Close Menu
Industry Odisha
    Facebook X (Twitter) Instagram
    Trending
    • ବେଦାନ୍ତ ଲାଞ୍ଜିଗଡ଼ର ପ୍ରକଳ୍ପ ସଙ୍ଗମ ମାଛ ଚାଷ ଚାଷୀଙ୍କ ପାଇଁ ନୂତନ ଆୟ ସ୍ରୋତ ସୃଷ୍ଟି କରିଛି
    • वेदांता लांजीगढ़ ने ‘प्रोजेक्ट संगम’ के अंतर्गत मत्स्य पालन पहल से किसानों के लिए नई आमदनी का स्रोत
    • Vedanta Lanjigarh Creates New Income Stream for Farmers with Pisciculture Initiative under Project Sangam
    • ବେଦାନ୍ତ ଲାଞ୍ଜିଗଡ଼ କଳାହାଣ୍ଡି ଏବଂ ରାୟଗଡ଼ାର ୯୨ଟି ଗାଁରେ ବାର୍ଷିକ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଅଭିଯାନ ଆରମ୍ଭ କରିଛି
    • वेदाांता लांजीगढ़ ने कालाहांडी और रायगढ़ा के 92 गांवों में वार्षिक मोतियाबिंद सर्जरी अभियान शुरू किया
    • Vedanta Lanjigarh Launches Annual Cataract Surgery Drive across 92 Villages in Kalahandi and Rayagada
    • ବେଦାନ୍ତ ଲାଞ୍ଜିଗଡ଼ର ତୀରନ୍ଦାଜ ପ୍ରୟାସ: ଓଡ଼ିଶା ସ୍କୁଲ ତୀରନ୍ଦାଜ ଚାମ୍ପିଅନସିପରେ ୧୨ଟି ପଦକ ଜିତି ଚାମ୍ପିଅନ
    • वेदांता लांजीगढ़ तीरंदाजी पहल ने ओडिशा स्कूल तीरंदाजी चैम्पियनशिप में 12 पदक जीतकर ‘ओवरऑल चैम्पियन’ का खिताब हासिल किया
    • About
    • Privacy Policy
    • Contact
    Subscribe
    Industry OdishaIndustry Odisha
    Facebook X (Twitter) LinkedIn
    Sunday, October 19th, 2025
    • Home
    • India
    • State
    • World
    • Industry
    • Business
    • Politics
    • Environment
    • Special
    • Language
      • English News
      • Hindi News
      • Odia News
    Industry Odisha
    Home » ସେନ୍‌ସେକ୍ସ ୩୧୯ ପଏଣ୍ଟ ଖସିଲା; ୫ ଲକ୍ଷ କୋଟି ବୁଡ଼ିଲା

    ସେନ୍‌ସେକ୍ସ ୩୧୯ ପଏଣ୍ଟ ଖସିଲା; ୫ ଲକ୍ଷ କୋଟି ବୁଡ଼ିଲା

    S.SBy S.SFebruary 6, 2025Updated:October 17, 2025 India No Comments2 Mins Read
    Share
    Facebook Twitter LinkedIn Pinterest Email

    ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ଡୋନାଲ୍ସ ଟ୍ରମ୍ପ ବିଶ୍ବ ବଜାରରେ ଅସ୍ଥିରତା ସୃଷ୍ଟି କରିଦେଇଛନ୍ତି। ସେ ଘୋଷଣା କରିଥିବା ‘ଶୁଳ୍କ ଯୁଦ୍ଧ’ ଦ୍ବାରା ସୋନ ସାମବାର ବିଶ୍ବର ପ୍ରମ୍ବ ପ୍ରମୁଖ ସେୟାର ବନ ବଜାର ଧରାଶାୟ ଧରାଶାୟୀ ହୋଇଯାଇଛି। ଚୀନ୍, କାନାଡ଼ା, ମେହି ମକ୍ସିକୋ ସହିତ ଭାରତୀୟ ସେୟାର ବଜାରରେ ବଡ଼ ହ୍ରାସ ଦେଖା ଦେଇଛି । ଆଜି ବିଏସ୍‌ଇ ସେନ୍‌ସେକ୍ସ ୩୧୯ ପଏଣ୍ଟ ହ୍ରାସ ୦୭,୧୮୬. ୭୪ ୭୪ରେ ପହଞ୍ଚି ଯାଇଛି। ପାଇ ୭୭,୧୮ ଆରମ୍ଭ ହୋଇପାରେ ବାଣିଜ୍ୟ ଯୁଦ୍ଧ । ସେହିପରି ଏନ୍‌ଏସ୍‌ର ନିପ୍ଟି ୧୨୧ ପଏଣ୍ଟ ଖସି ୨୩, ୩୬୧.୦୫ରେ ବଜାର ବନ୍ଦ ହୋଇଛି | ଆଜି କାରବାର ସମୟରେ ସେନ୍‌ସେକ୍ସ ୭୦୦ରୁ ଅଧିକ ଏବଂ ନିପ୍ତି ୨୬୦ରୁ ଊର୍ଦ୍ଧ ପଏଣ୍ଟ ହ୍ରାସ ପାଇଥିଲା। ମାତ୍ର ପରେ ଏଥିରେ ସୁଧାର ଆସିଥିଲା | ଏହି ହ୍ରାସ ଯୋଗୁଁ ନିବେଶକଙ୍କର ବିପୁଳ କ୍ଷତି ହୋଇଛି। ୫.୩ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଛି| ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଏଲ୍‌ଆଣ୍ଡଟିର ସେୟାର ସର୍ବାଧିକ ହ୍ରାସ ପାଇଛି ।

    ସେୟାର ବଜାର ହ୍ରାସ ଯୋଗୁଁ ବିଏସ୍‌ଇରେ ପଞ୍ଜିକୃତ ସବୁ କମ୍ପାନୀଙ୍କ ବଜାର ବଡ ପୁଞ୍ଜି ୫.୩୦ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି ଛି | ଏବେ ମୋଟ ବଜାର ପୁଞ୍ଜି ୪୧୯.୪୯ ଲକ୍ଷ କୋଟି ଟଙ୍କା ରହିଛି। ଏହି ହ୍ରାସ ପଛରେ ୪ଟି ପ୍ରମୁଖ କାରଣ ରହିଛି। ସେଗୁଡିକ ହେଲା ଡୋନାଲ୍ଡ ଟ୍ରମ୍ପଙ୍କ ଟାରିପ, ଡଲାର, ଆମେରିକା ଟ୍ରେଜେରି (ୟିଳ୍ପ) ଏବଂ ତୈଳ ମୂଲ୍ୟରେ ବୃଦ୍ଧି ଯୋଗୁଁ ଏପରି ହୋଇଛି | କାନାଡ଼ା ଓ ମେକ୍ସିକୋ ଉପରେ ୨୫% ଏବଂ ଚୀନ୍ ଉପରେ ୧୦ % ଟାରିଫ ଲଗାଇବାକୁ ଆମେରିକା ଘୋଷଣା କରିଛି | ପ୍ରବାସୀ ଏବଂ ଫେଣ୍ଟେନାଇଲ ପ୍ରବାହକୁ ମୁକାବିଲା ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି I ଏହାଦ୍ବାରା ବାଣିଜ୍ୟ ଯୁଦ୍ଧ ବଢ଼ିବାର ଆଶଙ୍କା ରହିଛି I ଏହାକୁ ନେଇ କାନାଡ଼ା ଧମକ ଦେଇଥିବାବେଳେ ବିଶ୍ବ ବାଣିଜ୍ୟ ସଂଗଠନରେ ନିଷ୍ପତିକୁ ବିରୋଧ କରାଯିବ ବୋଲି ଚୀନ୍ ପକ୍ଷରୁ କୁହାଯାଇଛି | ଟ୍ରମ୍ପ ମଧ୍ଯ ୟୁରୋପୀୟ ସଂଘ ଉପରେ ଟାରିଫ ବଢ଼ାଇବାକୁ କହିଛନ୍ତି। ସେହିପରି ଅସୋର ଟ୍ରେଡିଂରେ ଚୀନ୍ ଯୁଆନ ତୁଳନାରେ ଡଲାର ରେକର୍ଡସ୍ତରରେ ପହଞ୍ଚି ଯାଇଛି।

