Close Menu
Industry Odisha
    Facebook X (Twitter) Instagram
    Trending
    • Vedanta Aluminium Champions Women’s Empowerment at Vikas Mela 2025 in Kalahandi through Project Sakhi
    • US Tariff on Copper Won’t Hurt India, Say Experts
    • ବେଦାନ୍ତ ଆଲୁମିନିୟମ ରଥଯାତ୍ରାରେ ୫ ଲକ୍ଷ ଭକ୍ତଙ୍କ ନିକଟରେ ପହଂଚିଛି
    • Vedanta Aluminium Brings Communities Together Through Rath Yatra Celebrations in Odisha
    • Odisha Government Ensures Smooth Movement of Fuel and Essentials Amid Driver Strike
    • Odisha honoured with the Best State Award for Agriculture at the 16th Agriculture Leadership Conclave
    • ଓଡିଶା ରାଜ୍ୟ ଲ’ କମିଶନଙ୍କ ପ୍ରଥମ ବୈଠକ ଅନୁଷ୍ଠିତ: ଲୋଗୋ ଓ ଇ-ମେଲ ଆଇଡି ଉନ୍ମୋଚିତ
    • Odisha Government Introduces Amendment to Ensure Academic Accountability in Schools
    • About
    • Advertise
    • Privacy & Policy
    • Contact
    Facebook X (Twitter) Instagram
    Industry OdishaIndustry Odisha
    Subscribe
    Wednesday, July 23rd, 2025
    • Home
    • India
    • State
    • World
    • Industry
    • Business
    • Politics
    • Environment
    • Special
    Industry Odisha
    Home » ଡିସେମ୍ବର ତ୍ରୈମାସିକରେ କମିଲା ଅଭିବୃଦ୍ଧି

    ଡିସେମ୍ବର ତ୍ରୈମାସିକରେ କମିଲା ଅଭିବୃଦ୍ଧି

    editor industry odishaBy editor industry odishaMarch 1, 2025 India No Comments2 Mins Read
    Share
    Facebook Twitter LinkedIn Pinterest Email

    ନୂଆଦିଲ୍ଲୀ: ମୁଖ୍ୟତଃ ଭାବେ ବିନିର୍ମାଣ ଏବଂ ଖଣି କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ୨୦୨୪-୨୫ ଆର୍ଥିକବର୍ଷର ତୃତୀୟ ତ୍ରୈମାସିକରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ୬.୨%କୁ ହ୍ରାସ ପାଇଛି। ଶୁକ୍ରବାର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ୨୦୨୪ ତ୍ରୈମାସିକରେ ଭାରତୀୟ ଅର୍ଥନୀତି ୬.୨ ପ୍ରତିଶତ ଅଭିବୃଦ୍ଧି ରହିଛି, ଯାହା ଗତ ବର୍ଷ ସମାନ ଅବଧୂରେ ୯.୫ ପ୍ରତିଶତ ଥୁଲା |

    ଚଳିତ ଆର୍ଥିକବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୫.୬ ପ୍ରତିଶତ ଥିଲା | ଏହାସହିତ, ସିଏସଓ ଏହାର ଜାତୀୟ ହିସାବର ଦ୍ଵିତୀୟ ଅଗ୍ରୀମ ଆକଳନରେ କ‌ହିଛି ଯେ ଚଳିତ ଆର୍ଥିକ ବର୍ଷ ପାଇଁ ଦେଶର ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବ | ପୂର୍ବରୁ, ଜାନୁଆରୀ ୨୦୨୫ରେ ପ୍ରକାଶିତ ଏହାର ପ୍ରଥମ ଆଗୁଆ ଆକଳନରେ, ଏହା ଚଳିତ ଆର୍ଥିକ ବର୍ଷ ପାଇଁ ୬.୪ ପ୍ରତିଶତ ଅଭିବୃଦ୍ଧି ଆକଳନ କରିଥିଲା I ଏନଏସଓ ଗତ ଆର୍ଥିକ ବର୍ଷ (୨୦୨୩-୨୪) ପାଇଁ ଜିଡିପି ଅଭିବୃଦ୍ଧିକୁ ୯.୨ ପ୍ରତିଶତକୁ ସଂଶୋଧନ କରିଛି। ପୂର୍ବରୁ ଏହି ସଂଖ୍ୟା Γ.9 ପ୍ରତିଶତ ଥିଲା |

