Close Menu
Industry Odisha
    Facebook X (Twitter) Instagram
    Trending
    • Union Budget 2026: Five key takeaways for Odisha
    • Money Matters: Budget Jargons that we should know
    • Odisha’s move into a new league in Business: Enterprise Odisha 2026 gives us a sneak peek
    • Union Budget and its role in shaping Indian economy since Independence
    • Why has Odisha Outpaced West Bengal in Growth and Income
    • Odisha’s New Tourism Policy: A Move to Explore the Unexplored
    • ବେଦାନ୍ତ ଆଲୁମିନିୟମର ପରିବର୍ତ୍ତନଶୀଳ ସାମୁଦାୟିକ ପ୍ରଦର୍ଶନୀ କଳାହାଣ୍ଡି ଉତ୍ସବ 2026 ରେ ଦର୍ଶକଙ୍କୁ ଆକର୍ଷିତ କରିଛି
    • वेदांत एल्युमीनियम के परिबर्तनकारी सामुदायिक प्रदर्सन ने कालाहांडी उत्सव २०२६ में दर्शकों को आकर्षित किया
    • About
    • Privacy Policy
    • Contact
    Subscribe
    Industry OdishaIndustry Odisha
    Facebook X (Twitter) LinkedIn
    Wednesday, February 4th, 2026
    • Home
    • India
    • State
    • World
    • Industry
    • Business
    • Politics
    • Environment
    • Special
    • Language
      • English News
      • Hindi News
      • Odia News
    Industry Odisha
    Home » ଏଫସିପିଏ ଆଇନ ଉପରେ ଟ୍ରମ୍ପ ଲଗାଇଲେ ଅସ୍ଥାୟୀ ରୋକ୍

    ଏଫସିପିଏ ଆଇନ ଉପରେ ଟ୍ରମ୍ପ ଲଗାଇଲେ ଅସ୍ଥାୟୀ ରୋକ୍

    S.SBy S.SFebruary 12, 2025Updated:October 17, 2025 India No Comments2 Mins Read
    Share
    Facebook Twitter LinkedIn Pinterest Email

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତର ଅବ୍ୟବହିତ ପୂର୍ବରୁ ଗୌତମ ଆଦାନୀଙ୍କ ପାଇଁ ଆମେରିକାର ମରିକାରୁ ଆସିଛି ବଡ଼ ଆଶ୍ବସ୍ତିର ଖବର | ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅସ୍ଥାୟୀ ଭାବରେ ବିଦେଶ ଦେଶୀ ଦୁର୍ନୀତି ଅଭ୍ୟାସ ଆଇନ ଆଇନକୁ ବନ୍ଦ କରିଦେଇଛନ୍ତି। ଏହି ଆଇନ ଅନୁଯାୟୀ, ଗୌତମ ଆଦାନୀ ଏବଂ ତାଙ୍କ ଭଣଜା ସାଗର ଆଦାନୀଙ୍କ ବିରୁଦ୍ଧରେ ଲାଞ୍ଚ ଅଭିଯୋଗ ଆସିଥିଲା। ଏହି ନିଷ୍ପଭିକୁ ଆଦାନୀ ଗ୍ରୁପ୍ ପାଇଁ ଏକ ଆଶ୍ବସ୍ତି ଖବର ଭାବରେ ବିବେଚନା କରାଯାଉଛି।

