Close Menu
Industry Odisha
    Facebook X (Twitter) Instagram
    Trending
    • Coal Ministry Pushes Digital Shift with New Exploration Portal Training
    • Adani Pulls Plug on Two Hydropower Projects in Andhra Pradesh Over Border Row
    • India Eyes Hidden Treasure Beneath Coalfields
    • ଝାରସୁଗୁଡା ପ୍ଲାଣ୍ଟରେ ବାର୍ଷିକ ୧୨୦ କିଲୋ ଟନ୍‌ ଫାଉଣ୍ଡ୍ରି ଆଲୟ ଉତ୍ପାଦନ କରିବ ବେଦାନ୍ତ ଆଲୁମିନିୟମ
    • सामुदायिक स्वास्थ्य को नया संबल: सुंदरगढ़ में वेदांता एल्युमिनियम की पहल से टीबी रोगियों को मिली पोषण सहायता
    • Vedanta Supports TB Patients in Sundargarh with Nutrition Kits
    • Vedanta Aluminium Helps TB Patients in Sundargarh
    • प्रधानमंत्री के निक्षय मित्र कार्यक्रम के तहत सुंदरगढ़ में टीबी रोगियों को पोषण सहायता प्रदान की है वेदांत एल्युमिनियम ने
    • About
    • Privacy Policy
    • Contact
    Subscribe
    Industry OdishaIndustry Odisha
    Facebook X (Twitter) LinkedIn
    Tuesday, July 29th, 2025
    • Home
    • India
    • State
    • World
    • Industry
    • Business
    • Politics
    • Environment
    • Special
    • Language
      • English News
      • Hindi News
      • Odia News
    Industry Odisha
    Home » କଳାହାଣ୍ଡିରେ ବେଦାନ୍ତ ଆଲୁମିନିୟମର ସଚେତନତା ଅଭିଯାନ କାର୍ଯ୍ୟକ୍ରମ

    କଳାହାଣ୍ଡିରେ ବେଦାନ୍ତ ଆଲୁମିନିୟମର ସଚେତନତା ଅଭିଯାନ କାର୍ଯ୍ୟକ୍ରମ

    editor industry odishaBy editor industry odishaApril 28, 2025Updated:July 25, 2025 Odia News No Comments2 Mins Read
    Share
    Facebook Twitter LinkedIn Pinterest Email

    ଭବାନୀପାଟଣା, ୨୮/୦୪/୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲାର ନାକରୁଣ୍ଡି ଏବଂ ଗୁଣପୁର ନାମକ ଦୁଇଟି ଗ୍ରାମରେ ସଚେତନତା ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନରେ ୩୮୦ରୁ ଅଧିକ ବାସିନ୍ଦାଙ୍କୁ ଆକର୍ଷିତ କରି ଅଭିଜ୍ଞ କଳାକାରମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ଆକର୍ଷଣୀୟ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା। ପୂର୍ବରୁ ସିଜିମାଳି ବକ୍ସାଇଟ୍ ଟିମ୍‍ ଦ୍ୱାରା ବଣ୍ଟନ କରାଯାଇଥିବା ଔଷଧଯୁକ୍ତ ମଶାରୀ ବ୍ୟବହାର ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ସହିତ ଏହି ପଥପ୍ରାନ୍ତ ନାଟକଗୁଡ଼ିକ ପ୍ରମୁଖ ମ୍ୟାଲେରିଆ ପ୍ରତିରୋଧ ରଣନୀତିଗୁଡ଼ିକୁ ପ୍ରଭାବୀ ଢଙ୍ଗରେ ଉପସ୍ଥାପନ କରିଥିଲା। ଏହି ପ୍ରଦର୍ଶନ ପରେ ଉପସ୍ଥିତ ଲୋକଙ୍କୁ ନେଇ ଆଲୋଚନା କରାଯାଇଥିଲା, ଯାହା ଗ୍ରାମବାସୀଙ୍କୁ ପ୍ରଶ୍ନ ପଚାରିବା ଏବଂ ଅଭିଜ୍ଞତା ବାଣ୍ଟିବାରେ ସକ୍ଷମ କରିଥିଲା। ଯାହାଦ୍ୱାରା ମ୍ୟାଲେରିଆ ନିୟନ୍ତ୍ରଣ ବିଷୟରେ ଗୋଷ୍ଠି ବୁଝାମଣା ବୃଦ୍ଧି ପାଇଥିଲା।

    କଳାହାଣ୍ଡି ଜିଲ୍ଲା ଏକଦା ଦାରିଦ୍ର୍ୟ ପାଇଁ କୁଖ୍ୟାତି ଅର୍ଜନ କରିଥିଲା। ଏହି ଅଞ୍ଚଳରେ ଦୀର୍ଘ ଦିନ ଧରି ନଗଣ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମି, କମ୍ ସଚେତନତା ଏବଂ ଅଧିକ ରୋଗ ବୋଝ ଯୋଗୁଁ ସଂଘର୍ଷ କରୁଥିଲା। ଦଶନ୍ଧି ଦଶନ୍ଧି ଧରି ମ୍ୟାଲେରିଆ ଏକ ନିରନ୍ତର ବିପଦ ଭାବରେ ଉଭା ହୋଇଥିଲା, ଉପଯୁକ୍ତ ସ୍ୱାସ୍ଥ୍ୟସେବା ଏବଂ ମୌଳିକ ପରିମଳ ଅଭାବରୁ କଳାହାଣ୍ଡି ଜିଲ୍ଲାର ଦୂର ଦୂରାନ୍ତର ଗ୍ରାମବାସୀମାନେ ବାରମ୍ବାର ଏହି ରୋଗର ଶିକାର ହେଉଥିଲେ। ତେବେ ଗତ ଦୁଇ ଦଶନ୍ଧି ମଧ୍ୟରେ ଏହି କାହାଣୀ ନାଟକୀୟ ଭାବେ ବଦଳିଛି-ଏହି ଅଞ୍ଚଳରେ ବେଦାନ୍ତ ଆଲୁମିନିୟମର ନିରନ୍ତର ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇଛି।

