Close Menu
Industry Odisha
    Facebook X (Twitter) Instagram
    Trending
    • Vedanta Aluminium Champions Women’s Empowerment at Vikas Mela 2025 in Kalahandi through Project Sakhi
    • US Tariff on Copper Won’t Hurt India, Say Experts
    • ବେଦାନ୍ତ ଆଲୁମିନିୟମ ରଥଯାତ୍ରାରେ ୫ ଲକ୍ଷ ଭକ୍ତଙ୍କ ନିକଟରେ ପହଂଚିଛି
    • Vedanta Aluminium Brings Communities Together Through Rath Yatra Celebrations in Odisha
    • Odisha Government Ensures Smooth Movement of Fuel and Essentials Amid Driver Strike
    • Odisha honoured with the Best State Award for Agriculture at the 16th Agriculture Leadership Conclave
    • ଓଡିଶା ରାଜ୍ୟ ଲ’ କମିଶନଙ୍କ ପ୍ରଥମ ବୈଠକ ଅନୁଷ୍ଠିତ: ଲୋଗୋ ଓ ଇ-ମେଲ ଆଇଡି ଉନ୍ମୋଚିତ
    • Odisha Government Introduces Amendment to Ensure Academic Accountability in Schools
    • About
    • Advertise
    • Privacy & Policy
    • Contact
    Facebook X (Twitter) Instagram
    Industry OdishaIndustry Odisha
    Subscribe
    Wednesday, July 23rd, 2025
    • Home
    • India
    • State
    • World
    • Industry
    • Business
    • Politics
    • Environment
    • Special
    Industry Odisha
    Home » ତୃଣମୂଳ ସ୍ତରରେ କ୍ରୀଡାକୁ ପ୍ରୋତ୍ସାହନ ଦେଉଛି ବେଦାନ୍ତ

    ତୃଣମୂଳ ସ୍ତରରେ କ୍ରୀଡାକୁ ପ୍ରୋତ୍ସାହନ ଦେଉଛି ବେଦାନ୍ତ

    editor industry odishaBy editor industry odishaDecember 31, 2024 India No Comments2 Mins Read
    Share
    Facebook Twitter LinkedIn Pinterest Email

    ଭୁବନେଶ୍ୱର, ୩୧/୧୨/୨୦୨୪: ବେଦାନ୍ତ କ୍ରୀଡା ପ୍ରୋତ୍ସାହନର ପ୍ରତିଭାବାନ ଯୁବ ତୀରନ୍ଦାଜ ସଞ୍ଜୟ ମାଝୀ ସମ୍ମାନଜନକ ଏନଟିପିସି ସିନିୟର ନ୍ୟାସନାଲ ଆର୍ଚରୀ ଚାମ୍ପିୟନଶିପ୍ ୨୦୨୪ରେ କାଂସ୍ୟ ପଦକ ଜିତିଛନ୍ତି । ଭାରତର ପ୍ରମୁଖ ଆଲୁମିନା ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମର ୟୁନିଟ୍ ବେଦାନ୍ତ ଲାଞ୍ଜିଗଡ଼ ସମର୍ଥିତ ସଞ୍ଜୟଙ୍କ ଏହି ସଫଳତା ତୀରନ୍ଦାଜିରେ ବରିଷ୍ଠ ବର୍ଗର ଜାତୀୟ ପଦକ ପାଇଁ ଓଡ଼ିଶାର ୨୧ ବର୍ଷର ଅଭିଯାନକୁ ଶେଷ କରି ରାଜ୍ୟ ଓ ବେଦାନ୍ତର କ୍ରୀଡ଼ା ପାଇଁ ଗୌରବ ଆଣିଦେଇଛନ୍ତି ।

