Close Menu
Industry Odisha
    Facebook X (Twitter) Instagram
    Trending
    • ବେଦାନ୍ତ ଲାଞ୍ଜିଗଡ଼ର ପ୍ରକଳ୍ପ ସଙ୍ଗମ ମାଛ ଚାଷ ଚାଷୀଙ୍କ ପାଇଁ ନୂତନ ଆୟ ସ୍ରୋତ ସୃଷ୍ଟି କରିଛି
    • वेदांता लांजीगढ़ ने ‘प्रोजेक्ट संगम’ के अंतर्गत मत्स्य पालन पहल से किसानों के लिए नई आमदनी का स्रोत
    • Vedanta Lanjigarh Creates New Income Stream for Farmers with Pisciculture Initiative under Project Sangam
    • ବେଦାନ୍ତ ଲାଞ୍ଜିଗଡ଼ କଳାହାଣ୍ଡି ଏବଂ ରାୟଗଡ଼ାର ୯୨ଟି ଗାଁରେ ବାର୍ଷିକ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଅଭିଯାନ ଆରମ୍ଭ କରିଛି
    • वेदाांता लांजीगढ़ ने कालाहांडी और रायगढ़ा के 92 गांवों में वार्षिक मोतियाबिंद सर्जरी अभियान शुरू किया
    • Vedanta Lanjigarh Launches Annual Cataract Surgery Drive across 92 Villages in Kalahandi and Rayagada
    • ବେଦାନ୍ତ ଲାଞ୍ଜିଗଡ଼ର ତୀରନ୍ଦାଜ ପ୍ରୟାସ: ଓଡ଼ିଶା ସ୍କୁଲ ତୀରନ୍ଦାଜ ଚାମ୍ପିଅନସିପରେ ୧୨ଟି ପଦକ ଜିତି ଚାମ୍ପିଅନ
    • वेदांता लांजीगढ़ तीरंदाजी पहल ने ओडिशा स्कूल तीरंदाजी चैम्पियनशिप में 12 पदक जीतकर ‘ओवरऑल चैम्पियन’ का खिताब हासिल किया
    • About
    • Privacy Policy
    • Contact
    Subscribe
    Industry OdishaIndustry Odisha
    Facebook X (Twitter) LinkedIn
    Sunday, October 19th, 2025
    • Home
    • India
    • State
    • World
    • Industry
    • Business
    • Politics
    • Environment
    • Special
    • Language
      • English News
      • Hindi News
      • Odia News
    Industry Odisha
    Home » ବେଦାନ୍ତ ଆଲୁମିନିୟମ ପକ୍ଷରୁ ୧୦୦ରୁ ଅଧ‌କ ଷ୍ଟାର୍ଟଅପର ଶୁଭାରମ୍ଭ

    ବେଦାନ୍ତ ଆଲୁମିନିୟମ ପକ୍ଷରୁ ୧୦୦ରୁ ଅଧ‌କ ଷ୍ଟାର୍ଟଅପର ଶୁଭାରମ୍ଭ

    S.SBy S.SJanuary 21, 2025Updated:October 16, 2025 Odia News No Comments2 Mins Read
    image Source: Vedanta Group
    Share
    Facebook Twitter LinkedIn Pinterest Email

    ଭୁବନେଶ୍ୱର: ଜାତୀୟ ଷ୍ଟାର୍ଟଅପ୍ ଦିବସରେ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଆଲୁମିନିୟମ କ୍ଷେତ୍ର ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବ୍ୟବସାୟିକ ଚ୍ୟାଲେଞ୍ଜଗୁଡ଼ିକୁ ମୁକାବିଲା କରୁଥିବା ୭୦ରୁ ଅଧିକ ଷ୍ଟାର୍ଟଅପ୍ ସହିତ ସଫଳ ସମ୍ପର୍କକୁ ଉଜ୍ଜ୍ବଳ କରି ନବସୃଜନ ପ୍ରତି ଏହାର ପ୍ରତିବଦ୍ଧତାକୁ ପୁନଃନିର୍ଦ୍ଦେଶ କରୁଛି I ଏହି ସହଭାଗୀତା ବେଦାନ୍ତ ସ୍ପାର୍କ ଉଦ୍ୟମ ଅଧୀନରେ ୧୦୦ରୁ ଅଧିକ ପ୍ରକଳ୍ପର ନିୟୋଜନ କରିଛି ଯାହାକି ଷ୍ଟାର୍ଟଅପ୍ ସହିତ ନବସୃଜନକୁ ଚଳାଇବା, ରୋବୋଟିକ୍ସ, କୃତ୍ରିମ ବୁଦ୍ଧିମତା, କମ୍ପ୍ୟୁଟର ଦୃଷ୍ଟିକୋଣ, ଇଂଟରନେଟ୍ ଅଫ୍ ଥୁଙ୍ଗସ୍‌, ଏବଂ ସ୍ମାର୍ଟ ସୁରକ୍ଷା ସମାଧାନ ଆଣିବା, ଉତ୍ପାଦନ ମାନକୁ ପୁନଃପରିଭାଷିତ କରିବା ଏବଂ ଶିଳ୍ପରେ ସ୍ଥାୟୀତ୍ଵ ଏବଂ ପ୍ରଯୁକ୍ତିବିଦ୍ୟା ଉନ୍ନତିକୁ ଚଲାଇବା ପାଇଁ ବେଦାନ୍ତ ଆଲୁମିନିୟମର ଉତ୍ସର୍ଗକୁ ସୁଦୃଢ଼ କରିଛି ।