    ଏହା ବ୍ୟତୀତ ଆମେରିକୀୟ ଟ୍ରେଜେରି ୟୀଲ୍ମରେ ୩.୬ ପଏଣ୍ଟ ବୃଦ୍ଧି ପାଇଛି । ଏହା ୪.୨୭ ପ୍ରତିଶତରେ ପହଞ୍ଚି ଯାଇଛି | ଏହି ବୃଦ୍ଧି ଭାରତ ଭଳି ଅର୍ଥବ୍ୟବସ୍ଥା ଉପରେ ଖରାପ ପ୍ରଭାବ ପକାଇବ। ଯିଳ୍ପରେ ନିବେଶ ବୃଦ୍ଧି ପାଇବ। ସେହିପରି ଆମେରିକା ଟାରିଫ ଘୋଷଣା କରିବା ପରେ ତୈଳ ମୂଲ୍ୟ ବୃଦ୍ଧି ପାଇଛି । ଏହାଦ୍ବାରା ଆମେରିକାର ସବୁଠୁ ବଡ଼ ୨ ଆମଦାନୀକାରୀଙ୍କ ଚିନ୍ତା ବଢ଼ିଯାଇଛି। ଅଶୋଧିତ ତୈଳ ଯୋଗାଣ ହ୍ରାସ ପାଇବାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଟାରିଫ ବୃଦ୍ଧି ଯୋଗୁଁ ଚୀନ୍, ମେକ୍ସିକୋ ଏବଂ କାନାଡ଼ା ମୁଦ୍ରାର ମୂଲ୍ୟ ରେକର୍ଡ ହ୍ରାସ ପାଇଛି। ଚୀନ୍‌ର ୟୁଆନ ସର୍ବନିମ୍ନସ୍ତରକୁ ଚାଲିଯାଇଛି। ମେକ୍ସିକୋର ପେସୋ ଏବଂ କାନାଡ଼ା ଡଲାର ମଧ୍ୟ ନିମ୍ନସ୍ତରକୁ ଖସି ଯାଇଛି | ଏହାଦ୍ଵାରା ବାଣିଜ୍ୟ ଯୁଦ୍ଧ ହେବାର ସ୍ଥିତି ସୃଷ୍ଟି ହୋଇଛି।

    Post Views: 88
    National Stock Exchange Stock Exchange Stock Market Stock Market 2025 Stock Market Fall
    S.S
    • Website

    Keep Reading

    ବେଦାନ୍ତ ଲାଞ୍ଜିଗଡ଼ର ପ୍ରକଳ୍ପ ସଙ୍ଗମ ମାଛ ଚାଷ ଚାଷୀଙ୍କ ପାଇଁ ନୂତନ ଆୟ ସ୍ରୋତ ସୃଷ୍ଟି କରିଛି

    ବେଦାନ୍ତ ଲାଞ୍ଜିଗଡ଼ କଳାହାଣ୍ଡି ଏବଂ ରାୟଗଡ଼ାର ୯୨ଟି ଗାଁରେ ବାର୍ଷିକ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଅଭିଯାନ ଆରମ୍ଭ କରିଛି