    ବେଦାନ୍ତ କ୍ରୀଡ଼ା କାର୍ଯ୍ୟକ୍ରମ ୨୦୧୮ରେ ଆରମ୍ଭ ହେବା ପରଠାରୁ ଓଡ଼ିଶାର କଳାହାଣ୍ଡିରେ ଯୁବ କ୍ରୀଡ଼ାବିତମାନଙ୍କ ପାଇଁ ଆଶାର କିରଣ ପାଲଟିଛି। ତୀରନ୍ଦାଜି ଏବଂ କରାଟେ ଉପରେ ଧ୍ୟାନ ଦେବା ସହିତ, ଏହି ପଦକ୍ଷେପ ଉଦୀୟମାନ ଆଥଲେଟମାନଙ୍କୁ ବିଶେଷଜ୍ଞ ପ୍ରଶିକ୍ଷଣ, ଆଧୁନିକ ଉପକରଣ, ୟୁନିଫର୍ମ ଏବଂ ଲଜିଷ୍ଟିକ୍ ସହାୟତା ସହିତ ବ୍ୟାପକ ସହାୟତା ପ୍ରଦାନ କରୁଛି । ବର୍ତ୍ତମାନ ସୁଦ୍ଧା ୩୦୦ରୁ ଅଧିକ ଆଥଲେଟ୍ ଏହି କାର୍ଯ୍ୟକ୍ରମରୁ ଉପକୃତ ହୋଇଥିବାବେଳେ ୧୧୦ ଜଣ ଏବେ ତୀରନ୍ଦାଜି ଓ କରାଟେରେ ବୃତ୍ତିଗତ ପ୍ରଶିକ୍ଷଣ ନେଉଛନ୍ତି । ଏହି ମାଇଲଖୁଣ୍ଟ କ୍ରୀଡ଼ା ମାଧ୍ୟମରେ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଏବଂ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ବେଦାନ୍ତର ବୃହତ ଦୃଷ୍ଟିକୋଣଉପରେ ଆଲୋକପାତ କରୁଛି ।

    ବେଦାନ୍ତ ଆଲୁମିନା ବ୍ୟବସାୟର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, ଲାଞ୍ଜିଗଡ଼ରେ ଆମର କ୍ରୀଡ଼ା ବିକାଶ ପଦକ୍ଷେପ ସ୍ଥାନୀୟ ଯୁବକମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ ଏବଂ ସେମାନଙ୍କୁ ଜାତୀୟ ଓ ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ଚମକିବାରେ ସକ୍ଷମ କରିବାର ଲକ୍ଷ୍ୟ ସହିତ ଯୋଡ଼ି ହୋଇଛି । ଏହି ଐତିହାସିକ ବିଜୟ ପାଇଁ ଆମ କ୍ରୀଡ଼ା କାର୍ଯ୍ୟକ୍ରମରେ ସାମିଲ ଥିବା ସଞ୍ଜୟ ମାଝୀ ଓ ତାଙ୍କ ପ୍ରଶିକ୍ଷକ ସୀମାଞ୍ଚଳ କାଦରକାଙ୍କ ପାଇଁ ଆମେ ଅତ୍ୟନ୍ତ ଗର୍ବିତ ଏବଂ ଆଗାମୀ ବର୍ଷଗୁଡ଼ିକରେ ଏହି କାର୍ଯ୍ୟକ୍ରମରୁ ଆହୁରି ଅନେକ ଚାମ୍ପିୟନ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ ।

    ବେଦାନ୍ତ ଆଲୁମିନିୟମ ବିଶେଷ କରି ଅବହେଳିତ ସମ୍ପ୍ରଦାୟର ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବାରେ ବିଶ୍ୱାସ କରେ ଏବଂ ସମଗ୍ର ଓଡ଼ିଶାରେ ଏହାର କ୍ରୀଡ଼ା ଅଭିଯାନ ମାଧ୍ୟମରେ ଏହା ତୀରନ୍ଦାଜି, ହକି, କରାଟେ ଏବଂ ଫୁଟବଲ ଭଳି କ୍ରୀଡ଼ାରେ ୫୦୦ରୁ ଅଧିକ ଯୁବକଙ୍କୁ ପ୍ରଶିକ୍ଷଣ ଦେଇଛି । ଏହାବ୍ୟତୀତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ବେଦାନ୍ତ ଆଲୁମିନିୟମ ୫୦୦ରୁ ଅଧିକ ଗାଁକୁ ସେବା ଯୋଗାଇଦେଇଛି, ଯେଉଁଥିରେ ୪.୫ ଲକ୍ଷ ଲୋକ ଉପକୃତ ହୋଇଛନ୍ତି । ଏଥିରେ ଜୀବିକା, ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି, ତୃଣମୂଳ ସ୍ତରର କ୍ରୀଡ଼ା ଓ ସଂସ୍କୃତି ଆଦି କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି । ନିଜର ଫ୍ଲାଗସିପ୍ ପ୍ରକଳ୍ପ ନନ୍ଦ ଘର ଅଧୀନରେ କମ୍ପାନୀ ଓଡ଼ିଶାରେ ମହିଳା ଓ ଶିଶୁ ବିକାଶ ପାଇଁ ପ୍ରାୟ ୫୩୧ଟି ନନ୍ଦ ଘର ପ୍ରତିଷ୍ଠା କରିଛି, ଯାହାକି ଅଙ୍ଗନବାଡ଼ିର ଆଧୁନିକୀକରଣ ଅଟେ ।