    ଯେବେଠାରୁ ସେ ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି। ସେବେଠାରୁ ସେ ଦ୍ରୁତ ନିଷ୍ପରି ନେଉଛନ୍ତି। ଏବେ ଟ୍ରମ୍ପ ଦେଶର ଆଇନଗତ ବ୍ୟବସ୍ଥା ସହ ଜଡିତ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି | ସେ ପ୍ରାୟ ୫୦ ବର୍ଷ ପୁରୁଣା ଆଇନକୁ ବନ୍ଦ କରି ଏହାକୁ ପୁନର୍ବାର ସମୀକ୍ଷା କରିବାକୁ ନ୍ୟାୟ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି | ଆପଣଙ୍କୁ କହିରଖୁଛୁ ଯେ ଏହି ପୁରୁଣା ଆଇନ ଅନୁଯାୟୀ, ଆଦାନୀ ଗ୍ରୁପ୍ ଉପରେ ଲାଞ୍ଚ ନେବାର ଅଭିଯୋଗ ଆସିଥିଲା । ଟ୍ରମ୍ପ ୧୯୭୭ ମସିହାର ବିଦେଶ ଦୁର୍ନୀତି ଅଭ୍ୟାସ ଆଇନକୁ ନିଷିଦ୍ଧ କରିବାକୁ ନିଷ୍ପରି ନେଇଛନ୍ତି। ଏହି ନିଷ୍ପଭିକୁ ଆଦାନୀ ଗ୍ରୁପ୍ ପାଇଁ ଏକ ଆଶ୍ବସ୍ତିକର ଖବର ଭାବରେ ବିବେଚନ ଚନା କରାଯାଉଛି I ତଥାପି, ଆଗାମୀ ୬ ମାସ ମଧ୍ୟରେ ନ୍ୟାୟ ମନ୍ତ୍ରଣାଳୟ କି ଆଭିମୁଖ୍ୟ ଗ୍ରହଣ କରୁଛି ତାହା ଦେଖୀବା ବାକି ରହିଲା I

    ତେବେ ଦେଶର ବଡ଼ ଶିଳ୍ପପତି ଗୌତମ ଆଦାନୀ ଏବଂ ତାଙ୍କ ସହଯୋଗୀମାନଙ୍କୁ ଏହି ଆଇନ ଅନୁଯାୟୀ ଅଭିଯୁକ୍ତ କର କରାଯାଇଥିଲା I ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ଗତ ବର୍ଷ ଆଦାନୀ ଉପରେ ସୌରଶକ୍ତି ଚୁକ୍ତିନାମା ପାଇଁ ଅନୁକୂଳ ସତ୍ତା ସର୍ଭାବଳୀ ବଦଳରେ ଭାରତୀୟ ଅଧିକାରୀମାନଙ୍କୁ ୨୫୦ ନିୟୁତ ଆମେରିକୀୟ ଡଲାର (ପ୍ରାୟ ୨୧୦୦ କୋଟି ଟଙ୍କା) ରୁ ଅଧିକ ଲାଞ୍ଚ ଦେବା ପାଇଁ ଏକ ଯୋଜନାରେ ସାମିଲ ଥିବା ନେଇ ଅଭିଯୋଗ କରିଥିଲେ। ତଥାପି, ଆଦାନୀ ଗ୍ରୁପ୍ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି। ଡୋନାଲ୍ଡ ଟ୍ରମ୍ପ ଏଫ୍‌ସିପିଏ ଆଇନ ଉପରେ ରୋକ ଲଗାଇବା ପରେ ୧୮୦ ଦିନ ମଧ୍ୟରେ ଏଫସିପିଏ ଅଧୀନରେ ତଦନ୍ତ ଏବଂ ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନ ପରିଚାଳନା କରୁଥିବା ନିର୍ଦ୍ଦେଶାବଳୀ ଏବଂ ନୀତିଗୁଡ଼ିକର ସମୀକ୍ଷା କରିବାକୁ ଆଟର୍ଷି ଜେନେରାଲଙ୍କୁ କୁହାଯାଇଛି। ଏହା ସହିତ, ସମୀକ୍ଷା ଅବଧୂ ମଧ୍ଯରେ ଆଟର୍ଣ୍ଣି ଜେନେରାଲ କୌଣସି ନୂତନ ଏଫ୍‌ସିପିଏ ତଦନ୍ତ କିମ୍ବା ପ୍ରବର୍ତନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିପାରିବେ ନାହିଁ ।