    ବେଦାନ୍ତ ଲାଞ୍ଜିଗଡ଼ର ତୀରନ୍ଦାଜ ପ୍ରୟାସ: ଓଡ଼ିଶା ସ୍କୁଲ ତୀରନ୍ଦାଜ ଚାମ୍ପିଅନସିପରେ ୧୨ଟି ପଦକ ଜିତି ଚାମ୍ପିଅନ

    ବେଦାନ୍ତ ଆଲୁମିନିୟମର ପ୍ରୋଜେକ୍ଟ ସଖୀ ୪,୬୦୦ରୁ ଅଧିକ ମହିଳାଙ୍କ ଜୀବନକୁ ପରିବର୍ତ୍ତନ କରୁଛି

    Vedanta’s Grassroots Sports Drive Transforms Lives of Rural Youth in Kalahandi

    वेदांता लांजीगढ़ के स्किल्स ट्रेनिंग सेंटर ने खाद्य एवं पेय (F&B) के 21वें बैच में 93% प्लेसमेंट हासिल किया, कलाहांडी में युवाओं के लिए रोज़गार का मार्ग प्रशस्त

    Editor Picks

    ବେଦାନ୍ତ ଲାଞ୍ଜିଗଡ଼ର ପ୍ରକଳ୍ପ ସଙ୍ଗମ ମାଛ ଚାଷ ଚାଷୀଙ୍କ ପାଇଁ ନୂତନ ଆୟ ସ୍ରୋତ ସୃଷ୍ଟି କରିଛି

    October 17, 2025

    वेदांता लांजीगढ़ ने ‘प्रोजेक्ट संगम’ के अंतर्गत मत्स्य पालन पहल से किसानों के लिए नई आमदनी का स्रोत

    October 17, 2025

    Vedanta Lanjigarh Creates New Income Stream for Farmers with Pisciculture Initiative under Project Sangam

    October 17, 2025

    ବେଦାନ୍ତ ଲାଞ୍ଜିଗଡ଼ କଳାହାଣ୍ଡି ଏବଂ ରାୟଗଡ଼ାର ୯୨ଟି ଗାଁରେ ବାର୍ଷିକ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଅଭିଯାନ ଆରମ୍ଭ କରିଛି

    October 13, 2025
    Latest Posts

    ବେଦାନ୍ତ ଲାଞ୍ଜିଗଡ଼ର ପ୍ରକଳ୍ପ ସଙ୍ଗମ ମାଛ ଚାଷ ଚାଷୀଙ୍କ ପାଇଁ ନୂତନ ଆୟ ସ୍ରୋତ ସୃଷ୍ଟି କରିଛି

    October 17, 2025

    ଲାଞ୍ଜିଗଡ଼, ୧୭ ଅକ୍ଟୋବର ୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ସ୍ଥାୟୀ ଜୀବିକାକୁ ପ୍ରୋତ୍ସାହିତ କରିବା ଏବଂ…

    वेदांता लांजीगढ़ ने ‘प्रोजेक्ट संगम’ के अंतर्गत मत्स्य पालन पहल से किसानों के लिए नई आमदनी का स्रोत

    October 17, 2025

    भुवनेश्वर, 17 अक्टूबर 2025: भारत की सबसे बड़ी एल्युमिनियम उत्पादक कंपनी, वेदांता एल्युमिनियम ने सतत…

    Vedanta Lanjigarh Creates New Income Stream for Farmers with Pisciculture Initiative under Project Sangam

    October 17, 2025

    Lanjigarh, 17th October 2025: Vedanta Aluminium, India’s largest producer of aluminium, in a significant step…

    Subscribe to Updates

    Get the latest creative news from FooBar about art, design and business.

    Advertisement
    Demo
    industry odisha news portal latest odisha business updates odisha economy and industry bhubaneswar industrial development odisha investment opportunities real-time business news odisha msme and startup odisha
    Facebook X (Twitter) LinkedIn
    • About
    • Privacy Policy
    • Contact
    © 2025 IndustryOdisha.com | All Rights Reserved.

    Type above and press Enter to search. Press Esc to cancel.