    Post Views: 52
    Hockey NTPC Sports Vedanta Vedanta Aluminium
    editor industry odisha
    • Website

    Keep Reading

    Vedanta Aluminium Champions Women’s Empowerment at Vikas Mela 2025 in Kalahandi through Project Sakhi

    ବେଦାନ୍ତ ଆଲୁମିନିୟମ ରଥଯାତ୍ରାରେ ୫ ଲକ୍ଷ ଭକ୍ତଙ୍କ ନିକଟରେ ପହଂଚିଛି

    Vedanta Aluminium Brings Communities Together Through Rath Yatra Celebrations in Odisha

    Odisha Government Ensures Smooth Movement of Fuel and Essentials Amid Driver Strike

    Odisha honoured with the Best State Award for Agriculture at the 16th Agriculture Leadership Conclave

    ଓଡିଶା ରାଜ୍ୟ ଲ’ କମିଶନଙ୍କ ପ୍ରଥମ ବୈଠକ ଅନୁଷ୍ଠିତ: ଲୋଗୋ ଓ ଇ-ମେଲ ଆଇଡି ଉନ୍ମୋଚିତ

    Add A Comment
    Leave A Reply Cancel Reply

    Editor Picks

    Vedanta Aluminium Champions Women’s Empowerment at Vikas Mela 2025 in Kalahandi through Project Sakhi

    July 10, 2025

    US Tariff on Copper Won’t Hurt India, Say Experts

    July 10, 2025

    ବେଦାନ୍ତ ଆଲୁମିନିୟମ ରଥଯାତ୍ରାରେ ୫ ଲକ୍ଷ ଭକ୍ତଙ୍କ ନିକଟରେ ପହଂଚିଛି

    July 10, 2025

    Vedanta Aluminium Brings Communities Together Through Rath Yatra Celebrations in Odisha

    July 10, 2025
    Latest Posts

    Vedanta Aluminium Champions Women’s Empowerment at Vikas Mela 2025 in Kalahandi through Project Sakhi

    July 10, 2025

    Lanjigarh, Kalahandi,10thJuly 2025: Vedanta Aluminium, India’s largest aluminium producer, showcased the role of women-led enterprises…

    US Tariff on Copper Won’t Hurt India, Say Experts

    July 10, 2025

    Mumbai, 10/07/2025: The United States recently announced a 50% import tax on copper. While this…

    ବେଦାନ୍ତ ଆଲୁମିନିୟମ ରଥଯାତ୍ରାରେ ୫ ଲକ୍ଷ ଭକ୍ତଙ୍କ ନିକଟରେ ପହଂଚିଛି

    July 10, 2025

    ଭୁବନେଶ୍ଵର: ରଥଯାତ୍ରା ଅବସରରେ ବେଦାନ୍ତ ଆଲୁମିନିୟମ, ସମଗ୍ର ଓଡ଼ିଶାରେ ୫ ଲକ୍ଷରୁ ଅଧିକ ଭକ୍ତଙ୍କ ନିକଟରେ ପହଁଞ୍ଚୁଛି । ପୁରୀ…

    Subscribe to Updates

    Get the latest creative news from FooBar about art, design and business.

    Advertisement
    Demo
    Facebook X (Twitter) Instagram Pinterest
    • About
    • Advertise
    • Privacy & Policy
    • Contact
    © 2025 IndustryOdisha.com Designed by ThemeSphere.

    Type above and press Enter to search. Press Esc to cancel.