    ଦେଶର ଆଠଟି ପ୍ରମୁଖ କୋର ଶିଳ୍ପର ଅଭିବୃଦ୍ଧି ହାର ଜାନୁଆରୀ ଆରୀରେ ୪.୬ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ଗତ ବର୍ଷ ସମାନ ମାସରେ ରେ ୪.୨ ପ୍ରତିଶତ ଥିଲା। ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ଡିସେମ୍ବର ୨୦୨୪ରେ ଆଠଟି ପ୍ରମୁଖ ଶିଳ୍ପର ଅଭିବୃଦ୍ଧି ହାର ୪.୮ ପ୍ରତିଶତ ଥିଲା | ଚଳିତ ବର୍ଷ ଜାନୁଆରୀରେ କୋଇଲା ଉତ୍ପାଦନ ୪.୬ ପ୍ରତିଶତ, ଇସ୍ପାତ ଉତ୍ପାଦନ ୩.୭ପ୍ରତିଶତ ଏବଂ ବିଦ୍ୟୁତ ଉତ୍ପାଦନ ୧.୩ ପ୍ରତିଶତ ବୃଦ୍ଧି ପାଇଛି I ଗତ ବର୍ଷ ସମାନ ମାସରେ, ଏହି ଶିଳ୍ପଗୁଡ଼ିକ ଯଥାକ୍ରମେ ୧୦.୬ ପ୍ରତିଶତ, ୯.୨ ପ୍ରତିଶତ ଏବଂ ୫.୭ ପ୍ରତିଶତ ଅଭିବୃଦ୍ଧି ପଞ୍ଜିକୃତ କରିଥିଲେ। ତଥାପି, ସମୀକ୍ଷା ମାସରେ ରିଫାଇନାରୀ ଉତ୍ପାଦ, ସାର ଏବଂ ସିମେଣ୍ଟର ଉତ୍ପାଦନ ଯଥାକ୍ରମେ ୮.୩ ପ୍ରତିଶତ, ତିନି ପ୍ରତିଶତ ଏବଂ ୧୪.୫ ପ୍ରତିଶତକୁ ବୃଦ୍ଧି ପାଇଛି।

    Post Views: 74
    CSO GDP GDP FALL Indian Economy NSO
    editor industry odisha
    • Website

    Keep Reading

    India Charts Bold Path for Copper Future with New Vision Document

    Indo-US Trade Deal: Opportunities for India and Odisha in a Shifting Global Order

    India Breaks into Top 100 of Global SDG Index for the First Time

    India Shifts to Better-Quality Coal, Reducing Dependence on Indonesia

    India’s Export Sector Remains Resilient Amid Middle East Conflict and Rising Shipping Costs

    Vedanta plans to sell shares in Hindustan Zinc Ltd

    Add A Comment
    Leave A Reply Cancel Reply

    Editor Picks

    Vedanta Aluminium Champions Women’s Empowerment at Vikas Mela 2025 in Kalahandi through Project Sakhi

    July 10, 2025

    US Tariff on Copper Won’t Hurt India, Say Experts

    July 10, 2025

    ବେଦାନ୍ତ ଆଲୁମିନିୟମ ରଥଯାତ୍ରାରେ ୫ ଲକ୍ଷ ଭକ୍ତଙ୍କ ନିକଟରେ ପହଂଚିଛି

    July 10, 2025

    Vedanta Aluminium Brings Communities Together Through Rath Yatra Celebrations in Odisha

    July 10, 2025
    Latest Posts

    Vedanta Aluminium Champions Women’s Empowerment at Vikas Mela 2025 in Kalahandi through Project Sakhi

    July 10, 2025

    Lanjigarh, Kalahandi,10thJuly 2025: Vedanta Aluminium, India’s largest aluminium producer, showcased the role of women-led enterprises…

    US Tariff on Copper Won’t Hurt India, Say Experts

    July 10, 2025

    Mumbai, 10/07/2025: The United States recently announced a 50% import tax on copper. While this…

    ବେଦାନ୍ତ ଆଲୁମିନିୟମ ରଥଯାତ୍ରାରେ ୫ ଲକ୍ଷ ଭକ୍ତଙ୍କ ନିକଟରେ ପହଂଚିଛି

    July 10, 2025

    ଭୁବନେଶ୍ଵର: ରଥଯାତ୍ରା ଅବସରରେ ବେଦାନ୍ତ ଆଲୁମିନିୟମ, ସମଗ୍ର ଓଡ଼ିଶାରେ ୫ ଲକ୍ଷରୁ ଅଧିକ ଭକ୍ତଙ୍କ ନିକଟରେ ପହଁଞ୍ଚୁଛି । ପୁରୀ…

    Subscribe to Updates

    Get the latest creative news from FooBar about art, design and business.

    Advertisement
    Demo
    Facebook X (Twitter) Instagram Pinterest
    • About
    • Advertise
    • Privacy & Policy
    • Contact
    © 2025 IndustryOdisha.com Designed by ThemeSphere.

    Type above and press Enter to search. Press Esc to cancel.