    ଏହି ପଦକ୍ଷେପ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ସୁନୀଲ ଗୁପ୍ତା କହିଛନ୍ତି ଯେ, ଉତ୍ତମ ସ୍ୱାସ୍ଥ୍ୟସେବା ହେଉଛି ସମୃଦ୍ଧ ଗୋଷ୍ଠି ଏବଂ ସ୍ଥାୟୀ ବିକାଶର ମୂଳଦୁଆ। ଆମର ପ୍ରତିବଦ୍ଧତା ସ୍ୱାସ୍ଥ୍ୟସେବା ପ୍ରଦାନ ଠାରୁ ଉର୍ଦ୍ଧ୍ୱରେ। ଆମେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସୁସ୍ଥତାର ଏକ ସଂସ୍କୃତିକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରୁଛୁ ଯାହା ତୃଣମୂଳ ସ୍ତରରେ ବ୍ୟକ୍ତିବିଶେଷଙ୍କୁ ଶିକ୍ଷିତ ଏବଂ ସଶକ୍ତ କରିଥାଏ। ମ୍ୟାଲେରିଆ ପ୍ରତିରୋଧ ହେଉ, ପୁଷ୍ଟିସାଧନ ସଚେତନତା ହେଉ, କିମ୍ବା ଯୋଗ ଏବଂ କର୍କଟ ଶିକ୍ଷା ଭଳି ସାମଗ୍ରିକ ସ୍ୱାସ୍ଥ୍ୟ ପଦକ୍ଷେପ ହେଉ, ଆମର ଲକ୍ଷ୍ୟ ହେଉଛି ସୁସ୍ଥ ଜୀବନଶୈଳୀକୁ ସକ୍ଷମ ଏବଂ ସୁସ୍ଥ ସମ୍ପ୍ରଦାୟ ଗଠନ କରି ସ୍ଥାୟୀ ପ୍ରଭାବ ସୃଷ୍ଟି କରିବା।

    Post Views: 76
    editor industry odisha
    • Website

    Keep Reading

    ଝାରସୁଗୁଡା ପ୍ଲାଣ୍ଟରେ ବାର୍ଷିକ ୧୨୦ କିଲୋ ଟନ୍‌ ଫାଉଣ୍ଡ୍ରି ଆଲୟ ଉତ୍ପାଦନ କରିବ ବେଦାନ୍ତ ଆଲୁମିନିୟମ

    सामुदायिक स्वास्थ्य को नया संबल: सुंदरगढ़ में वेदांता एल्युमिनियम की पहल से टीबी रोगियों को मिली पोषण सहायता

    ପ୍ରଧାନମନ୍ତ୍ରୀଙ୍କ ‘ନିକ୍ଷୟ ମିତ୍ର’ କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ରେ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ସହାୟତା ପ୍ରଦାନ କରିଛି ବେଦାନ୍ତ ଆଲୁମିନିୟମ

    ବେଦାନ୍ତ ଆଲୁମିନିୟମର ତୀରନ୍ଦାଜ ତାଲିମ ପଦକ୍ଷେପ: କଳାହାଣ୍ଡି ପାଇଁ ଗୌରବ ଆଣିଲେ ଯୁବ ତୀରନ୍ଦାଜ

    Vedanta Aluminium Champions Women’s Empowerment at Vikas Mela 2025 in Kalahandi through Project Sakhi

    ବେଦାନ୍ତ ଆଲୁମିନିୟମ ରଥଯାତ୍ରାରେ ୫ ଲକ୍ଷ ଭକ୍ତଙ୍କ ନିକଟରେ ପହଂଚିଛି

    Add A Comment
    Leave A Reply Cancel Reply

    Editor Picks

    Coal Ministry Pushes Digital Shift with New Exploration Portal Training

    July 29, 2025

    Adani Pulls Plug on Two Hydropower Projects in Andhra Pradesh Over Border Row

    July 29, 2025

    India Eyes Hidden Treasure Beneath Coalfields

    July 29, 2025

    ଝାରସୁଗୁଡା ପ୍ଲାଣ୍ଟରେ ବାର୍ଷିକ ୧୨୦ କିଲୋ ଟନ୍‌ ଫାଉଣ୍ଡ୍ରି ଆଲୟ ଉତ୍ପାଦନ କରିବ ବେଦାନ୍ତ ଆଲୁମିନିୟମ

    July 28, 2025
    Latest Posts

    Coal Ministry Pushes Digital Shift with New Exploration Portal Training

    July 29, 2025

    New Delhi, 29/07/2025: In a move to modernize and streamline coal exploration approvals, the Ministry…

    Adani Pulls Plug on Two Hydropower Projects in Andhra Pradesh Over Border Row

    July 29, 2025

    New Delhi, 29/07/2025: Two major hydro energy projects planned by Adani Green Energy Ltd (AGEL)…

    India Eyes Hidden Treasure Beneath Coalfields

    July 29, 2025

    New Delhi, 29/07/2025: India may be sitting on a valuable resource buried beneath its coalfields.…

    Subscribe to Updates

    Get the latest creative news from FooBar about art, design and business.

    Advertisement
    Demo
    Facebook X (Twitter) LinkedIn
    • About
    • Privacy Policy
    • Contact
    © 2025 IndustryOdisha.com Designed by CS WEB SOLUTION

    Type above and press Enter to search. Press Esc to cancel.