Close Menu
Industry Odisha
    Facebook X (Twitter) Instagram
    Trending
    • Vedanta Aluminium Reinforces Commitment to Inclusive Growth and Sustainability in Odisha
    • ରାୟଗଡ଼ାରେ ବେଦାନ୍ତ ଆଲୁମିନିୟମର ମାଗଣା ଚକ୍ଷୁ ପରୀକ୍ଷା ଶିବିର
    • वेदांता एल्युमिनियम ने रायगड़ा में नि:शुल्क नेत्र जांच शिविर का आयोजन किया
    • Vedanta Aluminium Conducts Free Eye Screening Camp in Rayagada
    • Vedanta’s Project Sangam Ensures Year-Round Water Security, Revitalizing Agriculture and Livelihoods in Kalahandi
    • ବେଦାନ୍ତ ଲାଞ୍ଜିଗଡ଼ ପ୍ରୋଜେକ୍ଟ ‘ସଙ୍ଗମ’ ଅନ୍ତର୍ଗତରେ କଳାହାଣ୍ଡିରେ ଧାନ ଚାଷର ସିଷ୍ଟମ୍ ଅଫ୍ ରାଇସ୍ ଇଣ୍ଟେନ୍ସିଫିକେସନ୍‌ (SRI) ପ୍ରଣାଳୀକୁ ବିସ୍ତାରିତ କରିଛି
    • वेदांता लांजीगढ़ ने प्रोजेक्ट संगम के तहत कालाहांडी में प्रणालीगत धान गहनता पद्धति (SRI) को आगे बढ़ाया
    • Vedanta Lanjigarh Scales Up System of Rice Intensification (SRI) in Kalahandi, Under Project Sangam
    • About
    • Privacy Policy
    • Contact
    Subscribe
    Industry OdishaIndustry Odisha
    Facebook X (Twitter) LinkedIn
    Tuesday, August 26th, 2025
    • Home
    • India
    • State
    • World
    • Industry
    • Business
    • Politics
    • Environment
    • Special
    • Language
      • English News
      • Hindi News
      • Odia News
    Industry Odisha
    Home » ବେଦାନ୍ତ ପକ୍ଷରୁ ଋତୁସ୍ରାବ ସ୍ୱଚ୍ଛତା ଏବଂ କିଶୋର ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

    ବେଦାନ୍ତ ପକ୍ଷରୁ ଋତୁସ୍ରାବ ସ୍ୱଚ୍ଛତା ଏବଂ କିଶୋର ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

    editor industry odishaBy editor industry odishaAugust 7, 2025Updated:August 12, 2025 Odia News No Comments1 Min Read
    Share
    Facebook Twitter LinkedIn Pinterest Email

    ଭୁବନେଶ୍ୱର, ୦୭/୦୮/୨୫ – ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଗ୍ରାମାଞ୍ଚଳ ସମ୍ପ୍ରଦାୟରେ ଋତୁସ୍ରାବ ସ୍ୱଚ୍ଛତା ଏବଂ କିଶୋର ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ଉପରେ ଏକ ସପ୍ତାହ ବ୍ୟାପୀ ପ୍ରୟାସର ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମ ଜାମକାନି, କୁରାଲୋଇ ଏବଂ ଘୋଘରପାଲିର ୧୮ରୁ ଅଧିକ ସ୍କୁଲରେ ପହଞ୍ଚିଥିଲା, ଷଷ୍ଠରୁ ଦଶମ ଶ୍ରେଣୀର ପ୍ରାୟ ୧,୧୦୦ରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ।

    ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ବିଷୟରେ ବିସ୍ତୃତ ଆଲୋଚନା, ସଚେତନତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆନ୍ତରିକ ଶିକ୍ଷା ଅଧିବେଶନ, ହିଟ ବ୍ୟାଗ ଏବଂ ‘ମାସିକ ଋତୁସ୍ରାବ’ ଶିକ୍ଷା ପୁସ୍ତିକା ଭଳି ଲିଙ୍ଗ-ସମ୍ବେଦନଶୀଳତା ସାମଗ୍ରୀ ବଣ୍ଟନ କରା ଯାଇଥିଲା। ଏହି ଅଧିବେଶନରେ ବେଦାନ୍ତର କର୍ମଚାରୀ ଓ ସ୍ୱେଚ୍ଛାସେବିମାନଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା ଯାହା ଛାତ୍ରଛାତ୍ରୀମାନଙ୍କୁ ଶାରୀରିକ ପରିବର୍ତ୍ତନ ଏବଂ ପ୍ରାରମ୍ଭିକ ସ୍ୱାସ୍ଥ୍ୟ ସଚେତନତାର ଗୁରୁତ୍ୱ ଉପରେ ଅବଗତ କରାଇବା ପାଇଁ ସାହାଯ୍ୟ କରିଥିଲା।

