। ଜାତୀୟ ସ୍ତରରେ ମୋଟ ବେକାରୀ ହାର ୩.୨ ପ୍ରତିଶତ ରହିଛି। କିନ୍ତୁ ଓଡ଼ିଶାରେ ଏହା ୩.୧ ପ୍ରତିଶତ ରହିଥିବା ଦର୍ଶାଯାଇଛି। ଓଡ଼ିଶାର ମୋଟ ଶ୍ରମଶକ୍ତିର ୪୯ ପ୍ରତିଶତ କୃଷି ଓ ଅନୁଷଙ୍ଗିକ କ୍ଷେତ୍ରରେ କାର୍ଯ୍ୟ କରୁଥିବାବେଳେ ଶିଳ୍ପ କ୍ଷେତ୍ରରେ ୨୬ ପ୍ରତିଶତ ଏବଂ ସେବା କ୍ଷେତ୍ରରେ ୨୫ ପ୍ରତିଶତ ଶ୍ରମଶକ୍ତି ନିୟୋଜିତ ଅଛନ୍ତି।
    ଏଥିପାଇଁ ରାଜ୍ୟର ୬ଟି ବିକାଶ କ୍ଲଷ୍ଟର ଉଲ୍ଲେଖ କରାଯାଇଛି। ସେଗୁଡ଼ିକ ହେଲା ଭୁବନେଶ୍ଵର-କଟକ-ପୁରୀ ଛତ୍ରପୁର-ବ୍ରହ୍ମପୁର-ଗୋପାଳପୁର, ବାଲେଶ୍ଵର-ଭଦ୍ରକ-ଯାଜପୁର-ପାରାଦୀପ, ସମ୍ବଲପୁର-ଝାରସୁଗୁଡ଼ା ଜୟପୁର-ମୁନାବେଡ଼ା କୋରାପୁଟ ରାଜ୍ୟର ଆର୍ଥିକ ସ୍ଥିତି ମଧ୍ୟ ଭଲ ଥିବା ଦର୍ଶାଯାଇଛି! ଏଫ୍‌ଆଲ୍‌ଟିଏମ୍ ଆଇନ ଅନୁସାରେ ରାଜ୍ୟର ବିତ୍ତୀୟ ନିଅଣ୍ଟ କିଏସ୍‌ତିପିର ୩.୫ ପ୍ରତିଶତ ମଧ୍ୟରେ ର‌ହିବା କଥା ୨୦୨୪-୨୫ ବଜେଟ୍ ଆକଳନରେ ଏହାକୁ ୩.୪ ପ୍ରତିଶତରେ ରଖାଯାଇଛି।

    Post Views: 104
    Budget- 24-25 Economy Survey Report- 25 Odisha's Economy per capita income of Odisha
    S.S
    • Website

    Keep Reading

    ଦିବ୍ୟାଙ୍ଗମାନଙ୍କୁ ସହଯୋଗର ହାତ ବଢାଇଲା ବେଦାନ୍ତ ଆଲୁମିନିୟମ

    ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଛାତ୍ରବୃତ୍ତି ପୁରସ୍କାର ଅଧୀନରେ ଡିଏଭି ବେଦାନ୍ତ ଇଣ୍ଟରନ୍ୟାସନାଲ ସ୍କୁଲର ସଫଳତାକୁ ସ୍ୱୀକୃତି

    ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅଙ୍ଗନବାଡି କେନ୍ଦ୍ରରେ ‘ଶିଶୁ ସଞ୍ଜୀବନୀ ’ ର ଶୁଭାରମ୍ଭ

    ଓଡ଼ିଶାର କୃଷକଙ୍କ ଝିଅ ଯିଏ କି ଏକ ସୁଯୋଗକୁ କ୍ରୀଡ଼ା ଭବିଷ୍ୟତରେ ପରିଣତ କରିଦେଲେ

    ବେଦାନ୍ତ ଆଲୁମିନିୟମ ପକ୍ଷରୁ ସୁନ୍ଦରଗଡ ଏବଂ ଝାରସୁଗୁଡ଼ାରେ ଶୀତକାଳୀନ ସହାୟତା

    ବେଦାନ୍ତ ଆଲୁମିନିୟମ କୋରାପୁଟ ଜିଲ୍ଲାରେ ୩୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ନିରାପଦ ପାନୀୟ ଜଳ ସୁବିଧା କରିଛି

    Editor Picks

    Vedanta Aluminium Empowers Differently-Abled Persons in Odisha with Mobility and Hearing Aids

    December 12, 2025

    वेदांता एल्युमिनियम ने दिव्यांगों की मदद के लिए हाथ बढ़ाया: व्हीलचेयर और श्रवण – संबंधी उपकरण दिए

    December 12, 2025

    ଦିବ୍ୟାଙ୍ଗମାନଙ୍କୁ ସହଯୋଗର ହାତ ବଢାଇଲା ବେଦାନ୍ତ ଆଲୁମିନିୟମ

    December 12, 2025

    वेदांता लांजीगढ़ ने छात्रवृत्ति के तहत डीएवी वेदांता इंटरनेशनल स्कूल की सफलता को मान्यता दी

    December 9, 2025
    Latest Posts

    Vedanta Aluminium Empowers Differently-Abled Persons in Odisha with Mobility and Hearing Aids

    December 12, 2025

    Bhubaneswar, 12th December 2025: Vedanta Aluminium, India’s largest producer of aluminium, reaffirmed its commitment to inclusive…

    वेदांता एल्युमिनियम ने दिव्यांगों की मदद के लिए हाथ बढ़ाया: व्हीलचेयर और श्रवण – संबंधी उपकरण दिए

    December 12, 2025

    भुवनेश्वर, 12/12/2025: वेदांता एल्युमिनियम, भारत का सबसे बड़ा एल्युमिनियम उत्पादक, ने ओडिशा के सुंदरगढ़ और…

    ଦିବ୍ୟାଙ୍ଗମାନଙ୍କୁ ସହଯୋଗର ହାତ ବଢାଇଲା ବେଦାନ୍ତ ଆଲୁମିନିୟମ

    December 12, 2025

    ହୁଇଲଚେୟାର ଏବଂ ଶ୍ରବଣ ଯନ୍ତ୍ର ପ୍ରଦାନ ଭୁବନେଶ୍ୱର,୧୨/୧୨/୨୦୨୫ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ସୁନ୍ଦରଗଡ…

    Subscribe to Updates

    Get the latest creative news from FooBar about art, design and business.

    Advertisement
    Demo
    industry odisha news portal latest odisha business updates odisha economy and industry bhubaneswar industrial development odisha investment opportunities real-time business news odisha msme and startup odisha
    Facebook X (Twitter) LinkedIn
    • About
    • Privacy Policy
    • Contact
    © 2025 IndustryOdisha.com | All Rights Reserved.

    Type above and press Enter to search. Press Esc to cancel.