    ଆମେରିକା ରାଷ୍ଟ୍ରପତି ଡୋନାଲୁ ଟ୍ରମ୍ପ ଆଟର୍ଷି ଜେନେରାଲ ପାମେଲା ବଣ୍ଡିଙ୍କୁ ଏଫ୍ ସିପିଏ ଆଇନ କାର୍ଯ୍ୟକାରୀ କରିବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଫ୍‌ସିପିଏ ଆଇନ ମୂଳତଃ ଆମେରିକାରେ ବ୍ୟବସାୟ କରିବାକୁ ଆସୁଥିବା ବିଦେଶୀ କମ୍ପାନୀଗୁଡ଼ିକୁ ସେଠାକାର ଅଧିକାରୀମାନଙ୍କୁ କୌଣସି ପ୍ରକାରର ଲାଞ୍ଚ ଦେବାରୁ ନିଷେଧ କରେ | ଏହି ଆଇନ ଅନୁଯାୟୀ, ଭାରତୀୟ ବ୍ୟବସାୟୀ ଗୌତମ ଆଦାନୀ ଏବଂ ତାଙ୍କ ଭଣଜା ସାଗର ଆଦାନୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା।

    Post Views: 138
    Adani Group Donald Trump FCPA PM Narendra Modi Solar Energy
    S.S
    • Website

    Keep Reading

    Money Matters: Budget Jargons that we should know

    Union Budget and its role in shaping Indian economy since Independence

    ବେଦାନ୍ତ ଆଲୁମିନିୟମର ପରିବର୍ତ୍ତନଶୀଳ ସାମୁଦାୟିକ ପ୍ରଦର୍ଶନୀ କଳାହାଣ୍ଡି ଉତ୍ସବ 2026 ରେ ଦର୍ଶକଙ୍କୁ ଆକର୍ଷିତ କରିଛି

    Gig economy: A hustle for millions in India

    ବେଦାନ୍ତ ଲାଞ୍ଜିଗଡ଼ କାର୍ଯ୍ୟକ୍ଷେତ୍ରରେ ଜରୁରୀକାଳୀନ ମକ୍ ଡ୍ରିଲ୍ ସହିତ ଶୂନ୍ୟ କ୍ଷତି ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି

    ବେଦାନ୍ତ ଲାଞ୍ଜିଗଡ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ସଂଗ୍ରହ ହେଲା ୨୪୭ ୟୁନିଟ୍ ରକ୍ତ

    Editor Picks

    Union Budget 2026: Five key takeaways for Odisha

    February 3, 2026

    Money Matters: Budget Jargons that we should know

    January 31, 2026

    Odisha’s move into a new league in Business: Enterprise Odisha 2026 gives us a sneak peek

    January 30, 2026

    Union Budget and its role in shaping Indian economy since Independence

    January 28, 2026
    Latest Posts

    Union Budget 2026: Five key takeaways for Odisha

    February 3, 2026

    The Union Budget 2026, which was presented by finance minister Nirmala Sitharaman on Sunday (a…

    Money Matters: Budget Jargons that we should know

    January 31, 2026

    Union Finance Minister Nirmala Sitharaman will present the Union Budget 2026 on February 1.  Ahead…

    Odisha’s move into a new league in Business: Enterprise Odisha 2026 gives us a sneak peek

    January 30, 2026

    Enterprise Odisha 2026 event began on 28th January in Rourkela, and it gave us a…

    Subscribe to Updates

    Get the latest creative news from FooBar about art, design and business.

    Advertisement
    Demo
    industry odisha news portal latest odisha business updates odisha economy and industry bhubaneswar industrial development odisha investment opportunities real-time business news odisha msme and startup odisha
    Facebook X (Twitter) LinkedIn
    • About
    • Privacy Policy
    • Contact
    © 2026 IndustryOdisha.com | All Rights Reserved.

    Type above and press Enter to search. Press Esc to cancel.