    ନବସୃଜନ ପ୍ରଯୁକ୍ତିବିଦ୍ୟା ଏବଂ ସମାଧାନଗୁଡ଼ିକୁ ଉପଯୋଗ କରି, ଏହି ସହଭାଗୀତାଗୁଡ଼ିକ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି କରିବା, ଉତ୍ପାଦନ ପ୍ରକ୍ରିୟାକୁ ଅପ୍ଟିମାଇଜ୍‌ କରିବା ଏବଂ ଗୁରୁତ୍ଵପୂର୍ଣ୍ଣ ଖର୍ଚ୍ଚ ସଞ୍ଚୟ କରିବା ଲକ୍ଷ୍ୟ ରଖିଛି I ଏହି ସହଯୋଗଗୁଡ଼ିକ ପରିମାଣ ପରିଚାଳନା, ମୂଲ୍ୟ ହ୍ରାସ ଏବଂ ପରିବେଶଗତ ସ୍ଥାୟୀତ୍ୱ ସମେତ ବିଭିନ୍ନ କ୍ଷେତ୍ରରେ ବିଶୃତI ଏହାବ୍ୟତୀତ, ବେଦାନ୍ତ ଆଲୁମିନିୟମର ପରିବେଶଗତ ପରିଚାଳନା ଏବଂ
    ଦୀର୍ଘକାଳୀନ ସ୍ଥାୟୀତ୍ଵ ଲକ୍ଷ୍ୟ ପ୍ରତି ବ୍ୟାପକ ପ୍ରତିବଦ୍ଧତା ସହିତ ସମନ୍ଵୟ ରଖି, ୨୦୫୦ ସୁଦ୍ଧା ନେଟ୍ ଶୂନ୍ୟ ହାସଲ କରିବା ପାଇଁ ବେଦାନ୍ତ ଆଲୁମିନିୟମର ବ୍ୟାପକ ପ୍ରତିବଦ୍ଧତା ସହିତ ସମନ୍ବୟ ରକ୍ଷା କରି ଏହି କ୍ଷେତ୍ର ମଧ୍ୟରେ ସ୍ଥାୟୀ ଅଭ୍ୟାସଗୁଡ଼ିକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

    ଏହି ଅବସରରେ, ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି, “ଭାରତୀୟ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ଗତିଶୀଳ ଉଦ୍ୟୋଗୀ ଏବଂ ଅଭିନବ ସମାଧାନ ଶିଳ୍ପକୁ ପରିବର୍ତନ କରୁଛି ଏବଂ ବ୍ୟବସାୟ ମଡେଲକୁ ପୁନଃପରିଭାଷିତ କରୁଛି। ଆମେ ଏହି ଷ୍ଟାର୍ଟଅପ୍ ସହିତ ସହ‌ଯୋଗ କରିବାକୁ ଉତ୍ସାହିତ, ଯାହାର ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ନୂତନ ଚିନ୍ତାଧାରା ଆମକୁ ଆଲୁମିନିୟମ କ୍ଷେତ୍ରରେ ଦକ୍ଷତା, ସ୍ଥାୟୀତ୍ୱ ଏବଂ ନବସୃଜନ ଚଳାଇବାରେ ସାହାଯ୍ୟ କରିବ। ବେଦାନ୍ତ ଆଲୁମିନିୟମରେ, ଆମେ ବେଦାନ୍ତ ସ୍ମାର୍କ ଦଳ ଏବଂ ଷ୍ଟାର୍ଟଅପ୍ ସହିତ ମିଶି କାମ କରି ଗର୍ବିତ ଯାହାକି ଆମ ଶିଳ୍ପର ଭବିଷ୍ୟତକୁ ଶାକାର କରୁଛି।”