    ଏହି କାର୍ଯ୍ୟକ୍ରମର ପ୍ରଭାବ ଉପରେ ଆଲୋକପାତ କରି ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, “ଏକ ସୁସ୍ଥ ଏବଂ ନିୟନ୍ତ୍ରିତ ସମାଜ ଗଠନ ପାଇଁ ସମ୍ପ୍ରଦାୟ ସ୍ୱାସ୍ଥ୍ୟ ଏବଂ ପରିଚ୍ଛନ୍ନତାକୁ ପ୍ରୋତ୍ସାହିତ କରିବା ଅତ୍ୟନ୍ତ ଜରୁରୀ। ନିରନ୍ତର ଏବଂ ଅନ୍ତର୍ଭୁକ୍ତ ପ୍ରୟାସ ମାଧ୍ୟମରେ, ଆମେ ମହିଳା ଏବଂ କିଶୋରୀମାନଙ୍କୁ ଉପଯୁକ୍ତ ଜ୍ଞାନ ଏବଂ ଆବଶ୍ୟକୀୟ ସମ୍ବଳ ପ୍ରଦାନ କରି ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛୁ ଯାହାଦ୍ୱାରା ସେମାନେ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୋଇ ପାରିବେ। ଏହି ପଦକ୍ଷେପ ଶିକ୍ଷା ଏବଂ ସଚେତନତା ମାଧ୍ୟମରେ ସମ୍ପ୍ରଦାୟର ଉନ୍ନତି ପାଇଁ ଆମର ଗଭୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।”

    Post Views: 19
    hormonal changes menstrual hygiene periods care teen age growth Vedanta Aluminium vedanta aluminium initiative
    editor industry odisha
    • Website

    Keep Reading

    Vedanta Aluminium Reinforces Commitment to Inclusive Growth and Sustainability in Odisha

    ରାୟଗଡ଼ାରେ ବେଦାନ୍ତ ଆଲୁମିନିୟମର ମାଗଣା ଚକ୍ଷୁ ପରୀକ୍ଷା ଶିବିର

    वेदांता एल्युमिनियम ने रायगड़ा में नि:शुल्क नेत्र जांच शिविर का आयोजन किया

    Vedanta Aluminium Conducts Free Eye Screening Camp in Rayagada

    Vedanta’s Project Sangam Ensures Year-Round Water Security, Revitalizing Agriculture and Livelihoods in Kalahandi

    ବେଦାନ୍ତ ଲାଞ୍ଜିଗଡ଼ ପ୍ରୋଜେକ୍ଟ ‘ସଙ୍ଗମ’ ଅନ୍ତର୍ଗତରେ କଳାହାଣ୍ଡିରେ ଧାନ ଚାଷର ସିଷ୍ଟମ୍ ଅଫ୍ ରାଇସ୍ ଇଣ୍ଟେନ୍ସିଫିକେସନ୍‌ (SRI) ପ୍ରଣାଳୀକୁ ବିସ୍ତାରିତ କରିଛି

    Editor Picks

    Vedanta Aluminium Reinforces Commitment to Inclusive Growth and Sustainability in Odisha

    August 26, 2025

    ରାୟଗଡ଼ାରେ ବେଦାନ୍ତ ଆଲୁମିନିୟମର ମାଗଣା ଚକ୍ଷୁ ପରୀକ୍ଷା ଶିବିର

    August 25, 2025

    वेदांता एल्युमिनियम ने रायगड़ा में नि:शुल्क नेत्र जांच शिविर का आयोजन किया

    August 25, 2025

    Vedanta Aluminium Conducts Free Eye Screening Camp in Rayagada

    August 25, 2025
    Latest Posts

    Vedanta Aluminium Reinforces Commitment to Inclusive Growth and Sustainability in Odisha

    August 26, 2025

    Bhubaneswar, Odisha, August 26, 2025 – Vedanta Aluminium, India’s largest aluminium producer, has reinforced its…

    ରାୟଗଡ଼ାରେ ବେଦାନ୍ତ ଆଲୁମିନିୟମର ମାଗଣା ଚକ୍ଷୁ ପରୀକ୍ଷା ଶିବିର

    August 25, 2025

    ଭୁବନେଶ୍ୱର, ୨୫.୦୮.୨୫ – ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍, ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ସହିତ ମିଶି…

    वेदांता एल्युमिनियम ने रायगड़ा में नि:शुल्क नेत्र जांच शिविर का आयोजन किया

    August 25, 2025

    भुवनेश्वर, 25.08.25 – भारत के सबसे बड़े एल्युमिनियम उत्पादक, वेदांता एल्युमिनियम ने रायगड़ा जिले के काशीपुर प्रखंड…

    Subscribe to Updates

    Get the latest creative news from FooBar about art, design and business.

    Advertisement
    Demo
    industry odisha news portal latest odisha business updates odisha economy and industry bhubaneswar industrial development odisha investment opportunities real-time business news odisha msme and startup odisha
    Facebook X (Twitter) LinkedIn
    • About
    • Privacy Policy
    • Contact
    © 2025 IndustryOdisha.com | All Rights Reserved.

    Type above and press Enter to search. Press Esc to cancel.