    ବେଦାନ୍ତ କର୍ପୋରେଟ୍ ଭେଚର କ୍ୟାପିଟାଲ୍ ସ୍ପାର୍କର ଉପାଧ୍ୟକ୍ଷ ତଥା ମୁଖ୍ୟ ଅମିତେଶ ସିହ୍ନା କହିଛନ୍ତି, “ଆମେ ବିଶ୍ଵାସ କରୁ ଯେ ଉତ୍ପାଦନ, ଧାତୁ ଏବଂ ଖଣିର ଭବିଷ୍ୟତ ଷ୍ଟାର୍ଟଅପ୍‌ରୁ ଅଭିନବ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବାରେ ନିହିତ ଅଛି। ଏହି ସହଯୋଗୀ ଉଦ୍ୟମଗୁଡ଼ିକ ମଧ୍ଯରୁ, ଏକ ଉଲ୍ଲେଖନୀୟ ଷ୍ଟାର୍ଟଅପ୍ ହେଉଛି ଇନଫିନିଟ୍ ଅପଟାଇମ୍, ଯାହା ଇଓ – ଚାଳିତ ଆନାଲିଟିକ୍ସ ଟିକ୍ସ ବ୍ୟବହାର କରି ଶିଳ୍ପ ଯନ୍ତ୍ରପାତି ପାଇଁ ଭବିଷ୍ୟବାଣୀ ରକ୍ଷଣାବେକ୍ଷଣ ଉପରେ ଧ୍ୟାନ ଦିଏ। ସେମାନେ ୩୫୦ ଖଣ୍ଡ ଉପକରଣରେ ୧୦୦୦ ସେନ୍ସର ନିୟୋଜିତ କରିଛି । ଯାହା ଅଣଯୋଜନା ଭାଙ୍ଗିବା ସମୟରେ ୨,୦୦୦ ଘଂଟାର ଉଲ୍ଲେଖନୀୟ ସଂଚୟ କରିଥାଏ, ଉତ୍ପାଦନ ଘଂଟା ବୃଦ୍ଧି କରିଥାଏ ଏବଂ ଅଣଯୋଜନା ଖର୍ଚ ହ୍ରାସ କରିବାରେ ସାହାଯ୍ୟ କରଥାଏ । ଏହା ଅଭିନବ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି କରିବାରେ ସେମାନଙ୍କର କ୍ଷମତାକୁ ଉଜ୍ଜ୍ଵଳ କରିଥାଏ I ଆଉ ଏକ ଉଲ୍ଲେଖନୀୟ ଷ୍ଟାର୍ଟଅପ୍ ହେଉଛି ଗ୍ଲୋଭିଜନ ଟେକ୍ନୋ ସର୍ଭିସେସ୍, ଯାହା ହା ଏଚଝ- ଆଧାରିତ ଯାନବାହ‌ନ ଟ୍ରାକିଂ ଏବଂ ସମ୍ପତି ପରି ରିଚାଳନା ଭଳି ଆଇଓଟି ସମାଧାନରେ ବିଶେଷଜ୍ଞ ଅଟେ।”

    ରିଅଲ୍ -ଟାଇମ୍ ଟ୍ରାକିଂ ଏବଂ ସ୍ୱୟଂଚାଳି ଚାଳିତ ଆଲର୍ଟ କାର୍ଯ୍ୟକାରୀ କରି, ଗ୍ଲୋଭିଜନ କୋଇଲା ଟ୍ରକ୍ ପାଇଁ ବନ୍ଧିତ ଟର୍ଣ୍ଣ ଆରାଉଣ୍ଡ୍ ସମୟ ଏବଂ ସୁରକ୍ଷା ଚିନ୍ତାକୁ ପ୍ରଭାବଶାଳୀ ଭାବରେ ସମାଧାନ କରିଛି। ଏହା ପ୍ରଭାବଶାଳୀ ପ୍ରଯୁକ୍ତି ସମାଧାନ ପ୍ରଦାନ କରିବାରେ ସେମାନଙ୍କର ବିଶେସଂଜ୍ଞତା ପ୍ରଦର୍ଶନ କରି ଦୁଇ ବର୍ଷ ମଧ୍ୟରେ ୫ ନିୟୁତରୁ ଅଧୁକ ସଂଚୟ କରିଛି |

    Post Views: 94
    Industry Odisha national startup's day Vedanta Aluminium vedanta aluminium initiative
    S.S
    • Website

    Keep Reading

    ବେଦାନ୍ତ ଲାଞ୍ଜିଗଡ଼ର ପ୍ରକଳ୍ପ ସଙ୍ଗମ ମାଛ ଚାଷ ଚାଷୀଙ୍କ ପାଇଁ ନୂତନ ଆୟ ସ୍ରୋତ ସୃଷ୍ଟି କରିଛି

    वेदांता लांजीगढ़ ने ‘प्रोजेक्ट संगम’ के अंतर्गत मत्स्य पालन पहल से किसानों के लिए नई आमदनी का स्रोत

    Vedanta Lanjigarh Creates New Income Stream for Farmers with Pisciculture Initiative under Project Sangam

    ବେଦାନ୍ତ ଲାଞ୍ଜିଗଡ଼ କଳାହାଣ୍ଡି ଏବଂ ରାୟଗଡ଼ାର ୯୨ଟି ଗାଁରେ ବାର୍ଷିକ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଅଭିଯାନ ଆରମ୍ଭ କରିଛି

    वेदाांता लांजीगढ़ ने कालाहांडी और रायगढ़ा के 92 गांवों में वार्षिक मोतियाबिंद सर्जरी अभियान शुरू किया

    Vedanta Lanjigarh Launches Annual Cataract Surgery Drive across 92 Villages in Kalahandi and Rayagada

    Editor Picks

    ବେଦାନ୍ତ ଲାଞ୍ଜିଗଡ଼ର ପ୍ରକଳ୍ପ ସଙ୍ଗମ ମାଛ ଚାଷ ଚାଷୀଙ୍କ ପାଇଁ ନୂତନ ଆୟ ସ୍ରୋତ ସୃଷ୍ଟି କରିଛି

    October 17, 2025

    वेदांता लांजीगढ़ ने ‘प्रोजेक्ट संगम’ के अंतर्गत मत्स्य पालन पहल से किसानों के लिए नई आमदनी का स्रोत

    October 17, 2025

    Vedanta Lanjigarh Creates New Income Stream for Farmers with Pisciculture Initiative under Project Sangam

    October 17, 2025

    ବେଦାନ୍ତ ଲାଞ୍ଜିଗଡ଼ କଳାହାଣ୍ଡି ଏବଂ ରାୟଗଡ଼ାର ୯୨ଟି ଗାଁରେ ବାର୍ଷିକ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଅଭିଯାନ ଆରମ୍ଭ କରିଛି

    October 13, 2025
    Latest Posts

    ବେଦାନ୍ତ ଲାଞ୍ଜିଗଡ଼ର ପ୍ରକଳ୍ପ ସଙ୍ଗମ ମାଛ ଚାଷ ଚାଷୀଙ୍କ ପାଇଁ ନୂତନ ଆୟ ସ୍ରୋତ ସୃଷ୍ଟି କରିଛି

    October 17, 2025

    ଲାଞ୍ଜିଗଡ଼, ୧୭ ଅକ୍ଟୋବର ୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ସ୍ଥାୟୀ ଜୀବିକାକୁ ପ୍ରୋତ୍ସାହିତ କରିବା ଏବଂ…

    वेदांता लांजीगढ़ ने ‘प्रोजेक्ट संगम’ के अंतर्गत मत्स्य पालन पहल से किसानों के लिए नई आमदनी का स्रोत

    October 17, 2025

    भुवनेश्वर, 17 अक्टूबर 2025: भारत की सबसे बड़ी एल्युमिनियम उत्पादक कंपनी, वेदांता एल्युमिनियम ने सतत…

    Vedanta Lanjigarh Creates New Income Stream for Farmers with Pisciculture Initiative under Project Sangam

    October 17, 2025

    Lanjigarh, 17th October 2025: Vedanta Aluminium, India’s largest producer of aluminium, in a significant step…

    Subscribe to Updates

    Get the latest creative news from FooBar about art, design and business.

    Advertisement
    Demo
    industry odisha news portal latest odisha business updates odisha economy and industry bhubaneswar industrial development odisha investment opportunities real-time business news odisha msme and startup odisha
    Facebook X (Twitter) LinkedIn
    • About
    • Privacy Policy
    • Contact
    © 2025 IndustryOdisha.com | All Rights Reserved.

    Type above and press Enter to search. Press Esc to cancel.